ଆଇପିଏଲ୍‌-୧୪ ପାଇଁ ଖେଳାଳି କିଣା-ବିକା : ଜାଣନ୍ତୁ କେଉଁ ଖେଳାଳିଙ୍କୁ କିଣିଲା କେଉଁ ଦଳ

The Sakala Picture
Published On

ଚେନ୍ନାଇ : ଆଇପିଏଲ୍‌-୧୪ ପାଇଁ ଆଜି ଚେନ୍ନାଇରେ ଆରମ୍ଭ ହୋଇଛି ଖେଳାଳି ନିଲାମ। ବିଭିନ୍ନ ଫ୍ରାଞ୍ଚିାଇଜମାନେ ନିଜ ମନମୁତାବକ ଖେଳାଳି ନିଜ ନିଜ ଦଳ ପାଇଁ କିଣୁଛନ୍ତି। ଏଥିପାଇଁ ମୋଟ୍‌ ୨୯୨ ଜଣ ଖେଳାଳିଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଯେଉଁଥିରେ ୧୬୪ ଜଣ ଭାରତୀୟ ଓ ୧୨୪ ଜଣ ବିଦେଶୀ ଖେଳାଳି ଅକ୍ସନରେ ସାମିଲ ହୋଇଛନ୍ତି। ବୋର୍ଡ ପକ୍ଷରୁ କିଛି ଅନ୍ତର୍ଜାତୀୟ ଖେଳାଳିଙ୍କର ବେସ ପ୍ରାଇସକୁ ୫ଟି ବର୍ଗରେ ନିର୍ଦ୍ଧାରଣ କରାଯାଇଛି । ଯଥା- ୨ […]

ଚେନ୍ନାଇ : ଆଇପିଏଲ୍‌-୧୪ ପାଇଁ ଆଜି ଚେନ୍ନାଇରେ ଆରମ୍ଭ ହୋଇଛି ଖେଳାଳି ନିଲାମ। ବିଭିନ୍ନ ଫ୍ରାଞ୍ଚିାଇଜମାନେ ନିଜ ମନମୁତାବକ ଖେଳାଳି ନିଜ ନିଜ ଦଳ ପାଇଁ କିଣୁଛନ୍ତି। ଏଥିପାଇଁ ମୋଟ୍‌ ୨୯୨ ଜଣ ଖେଳାଳିଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଯେଉଁଥିରେ ୧୬୪ ଜଣ ଭାରତୀୟ ଓ ୧୨୪ ଜଣ ବିଦେଶୀ ଖେଳାଳି ଅକ୍ସନରେ ସାମିଲ ହୋଇଛନ୍ତି।IPL

ଆହୁରି ପଢ଼ନ୍ତୁ: ପ୍ରସିଦ୍ଧ କ୍ରିଷ୍ଣା ଓ ରୋହିତ ଶର୍ମାଙ୍କ ଯାଦୁ: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆରେ ରଚିଲେ ଇତିହାସ

ବୋର୍ଡ ପକ୍ଷରୁ କିଛି ଅନ୍ତର୍ଜାତୀୟ ଖେଳାଳିଙ୍କର ବେସ ପ୍ରାଇସକୁ ୫ଟି ବର୍ଗରେ ନିର୍ଦ୍ଧାରଣ କରାଯାଇଛି । ଯଥା- ୨ କୋଟି, ୧.୫ କୋଟି, ୧ କୋଟି, ୭୫ ଲକ୍ଷ ଓ ୫୦ ଲକ୍ଷ । ୧୦ ଜଣ ଖେଳାଳିଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ହରଭଜନ ସିଂ, କେଦାର ଯାଦବ, ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭେନ ସ୍ମିଥ୍‌, ସାକିବ ଅଲ ହାସନ, ଜାସନ ରୟ ଏବଂ ମାର୍କ ଉଡଙ୍କ ଭଳି ଖେଳାଳି । ସେମିତି ୧.୫ କୋଟି ବେସ୍ ପ୍ରାଇସ ତାଲିକାରେ କୌଣସି ଭାରତୀୟ ନାହାନ୍ତି । ଏହି ତାଲିକାରେ ୧୨ ଜଣ ରହିଛନ୍ତି ।IPL

ଆହୁରି ପଢ଼ନ୍ତୁ: ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ କପିଲ ଦେବଙ୍କ ଆହ୍ୱାନ: 'ସେ ୨୦-୨୨ ବର୍ଷର ହେବା ପରେ ଆମେ ବିଚାର କରିବୁ'

ତେବେ ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିବା ଖେଳାଳି କିଣାବିକାରେ ଚଳିତ ଆଇପିଏଲ-୧୪ ପାଇଁ ସବୁଠୁ ଦାମୀ ଖେଳାଳି ଭାବେ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର କ୍ରିସ ମୋରିସଙ୍କୁ ୧୬.୨୫ କୋଟିରେ ରାଜସ୍ଥାନ ରୟାଲ୍ସ  ଟିମ୍‌ କିଣିଛି। ମୋରିସ ପରେ ଦ୍ବିତୀୟ ଦାମୀ  ଖେଳାଳି ଭାବେ ଅଷ୍ଟ୍ରେଲିଆର  ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କୁ ୧୪.୨୫ କୋଟି ଟଙ୍କାରେ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ମ୍ୟାକ୍ସଓ୍ବେଲଙ୍କୁ କିଣିବାକୁ ଚେନ୍ନାଇ ସୁପରକିଙ୍ଗସ୍‌(ସିଏସ୍‌କ) ଇଚ୍ଛା ପ୍ରକାଶ କରିଥିଲା କିନ୍ତୁ ଚେନ୍ନାଇ ସୁପରକିଙ୍ଗସ୍ ପାଖରେ ଚଳିତ ଅକ୍ସନ ପାଇଁ କମ୍‌ ଅର୍ଥ ଥିବାରୁ ମ୍ୟାକ୍ସଓ୍ବେଲଙ୍କୁ କିଣିପାରି ନଥିଲେ।  IPL

ଆହୁରି ପଢ଼ନ୍ତୁ: ବିଶ୍ୱର ସବୁଠାରୁ ଗ୍ଲାମରସ୍ ଫୁଟବଲର୍ ଆଲିଶା ଲେହମ୍ୟାନ୍‌ଙ୍କ ନିର୍ବନ୍ଧ ସମ୍ପନ୍ନ: ବୟଫ୍ରେଣ୍ଡ ମଣ୍ଟେଲ ମ୍ୟାକେଞ୍ଜି କଲେ ରୋମାଣ୍ଟିକ୍ ପ୍ରପୋଜ୍

ସେହିପରି ଷ୍ଟିଭ ସ୍ମିଥଙ୍କୁ ୨.୨ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ ।ଷ୍ଟିଭ ସ୍ମିଥ ବେସ୍ ପ୍ରାଇସ୍ସ ଥିଲା ୨ କୋଟି । ସାକିବଙ୍କୁ କେକେଆର ୩.୨କୋଟିରେ କିଣିଛି । ସାକିବଙ୍କ ବେସ୍‌ ପ୍ରାଇସ୍‌ ୨କୋଟି ଥିଲା । ମୋଇନ ଅଲ୍ଲୀଙ୍କୁ ସିଏସ୍‌କେ ୭କୋଟିରେ କିଣିଛି । ଶିଭମ ଦୁବେଙ୍କୁ ୪.୪କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ । ବେସ୍‌ ପ୍ରାଇସ ଥିଲା ୫୦ଲକ୍ଷ । IPL

18 Feb 2021 By The Sakala

ଆଇପିଏଲ୍‌-୧୪ ପାଇଁ ଖେଳାଳି କିଣା-ବିକା : ଜାଣନ୍ତୁ କେଉଁ ଖେଳାଳିଙ୍କୁ କିଣିଲା କେଉଁ ଦଳ

ଚେନ୍ନାଇ : ଆଇପିଏଲ୍‌-୧୪ ପାଇଁ ଆଜି ଚେନ୍ନାଇରେ ଆରମ୍ଭ ହୋଇଛି ଖେଳାଳି ନିଲାମ। ବିଭିନ୍ନ ଫ୍ରାଞ୍ଚିାଇଜମାନେ ନିଜ ମନମୁତାବକ ଖେଳାଳି ନିଜ ନିଜ ଦଳ ପାଇଁ କିଣୁଛନ୍ତି। ଏଥିପାଇଁ ମୋଟ୍‌ ୨୯୨ ଜଣ ଖେଳାଳିଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଯେଉଁଥିରେ ୧୬୪ ଜଣ ଭାରତୀୟ ଓ ୧୨୪ ଜଣ ବିଦେଶୀ ଖେଳାଳି ଅକ୍ସନରେ ସାମିଲ ହୋଇଛନ୍ତି।IPL

ବୋର୍ଡ ପକ୍ଷରୁ କିଛି ଅନ୍ତର୍ଜାତୀୟ ଖେଳାଳିଙ୍କର ବେସ ପ୍ରାଇସକୁ ୫ଟି ବର୍ଗରେ ନିର୍ଦ୍ଧାରଣ କରାଯାଇଛି । ଯଥା- ୨ କୋଟି, ୧.୫ କୋଟି, ୧ କୋଟି, ୭୫ ଲକ୍ଷ ଓ ୫୦ ଲକ୍ଷ । ୧୦ ଜଣ ଖେଳାଳିଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ହରଭଜନ ସିଂ, କେଦାର ଯାଦବ, ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭେନ ସ୍ମିଥ୍‌, ସାକିବ ଅଲ ହାସନ, ଜାସନ ରୟ ଏବଂ ମାର୍କ ଉଡଙ୍କ ଭଳି ଖେଳାଳି । ସେମିତି ୧.୫ କୋଟି ବେସ୍ ପ୍ରାଇସ ତାଲିକାରେ କୌଣସି ଭାରତୀୟ ନାହାନ୍ତି । ଏହି ତାଲିକାରେ ୧୨ ଜଣ ରହିଛନ୍ତି ।IPL

ତେବେ ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିବା ଖେଳାଳି କିଣାବିକାରେ ଚଳିତ ଆଇପିଏଲ-୧୪ ପାଇଁ ସବୁଠୁ ଦାମୀ ଖେଳାଳି ଭାବେ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର କ୍ରିସ ମୋରିସଙ୍କୁ ୧୬.୨୫ କୋଟିରେ ରାଜସ୍ଥାନ ରୟାଲ୍ସ  ଟିମ୍‌ କିଣିଛି। ମୋରିସ ପରେ ଦ୍ବିତୀୟ ଦାମୀ  ଖେଳାଳି ଭାବେ ଅଷ୍ଟ୍ରେଲିଆର  ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କୁ ୧୪.୨୫ କୋଟି ଟଙ୍କାରେ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ମ୍ୟାକ୍ସଓ୍ବେଲଙ୍କୁ କିଣିବାକୁ ଚେନ୍ନାଇ ସୁପରକିଙ୍ଗସ୍‌(ସିଏସ୍‌କ) ଇଚ୍ଛା ପ୍ରକାଶ କରିଥିଲା କିନ୍ତୁ ଚେନ୍ନାଇ ସୁପରକିଙ୍ଗସ୍ ପାଖରେ ଚଳିତ ଅକ୍ସନ ପାଇଁ କମ୍‌ ଅର୍ଥ ଥିବାରୁ ମ୍ୟାକ୍ସଓ୍ବେଲଙ୍କୁ କିଣିପାରି ନଥିଲେ।  IPL

ସେହିପରି ଷ୍ଟିଭ ସ୍ମିଥଙ୍କୁ ୨.୨ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ ।ଷ୍ଟିଭ ସ୍ମିଥ ବେସ୍ ପ୍ରାଇସ୍ସ ଥିଲା ୨ କୋଟି । ସାକିବଙ୍କୁ କେକେଆର ୩.୨କୋଟିରେ କିଣିଛି । ସାକିବଙ୍କ ବେସ୍‌ ପ୍ରାଇସ୍‌ ୨କୋଟି ଥିଲା । ମୋଇନ ଅଲ୍ଲୀଙ୍କୁ ସିଏସ୍‌କେ ୭କୋଟିରେ କିଣିଛି । ଶିଭମ ଦୁବେଙ୍କୁ ୪.୪କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ । ବେସ୍‌ ପ୍ରାଇସ ଥିଲା ୫୦ଲକ୍ଷ । IPL

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର