କେମିତି ଦୁର୍ଘଟଣାର ଶିକାର ହେଲା ପନ୍ତଙ୍କ ମର୍ସିଡିଜ୍ କାର୍? ଜଳନ୍ତା କାର୍ରୁ କେମିତି ଜୀବନ ବଞ୍ଚାଇଲେ ଋଷଭ… ଦେଖନ୍ତୁ ଭିଡିଓ……
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍/ବ୍ୟାଟର ଋଷଭ ପନ୍ତ ଆଜି ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଉତ୍ତରାଖଣ୍ଡର ଦିଲ୍ଲୀ ଫେରୁଥିବା ସମୟରେ ରୁର୍କୀରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା କି,ରୋଡ୍ ଡିଭାଇଡରରେ ପିଟି ହୋଇ ପନ୍ତଙ୍କ ଦାମୀ ମର୍ସିଡିଜ୍ କାର୍ ସମ୍ପୁର୍ଣ୍ଣ ଜଳିଯାଇଥିଲା। କୁହାଯାଉଛି କି ଏହି ଦୁର୍ଘଟଣାରେ ଅଳ୍ପକେ ବଞ୍ଚିଯାଇଛନ୍ତି ଭାରତୀୟ କ୍ରିକେଟର ଋଷଭ ପନ୍ତ। ଦୁର୍ଘଟଣାରେ ପନ୍ତଙ୍କ ମୁଣ୍ଡ, ପିଠି, ଗୋଡ଼ ଓ ହାତରେ ଗଭୀର ଆଘାତ […]
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍/ବ୍ୟାଟର ଋଷଭ ପନ୍ତ ଆଜି ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଉତ୍ତରାଖଣ୍ଡର ଦିଲ୍ଲୀ ଫେରୁଥିବା ସମୟରେ ରୁର୍କୀରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା କି,ରୋଡ୍ ଡିଭାଇଡରରେ ପିଟି ହୋଇ ପନ୍ତଙ୍କ ଦାମୀ ମର୍ସିଡିଜ୍ କାର୍ ସମ୍ପୁର୍ଣ୍ଣ ଜଳିଯାଇଥିଲା। କୁହାଯାଉଛି କି ଏହି ଦୁର୍ଘଟଣାରେ ଅଳ୍ପକେ ବଞ୍ଚିଯାଇଛନ୍ତି ଭାରତୀୟ କ୍ରିକେଟର ଋଷଭ ପନ୍ତ। ଦୁର୍ଘଟଣାରେ ପନ୍ତଙ୍କ ମୁଣ୍ଡ, ପିଠି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି ସତ କିନ୍ତୁ ତାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସେ ଜୀବନ ବଞ୍ଚାଇପାରିଛନ୍ତି।
A very much thank you to these guys who helped Rishabh pant this quickly 🙏#RishabhPant pic.twitter.com/2jEUxEk72b
ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !— Rishabh pant fans club (@rishabpantclub) December 30, 2022
ଆଜି ସକାଳୁ ଭାରତୀୟ କ୍ରିକେଟର ଋଷଭ ପନ୍ତ ଉତ୍ତରାଖଣ୍ଡରୁ ଦିଲ୍ଲୀ ସ୍ଥିତ ଘରକୁ ଫେରୁଥିବା ବେଳେ ରୁର୍କୀର ମହମ୍ମଦପୁର ଜାଟ ନିକଟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏକାକୀ କାର୍ ଚଳାଇ ଯାଉଥିବା ବେଳେ ହଠାତ୍ ଘୁମେଇ ପଡ଼ିଥିଲେ। ଫଳରେ କାରଟି ସିଧା ଯାଇ ରାସ୍ତା କଡ଼ ଡିଭାଇଡର ରେଲିଂରେ ମାଡ଼ ହୋଇଥିଲା। ଡିଭାଇଡର୍ରେ ପିଟି ହେବା ପରେ କାର୍ରେ ନିଆଁ ଲାଗି ଯାଇଥିଲା। କାର୍ ଭିତରେ ପନ୍ତ ଆହତ ହୋଇଥିବା ସତ୍ତ୍ବେ ନିଜ ଜୀବନ ବଞ୍ଚାଇବା ପାଇଁ ଜଳନ୍ତା କାର୍ର କାଚ ଭାଙ୍ଗି ବାହାରକୁ ଡେଇଁ ପଡିଥିଲେ।
Cricketer #RishabhPant has survived a serious car accident on Delhi-Dehradun highway.
His car burst into flames. 1st visual. pic.twitter.com/pVd17KEELN
— Shubhankar Mishra (@shubhankrmishra) December 30, 2022
ପନ୍ତ କାର୍ରୁ ଡେଇଁବା ପରେ ଏହା ହୁତୁହୁତୁ ହୋଇ ଜଳି ଯାଇଥିଲା। କିନ୍ତୁ ପନ୍ତ ବଡ଼ ଅଘଟଣରୁ ରକ୍ଷା ପାଇ ଯାଇଥିଲେ। ପନ୍ତ ଜଳନ୍ତା କାର୍ରୁ ବାହାରକୁ ଡେଇଁପଡିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଲୋକ ତାଙ୍କୁ ଉଠାଉଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆ ଟ୍ବିଟରରେ କିଛି ଲୋକ ପୋଷ୍ଟ କରିଛନ୍ତି। ପନ୍ତ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ, ପିଠି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି। ଏବେ ସେ ହସ୍ପିଟାଲରେ ରହିଛନ୍ତି। ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
#RishabhPant was rescued by locals. pic.twitter.com/uc7W95kYmH
— News Arena India (@NewsArenaIndia) December 30, 2022
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଆଜି ସକାଳୁ କାର ରେଲିଂକୁ ଧକ୍କା ଦେଇଥିଲା, ଏହାପରେ କାରଟି ଜଳିବାକୁ ଲାଗିଥିଲା। ସ୍ଥାନୀୟ ଲୋକ ଅଗ୍ନିଶମ ବାହିନି ସହାୟତାରେ ବହୁ କଷ୍ଟରେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା। ଏହାପରେ ଗୁରୁତର ଆହତ ଋଷଭ ପନ୍ତଙ୍କୁ ଦିଲ୍ଲୀ ରୋଡ୍ ସାକଶମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠରେେ ପ୍ରାଥମିକ ଚିକିତ୍ସାପରେ ଋଭଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ କରାଯିବ।
CCTV footage from accident site..
Praying for speedy recovery #RishabhPant pic.twitter.com/e8B1MvLuX3
— Aman Tiwari (@amantiwari_) December 30, 2022
ଉତ୍ତରାଖଣ୍ଡ ପୁଲିସ ଡିଜି ଅଶୋକ କୁମାର କହିଛନ୍ତି ଯେ ପନ୍ତ ଏକାକୀ ଗାଡ଼ି ଭିତରେ ଥିଲେ। ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗି ଯିବାରୁ ପନ୍ତ କାର୍ କାଚ ଭାଙ୍ଗି ଠିକଣା ସମୟରେ ବାହାରକୁ ଚାଲି ଆସିଥିଲେ। ଗାଡ଼ିର ବେଗ ଅଧିକ ଥିବାରୁ ଦୁର୍ଘଟଣା ପରେ ଏଥିରେ ନିଆଁ ଲାଗି ଯାଇଥିଲା। ତେବେ ସୌଭାଗ୍ୟବଶତଃ ପନ୍ତ ଗାଡ଼ି ବାହାରକୁ ଚାଲି ଆସିଥିଲେ। ତେଣୁ ତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି।କିନ୍ତୁ ସେ ଦୁର୍ଘଟଣା ଯୋଗୁ ଗୁରୁତର ଆହତ ହୋଇଛନ୍ତି।
କେମିତି ଦୁର୍ଘଟଣାର ଶିକାର ହେଲା ପନ୍ତଙ୍କ ମର୍ସିଡିଜ୍ କାର୍? ଜଳନ୍ତା କାର୍ରୁ କେମିତି ଜୀବନ ବଞ୍ଚାଇଲେ ଋଷଭ… ଦେଖନ୍ତୁ ଭିଡିଓ……
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍/ବ୍ୟାଟର ଋଷଭ ପନ୍ତ ଆଜି ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଉତ୍ତରାଖଣ୍ଡର ଦିଲ୍ଲୀ ଫେରୁଥିବା ସମୟରେ ରୁର୍କୀରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା କି,ରୋଡ୍ ଡିଭାଇଡରରେ ପିଟି ହୋଇ ପନ୍ତଙ୍କ ଦାମୀ ମର୍ସିଡିଜ୍ କାର୍ ସମ୍ପୁର୍ଣ୍ଣ ଜଳିଯାଇଥିଲା। କୁହାଯାଉଛି କି ଏହି ଦୁର୍ଘଟଣାରେ ଅଳ୍ପକେ ବଞ୍ଚିଯାଇଛନ୍ତି ଭାରତୀୟ କ୍ରିକେଟର ଋଷଭ ପନ୍ତ। ଦୁର୍ଘଟଣାରେ ପନ୍ତଙ୍କ ମୁଣ୍ଡ, ପିଠି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି ସତ କିନ୍ତୁ ତାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସେ ଜୀବନ ବଞ୍ଚାଇପାରିଛନ୍ତି।
A very much thank you to these guys who helped Rishabh pant this quickly 🙏#RishabhPant pic.twitter.com/2jEUxEk72b
— Rishabh pant fans club (@rishabpantclub) December 30, 2022