ଆଇପିଏଲ ୨୦୨୨: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ସନରାଇଜର୍ସ ହାଇଦ୍ରାବାଦ

The Sakala Picture
Published On

ମୁମ୍ବାଇ: ଆଜି ଆଇପିଏଲରେ ୨୧ତମ ଲିଗ୍ ମ୍ୟାଚରେ ପରସ୍ପରକୁ ଭେଟିବେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂକରିବ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ । ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ସିଜନର ପ୍ରଥମ ବିଜୟ କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ହେଲେ ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଏପର୍ଯ୍ୟନ୍ତ କୌଣସି ପରାଜୟର ସାମ୍ନା କରିନାହିଁ । ପ୍ରଥମ ୩ଟି ମ୍ୟାଚ ଜିତି […]

ମୁମ୍ବାଇ: ଆଜି ଆଇପିଏଲରେ ୨୧ତମ ଲିଗ୍ ମ୍ୟାଚରେ ପରସ୍ପରକୁ ଭେଟିବେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂକରିବ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ସିଜନର ପ୍ରଥମ ବିଜୟ କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ହେଲେ ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଏପର୍ଯ୍ୟନ୍ତ କୌଣସି ପରାଜୟର ସାମ୍ନା କରିନାହିଁ । ପ୍ରଥମ ୩ଟି ମ୍ୟାଚ ଜିତି ଗୁଜରାଟର ମନୋବଳ ବଢିଯାଇଛି।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ସେହିପରି ସନରାଇଜର୍ସ ଦଳ ନିକଟରେ ଦମଦାର ବୋଲର ରହିଛନ୍ତି। କିନ୍ତୁ ବ୍ୟାଟିଂ ବିଭାଗ ସଦୃଢ ହୋଇନାହିଁ । ଦଳରେ ଷ୍ଟାର ବ୍ୟାଟର ରହିଥିଲେ ହେଁ ଏପର୍ଯ୍ୟନ୍ତ କମାଲ ଦେଖାଇ ନାହାନ୍ତି । ଆଜିର ମ୍ୟାଚ୍ରେ ରସିଦ ଖାନଙ୍କ ଉପରେ ନଜର ରହିବ ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

11 Apr 2022 By The Sakala

ଆଇପିଏଲ ୨୦୨୨: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ସନରାଇଜର୍ସ ହାଇଦ୍ରାବାଦ

ମୁମ୍ବାଇ: ଆଜି ଆଇପିଏଲରେ ୨୧ତମ ଲିଗ୍ ମ୍ୟାଚରେ ପରସ୍ପରକୁ ଭେଟିବେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂକରିବ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ।

ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ସିଜନର ପ୍ରଥମ ବିଜୟ କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ହେଲେ ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଏପର୍ଯ୍ୟନ୍ତ କୌଣସି ପରାଜୟର ସାମ୍ନା କରିନାହିଁ । ପ୍ରଥମ ୩ଟି ମ୍ୟାଚ ଜିତି ଗୁଜରାଟର ମନୋବଳ ବଢିଯାଇଛି।

ସେହିପରି ସନରାଇଜର୍ସ ଦଳ ନିକଟରେ ଦମଦାର ବୋଲର ରହିଛନ୍ତି। କିନ୍ତୁ ବ୍ୟାଟିଂ ବିଭାଗ ସଦୃଢ ହୋଇନାହିଁ । ଦଳରେ ଷ୍ଟାର ବ୍ୟାଟର ରହିଥିଲେ ହେଁ ଏପର୍ଯ୍ୟନ୍ତ କମାଲ ଦେଖାଇ ନାହାନ୍ତି । ଆଜିର ମ୍ୟାଚ୍ରେ ରସିଦ ଖାନଙ୍କ ଉପରେ ନଜର ରହିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର