ଭାରତ ଓ ଆୟର୍ଲାଣ୍ଡ ପ୍ରଥମ ଟି-୨୦: ଭାରତକୁ ୧୪୦ ରନର ଟାର୍ଗେଟ ଦେଲା ଆୟର୍ଲାଣ୍ଡ

The Sakala Picture
Published On

ଡବଲିନ: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମୁକାବିଲା ଆଜିଠାରୁ ଆରମ୍ଭ ହୋଇଛି। ରାଜଧାନୀ ଡବ୍‌ଲିନ୍‌ରେ ଖେଳାଯାଉଥିବା ଆଜିର ମ୍ୟାଚ୍‌ରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି।  ଆୟରଲ୍ୟାଣ୍ଡ ଘରୋଇ ମଇଦାନରେ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୩୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୧୪୦ ରନର ଆବଶ୍ୟକତା ରହିଛି। ଆୟର୍ଲାଣ୍ଡ ପକ୍ଷରୁ ଆଣ୍ଡ୍ରିଉ ବଲବିର୍ଣ୍ଣି ୨ ବଲରେ ୪ ରନ କରି […]

ଡବଲିନ: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମୁକାବିଲା ଆଜିଠାରୁ ଆରମ୍ଭ ହୋଇଛି। ରାଜଧାନୀ ଡବ୍‌ଲିନ୍‌ରେ ଖେଳାଯାଉଥିବା ଆଜିର ମ୍ୟାଚ୍‌ରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି।  ଆୟରଲ୍ୟାଣ୍ଡ ଘରୋଇ ମଇଦାନରେ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୩୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୧୪୦ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିଶ୍ୱକପ୍ ଫାଇନାଲ୍ ୨୦୨୬: ଆର୍ଜେଣ୍ଟିନାକୁ ମାତ୍ ଦେଇ ଟାଇଟଲ୍ ହାତେଇଲା ସ୍ପେନ୍, ମେସିଙ୍କ ଯାଦୁ ଫିକା

ଆୟର୍ଲାଣ୍ଡ ପକ୍ଷରୁ ଆଣ୍ଡ୍ରିଉ ବଲବିର୍ଣ୍ଣି ୨ ବଲରେ ୪ ରନ କରି ଆଉଟ ହୋଇଥିବା ବେଳେ ପଲ ଷ୍ଟର୍ଲିଂ ୧୧ ବଲରେ ୧୧ ରନ କରି ଆଉଟ ହୋଇଥିଲେ। ଲୋରାନ ଟକର ୩ଟି ବଲ ଖେଳି କୌଣସନ ରନ ନ କରି ଆଉଟ ହୋଇଥିଲେ। ହ୍ୟାରୀ ଟେକ୍ଟର ୧୯ ବଲରେ ୬ ରନ କରି ଆଉଟ ହୋଇଥିଲେ। ଜର୍ଜ ଡକରେଲ ୩ ବଲରେ ୧ ରନ କରି ଆଉଟ ହୋଇଥିଲେ। ମାର୍କ ଆଦେୟାର ୧୬ ବଲରେ ୧୬ ରନ କରି ଆଉଟ ହୋଇଥିଲେ। ଅନ୍ୟପକ୍ଷରେ କର୍ଟିସ କାମ୍ଫର ପାରିକୁ ସମ୍ଭାଳିଥିଲେ। ତାଙ୍କ ସଥ ଦେଇଥିଲେ ବାରୀ ମ୍ୟାକ୍‌କାର୍ଥି । ପରେ କର୍ଟିସ କାମ୍ଫର ୩୩ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ବାରୀ ମ୍ୟାକ୍‌କାର୍ଥି ୩୩ ବଲରେ ୫୧ ରନ କରି ଅପରାଜିତ ରହିଥିଲେ ।

ଆହୁରି ପଢ଼ନ୍ତୁ: ଜସପ୍ରୀତ ବୁମରାହଙ୍କ ବିନା ଲର୍ଡ୍ସରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ପଦାରେ ପଡ଼ିଲା ବୋଲିଂ ବିଭାଗର ବଡ଼ ଦୁର୍ବଳତା

ଭାରତୀୟଙ୍କ ପକ୍ଷରୁ ଯଶପ୍ରୀତ୍‌ ବୁମ୍‌ରା , ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଅଧିନାୟକ ଶ୍ରେୟସ ଆୟରଙ୍କ ବଡ଼ ବୟାନ, ଦଳକୁ ଦେଲେ 'ନିର୍ଭୀକ' ମନ୍ତ୍ର

18 Aug 2023 By The Sakala

ଭାରତ ଓ ଆୟର୍ଲାଣ୍ଡ ପ୍ରଥମ ଟି-୨୦: ଭାରତକୁ ୧୪୦ ରନର ଟାର୍ଗେଟ ଦେଲା ଆୟର୍ଲାଣ୍ଡ

ଡବଲିନ: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମୁକାବିଲା ଆଜିଠାରୁ ଆରମ୍ଭ ହୋଇଛି। ରାଜଧାନୀ ଡବ୍‌ଲିନ୍‌ରେ ଖେଳାଯାଉଥିବା ଆଜିର ମ୍ୟାଚ୍‌ରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି।  ଆୟରଲ୍ୟାଣ୍ଡ ଘରୋଇ ମଇଦାନରେ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୩୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୧୪୦ ରନର ଆବଶ୍ୟକତା ରହିଛି।

ଆୟର୍ଲାଣ୍ଡ ପକ୍ଷରୁ ଆଣ୍ଡ୍ରିଉ ବଲବିର୍ଣ୍ଣି ୨ ବଲରେ ୪ ରନ କରି ଆଉଟ ହୋଇଥିବା ବେଳେ ପଲ ଷ୍ଟର୍ଲିଂ ୧୧ ବଲରେ ୧୧ ରନ କରି ଆଉଟ ହୋଇଥିଲେ। ଲୋରାନ ଟକର ୩ଟି ବଲ ଖେଳି କୌଣସନ ରନ ନ କରି ଆଉଟ ହୋଇଥିଲେ। ହ୍ୟାରୀ ଟେକ୍ଟର ୧୯ ବଲରେ ୬ ରନ କରି ଆଉଟ ହୋଇଥିଲେ। ଜର୍ଜ ଡକରେଲ ୩ ବଲରେ ୧ ରନ କରି ଆଉଟ ହୋଇଥିଲେ। ମାର୍କ ଆଦେୟାର ୧୬ ବଲରେ ୧୬ ରନ କରି ଆଉଟ ହୋଇଥିଲେ। ଅନ୍ୟପକ୍ଷରେ କର୍ଟିସ କାମ୍ଫର ପାରିକୁ ସମ୍ଭାଳିଥିଲେ। ତାଙ୍କ ସଥ ଦେଇଥିଲେ ବାରୀ ମ୍ୟାକ୍‌କାର୍ଥି । ପରେ କର୍ଟିସ କାମ୍ଫର ୩୩ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ବାରୀ ମ୍ୟାକ୍‌କାର୍ଥି ୩୩ ବଲରେ ୫୧ ରନ କରି ଅପରାଜିତ ରହିଥିଲେ ।

ଭାରତୀୟଙ୍କ ପକ୍ଷରୁ ଯଶପ୍ରୀତ୍‌ ବୁମ୍‌ରା , ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ଗୋଟିଏ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର