ଆଇପିଏଲ ଖେଳାଳି ମହାନିଲାମ: ପ୍ରଥମ ପର୍ଯ୍ଯାୟରେ ବିକ୍ରି ହେଲେନି ମିଷ୍ଟର ଆଇପିଏଲଙ୍କ ସମେତ ଅନେକ ବଡବଡ଼ ଖେଳାଳି

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବ୍ୟୟବହୁ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୫ତମ ସଂସ୍କରଣର ମହାଖେଳାଳି ନିଲାମ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଯାଇଛି। ଏହି ନିଲାମ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା  ଭାରତୀୟ ବ୍ୟାଟର ଶ୍ରେୟସ ଆୟରଙ୍କୁ ୧୨ କୋଟି ୨୫ ଲକ୍ଷରେ କିଣିଛି କୋଲକାତା ନାଇଟ ରାଇଡର୍ସ । ଅନ୍ଯପକ୍ଷରେ ଦେଖିବାକୁ ମିଳିଛି ବଡବଡ ଖେଳାଳୀ ବିକ୍ରି ହୋଇନାହାନ୍ତି। ମିଷ୍ଟର ଆଇପିଏଲ ନାମରେ ପରିଚିତ ଭାରତୀୟ ଖେଳାଳି ସୁରେଶ ରାଇନା, ପୂର୍ବରୁ ଆଇପିଏଲରେ କ୍ଯପେଟନ ଭାର ସମ୍ଭାଳିଥିବା […]

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବ୍ୟୟବହୁ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୫ତମ ସଂସ୍କରଣର ମହାଖେଳାଳି ନିଲାମ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଯାଇଛି। ଏହି ନିଲାମ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା  ଭାରତୀୟ ବ୍ୟାଟର ଶ୍ରେୟସ ଆୟରଙ୍କୁ ୧୨ କୋଟି ୨୫ ଲକ୍ଷରେ କିଣିଛି କୋଲକାତା ନାଇଟ ରାଇଡର୍ସ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଅନ୍ଯପକ୍ଷରେ ଦେଖିବାକୁ ମିଳିଛି ବଡବଡ ଖେଳାଳୀ ବିକ୍ରି ହୋଇନାହାନ୍ତି। ମିଷ୍ଟର ଆଇପିଏଲ ନାମରେ ପରିଚିତ ଭାରତୀୟ ଖେଳାଳି ସୁରେଶ ରାଇନା, ପୂର୍ବରୁ ଆଇପିଏଲରେ କ୍ଯପେଟନ ଭାର ସମ୍ଭାଳିଥିବା ଅଷ୍ଟ୍ରେଲିଆର ବ୍ଯାଟର ଷ୍ଟିଭ ସ୍ମିଥ ଓ କିଲିର ମିଲର ଭାବେ ପରିଚିତ ସାଉଥ ଆଫ୍ରିକାର ଡେଭିଡ ମିଳର ମଧ୍ଯ ବିକ୍ରି ହୋଇ ନାହାନ୍ତି। ସେହିପରି ବାଂଲାଦେଶ ଖେଳାଳି ସକିବ ଅଲହାସନ ବିକ୍ରି ହୋଇ ନାହନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର