ଆଇପିଏଲ ୨୦୨୨: ଆରସିବିକୁ ୧୨୯ରନର ଟାର୍ଗେଟ ଦେଲା କେକେଆର୍

The Sakala Picture
Published On

ମୁମ୍ଵାଇ: ଆଜି ଆଇପିଏଲରେ ଖେଳାଯାଉଛି ଷଷ୍ଠ ମ୍ୟାଚ୍। ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ କୋଲକତା ନାଇଟ୍ ରାଇଡର୍ସ (କେକେଆର୍) ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିତି ଆରସିବି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି କେକେଆର ୧୨୮ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁକୁ ୧୨୯ରନର ଆବଶ୍ୟକତା ରହିଛି। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଆଜିଙ୍କ୍ୟ ରାହାଣେ (୯), ଭେଙ୍କଟେଶ ଆୟର(୧୦), ନୀତିଶ ରାଣା(୧୦), ଶ୍ରେୟସ […]

ମୁମ୍ଵାଇ: ଆଜି ଆଇପିଏଲରେ ଖେଳାଯାଉଛି ଷଷ୍ଠ ମ୍ୟାଚ୍। ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ କୋଲକତା ନାଇଟ୍ ରାଇଡର୍ସ (କେକେଆର୍) ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିତି ଆରସିବି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି କେକେଆର ୧୨୮ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁକୁ ୧୨୯ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଆଜିଙ୍କ୍ୟ ରାହାଣେ (୯), ଭେଙ୍କଟେଶ ଆୟର(୧୦), ନୀତିଶ ରାଣା(୧୦), ଶ୍ରେୟସ ଆୟର(ଅଧିନାୟକ) (୧୩), ସେଲଡନ ଜ୍ୟାକସ (୦), ସୁନିଲ ନାରିନ (୧୨) ରନ କରି ଆଉଟ ହୋଇଥିଲେ। ଆନ୍ଦ୍ରେ ରସେଲ ଓ ସାମ ବିଲିଙ୍ଗ୍ସ ପାରିକୁ ସମ୍ଭାଳିଥିଲେ। ଆନ୍ଦ୍ରେ ରସେଲ ବିସ୍ପୋରକ ବ୍ୟାଟିଂ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ରସେଲ ୧୮ ବଲରେ ୨୫ ରନ କରି ଆଉଟ ହୋଇଥିଲେ। ସାମ ବିଲିଙ୍ଗ୍ସ ୧୫ ବଲରେ ୧୪ ରନ କରି ଆଉଟ ହୋଇଥିଲେ।  ଟିମ୍ ସାଉଦି (୧) , ଉମେଶ ଯାଦବ(୧୮) ରନ କରି ଆଉ ହୋଇଥିଲେ। ବରୁଣ ଚକ୍ରବର୍ତ୍ତୀ (୧୦) ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଓ୍ଵାନିନ୍ଦୁ ହସରଙ୍ଗା ସର୍ବାଧିକ ୪ ୱିକେଟ ନେଇଥିଲେ। ଆକାଶ ଦୀପ ୩ଟି ୱିକେଟ ଅକ୍ତିଆର କରିଥିଲେ। ହର୍ଷଲ ପଟେଲ୍ ୨ଟି  ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

30 Mar 2022 By The Sakala

ଆଇପିଏଲ ୨୦୨୨: ଆରସିବିକୁ ୧୨୯ରନର ଟାର୍ଗେଟ ଦେଲା କେକେଆର୍

ମୁମ୍ଵାଇ: ଆଜି ଆଇପିଏଲରେ ଖେଳାଯାଉଛି ଷଷ୍ଠ ମ୍ୟାଚ୍। ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ କୋଲକତା ନାଇଟ୍ ରାଇଡର୍ସ (କେକେଆର୍) ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିତି ଆରସିବି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି କେକେଆର ୧୨୮ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁକୁ ୧୨୯ରନର ଆବଶ୍ୟକତା ରହିଛି।

କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଆଜିଙ୍କ୍ୟ ରାହାଣେ (୯), ଭେଙ୍କଟେଶ ଆୟର(୧୦), ନୀତିଶ ରାଣା(୧୦), ଶ୍ରେୟସ ଆୟର(ଅଧିନାୟକ) (୧୩), ସେଲଡନ ଜ୍ୟାକସ (୦), ସୁନିଲ ନାରିନ (୧୨) ରନ କରି ଆଉଟ ହୋଇଥିଲେ। ଆନ୍ଦ୍ରେ ରସେଲ ଓ ସାମ ବିଲିଙ୍ଗ୍ସ ପାରିକୁ ସମ୍ଭାଳିଥିଲେ। ଆନ୍ଦ୍ରେ ରସେଲ ବିସ୍ପୋରକ ବ୍ୟାଟିଂ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ରସେଲ ୧୮ ବଲରେ ୨୫ ରନ କରି ଆଉଟ ହୋଇଥିଲେ। ସାମ ବିଲିଙ୍ଗ୍ସ ୧୫ ବଲରେ ୧୪ ରନ କରି ଆଉଟ ହୋଇଥିଲେ।  ଟିମ୍ ସାଉଦି (୧) , ଉମେଶ ଯାଦବ(୧୮) ରନ କରି ଆଉ ହୋଇଥିଲେ। ବରୁଣ ଚକ୍ରବର୍ତ୍ତୀ (୧୦) ରନ କରି ଅପରାଜିତ ରହିଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଓ୍ଵାନିନ୍ଦୁ ହସରଙ୍ଗା ସର୍ବାଧିକ ୪ ୱିକେଟ ନେଇଥିଲେ। ଆକାଶ ଦୀପ ୩ଟି ୱିକେଟ ଅକ୍ତିଆର କରିଥିଲେ। ହର୍ଷଲ ପଟେଲ୍ ୨ଟି  ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ।

https://www.thesakala.in/sports/kkr-set-129-run-target-for-bengaluru/article-10388
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର