ଆଇପିଏଲ ୨୦୨୩: ସର୍ଦୁଲ ଓ ରିଙ୍କୁ ସିଂଙ୍କ ବିସ୍ଫୋରକ ବ୍ୟାଟିଂ, ବାଙ୍ଗାଲୋରକୁ ୨୦୫ ରନର ଟାର୍ଗେଟ ଦେଲା କୋଲକାତା

The Sakala Picture
Published On

କୋଲକାତା: ଆଜି ଆଇପିଏଲ ୨୦୨୩ର ନବନ ମ୍ୟାଚ। ଇଡେନ୍‌ ଗାର୍ଡେନ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଟସ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୨୦୪ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ବାଙ୍ଗାଲୋରକୁ ୨୦୫ ରନର ଆବଶ୍ୟକତା ରହିଛି। କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ରହମନୁଲ୍ଲା ଗୁରବାଜ […]

କୋଲକାତା: ଆଜି ଆଇପିଏଲ ୨୦୨୩ର ନବନ ମ୍ୟାଚ। ଇଡେନ୍‌ ଗାର୍ଡେନ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଟସ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୨୦୪ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ବାଙ୍ଗାଲୋରକୁ ୨୦୫ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ରହମନୁଲ୍ଲା ଗୁରବାଜ ୪୪ ବଲରେ ୫୭ ରନ କରି ଆଉଟ ହୋଇଥିଲେ। ଭେଙ୍କଟେଶ ଆୟର ୭ ବଲରେ ୩ ରନ କରି ଆଉଟ ହୋଇଥିବା ବେଳେ ମନଦୀପ ସିଂହ କୌଣସି ରନ ନ କରି ଆଉଟ ହୋଇଥିଲେ। କେକେଆର ଅଧିନାୟକ ନିତିଶ ରାଣା ମଧ୍ଯ ନିରାଶ କରିଥିଲେ। ନିତିଶ ରାଣା ୫ ବଲରେ ୧ ରନ କରି ଆଉଟ ହୋଇଥିବା ବେଳେ ଆନ୍ଦ୍ରେ ରସେଲ ମଧ୍ୟ ପ୍ରଥମ ବଲରେ ବଡ ସଟ ଖେଳିବାକୁ ଯାଇ କ୍ୟାଚ ଆଉଟ ହୋଇଥିଲେ। ପରେ ପାରିକୁ ସର୍ଦୁଲ ଠାକୁର ଓ ରିଙ୍କୁ ସିଂ ସମ୍ଭାଳିଥିଲେ। ପରେ ରିଙ୍କୁ ସିଂ ୩୩ ବଲରେ ୪୬ ରନ କରି ଆଉଟ ହୋଇଥିବା ବେଳେ ଏକ ବିସ୍ଫୋରକ ଇଂନିସ ଖେଳି ସର୍ଦୁଲ ଠାକୁର ୨୯ ବଲରେ ୬୮ ରନ କରି ଆଉଟ ହୋଇଥିଲେ।  ପରେ ଉମେଶ ଯାଦବ ୨ ବଲରେ ୬ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

ରୟାଲ୍‌ ଚ୍ୟାଲେଞ୍ଜର୍ସ ପକ୍ଷରୁ ଡେଭିଡ୍‌ ୱିଲି ଓ କରଣ ଶର୍ମା ୨ଟି ଲେଖଆଏଁ ୱିକେଟ ନେଇଥିବା ବେଳେ ସାହବାଜ ଅହମ୍ମଦ, ମହମ୍ମଦ ସିରାଜ  ଓ ମାଇକେଲ ବ୍ରେସୱେଲ୍‌ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

06 Apr 2023 By The Sakala

ଆଇପିଏଲ ୨୦୨୩: ସର୍ଦୁଲ ଓ ରିଙ୍କୁ ସିଂଙ୍କ ବିସ୍ଫୋରକ ବ୍ୟାଟିଂ, ବାଙ୍ଗାଲୋରକୁ ୨୦୫ ରନର ଟାର୍ଗେଟ ଦେଲା କୋଲକାତା

କୋଲକାତା: ଆଜି ଆଇପିଏଲ ୨୦୨୩ର ନବନ ମ୍ୟାଚ। ଇଡେନ୍‌ ଗାର୍ଡେନ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଟସ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୨୦୪ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ବାଙ୍ଗାଲୋରକୁ ୨୦୫ ରନର ଆବଶ୍ୟକତା ରହିଛି।

କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ରହମନୁଲ୍ଲା ଗୁରବାଜ ୪୪ ବଲରେ ୫୭ ରନ କରି ଆଉଟ ହୋଇଥିଲେ। ଭେଙ୍କଟେଶ ଆୟର ୭ ବଲରେ ୩ ରନ କରି ଆଉଟ ହୋଇଥିବା ବେଳେ ମନଦୀପ ସିଂହ କୌଣସି ରନ ନ କରି ଆଉଟ ହୋଇଥିଲେ। କେକେଆର ଅଧିନାୟକ ନିତିଶ ରାଣା ମଧ୍ଯ ନିରାଶ କରିଥିଲେ। ନିତିଶ ରାଣା ୫ ବଲରେ ୧ ରନ କରି ଆଉଟ ହୋଇଥିବା ବେଳେ ଆନ୍ଦ୍ରେ ରସେଲ ମଧ୍ୟ ପ୍ରଥମ ବଲରେ ବଡ ସଟ ଖେଳିବାକୁ ଯାଇ କ୍ୟାଚ ଆଉଟ ହୋଇଥିଲେ। ପରେ ପାରିକୁ ସର୍ଦୁଲ ଠାକୁର ଓ ରିଙ୍କୁ ସିଂ ସମ୍ଭାଳିଥିଲେ। ପରେ ରିଙ୍କୁ ସିଂ ୩୩ ବଲରେ ୪୬ ରନ କରି ଆଉଟ ହୋଇଥିବା ବେଳେ ଏକ ବିସ୍ଫୋରକ ଇଂନିସ ଖେଳି ସର୍ଦୁଲ ଠାକୁର ୨୯ ବଲରେ ୬୮ ରନ କରି ଆଉଟ ହୋଇଥିଲେ।  ପରେ ଉମେଶ ଯାଦବ ୨ ବଲରେ ୬ରନ କରି ଅପରାଜିତ ରହିଥିଲେ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ପକ୍ଷରୁ ଡେଭିଡ୍‌ ୱିଲି ଓ କରଣ ଶର୍ମା ୨ଟି ଲେଖଆଏଁ ୱିକେଟ ନେଇଥିବା ବେଳେ ସାହବାଜ ଅହମ୍ମଦ, ମହମ୍ମଦ ସିରାଜ  ଓ ମାଇକେଲ ବ୍ରେସୱେଲ୍‌ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର