ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ଆଇପିଏଲ୍‌-୧୮

The Sakala Picture
Published On

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅଷ୍ଟାଦଶ ସଂସ୍କରଣ ମାର୍ଚ୍ଚ ୨୧ରୁ ଆରମ୍ଭ ହେବ। ଆଇପିଏଲ୍‌ର ଅଧ୍ୟକ୍ଷ ଅରୁଣ ଧୁମାଲ ସୋମବାର ଏହା ସ୍ପଷ୍ଟ କରିଛନ୍ତି। ଏଥର ୧୦ ଗୋଟି ଫ୍ରାଞ୍ଚାଇଜ ମଧ୍ୟରେ ମୋଟ୍‌ ୭୪ ମ୍ୟାଚ୍‌ ଖେଳାଯିବ। ମେ ୨୫ରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଧୁମାଲ ଆହୁରି ମଧ୍ୟ କହିଛନ୍ତି, ୨୦୨୫ ଆଇପିଏଲ୍‌ ନିୟମରେ ଏଥର କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଫଳରେ ପୂର୍ବ ଦୁଇ ସଂସ୍କରଣ ଭଳି […]

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅଷ୍ଟାଦଶ ସଂସ୍କରଣ ମାର୍ଚ୍ଚ ୨୧ରୁ ଆରମ୍ଭ ହେବ। ଆଇପିଏଲ୍‌ର ଅଧ୍ୟକ୍ଷ ଅରୁଣ ଧୁମାଲ ସୋମବାର ଏହା ସ୍ପଷ୍ଟ କରିଛନ୍ତି। ଏଥର ୧୦ ଗୋଟି ଫ୍ରାଞ୍ଚାଇଜ ମଧ୍ୟରେ ମୋଟ୍‌ ୭୪ ମ୍ୟାଚ୍‌ ଖେଳାଯିବ। ମେ ୨୫ରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଧୁମାଲ ଆହୁରି ମଧ୍ୟ କହିଛନ୍ତି, ୨୦୨୫ ଆଇପିଏଲ୍‌ ନିୟମରେ ଏଥର କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଫଳରେ ପୂର୍ବ ଦୁଇ ସଂସ୍କରଣ ଭଳି ଏଥର ମଧ୍ୟ ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ଲାଗୁ ହେବ। ଆଗାମୀ କିଛି ଦିନ ମଧ୍ୟରେ ଆଇପିଏଲ୍‌ର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବରରେ ଅନୁଷ୍ଠିତ ମେଗା ଖେଳାଳି ନିଲାମିରେ ୧୮୨ ଜଣ ଖେଳାଳିଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ ମୋଟ୍‌ ୬୩୯.୧୫ କୋଟି ଟଙ୍କାରେ କ୍ରୟ କରିଥିଲେ।

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

28 Jan 2025 By The Sakala

ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ଆଇପିଏଲ୍‌-୧୮

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅଷ୍ଟାଦଶ ସଂସ୍କରଣ ମାର୍ଚ୍ଚ ୨୧ରୁ ଆରମ୍ଭ ହେବ। ଆଇପିଏଲ୍‌ର ଅଧ୍ୟକ୍ଷ ଅରୁଣ ଧୁମାଲ ସୋମବାର ଏହା ସ୍ପଷ୍ଟ କରିଛନ୍ତି। ଏଥର ୧୦ ଗୋଟି ଫ୍ରାଞ୍ଚାଇଜ ମଧ୍ୟରେ ମୋଟ୍‌ ୭୪ ମ୍ୟାଚ୍‌ ଖେଳାଯିବ। ମେ ୨୫ରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଧୁମାଲ ଆହୁରି ମଧ୍ୟ କହିଛନ୍ତି, ୨୦୨୫ ଆଇପିଏଲ୍‌ ନିୟମରେ ଏଥର କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଫଳରେ ପୂର୍ବ ଦୁଇ ସଂସ୍କରଣ ଭଳି ଏଥର ମଧ୍ୟ ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ଲାଗୁ ହେବ। ଆଗାମୀ କିଛି ଦିନ ମଧ୍ୟରେ ଆଇପିଏଲ୍‌ର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବରରେ ଅନୁଷ୍ଠିତ ମେଗା ଖେଳାଳି ନିଲାମିରେ ୧୮୨ ଜଣ ଖେଳାଳିଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ ମୋଟ୍‌ ୬୩୯.୧୫ କୋଟି ଟଙ୍କାରେ କ୍ରୟ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର