ଆଇପିଏଲ ୨୦୨୨ : ମୁମ୍ବାଇ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ

The Sakala Picture
Published On

ମୁମ୍ବାଇ: ଆଇପିଏଲ ୨୦୨୨ର ୩୩ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଦୁଇ ଚୀରପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ। ଏହି ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ରବୀନ୍ଦ୍ର ଜାଡେଜା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବ ରୋହିତ ଶର୍ମାଙ୍କ ମୁମ୍ବାଇ। ମୁମ୍ବାଇ ଆଗ ବ୍ୟାଟିଂ କରି ବଡ଼ ରନ୍‌ ସ୍କୋର କରିବାକୁ ଚେଷ୍ଟା କରିବ। ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଏହି ଦୁଇ ଦଳ ଚଳିତ ଆଇପିଏଲରେ ଦୁର୍ବଳ ପଦର୍ଶନ […]

ମୁମ୍ବାଇ: ଆଇପିଏଲ ୨୦୨୨ର ୩୩ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଦୁଇ ଚୀରପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ। ଏହି ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ରବୀନ୍ଦ୍ର ଜାଡେଜା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବ ରୋହିତ ଶର୍ମାଙ୍କ ମୁମ୍ବାଇ। ମୁମ୍ବାଇ ଆଗ ବ୍ୟାଟିଂ କରି ବଡ଼ ରନ୍‌ ସ୍କୋର କରିବାକୁ ଚେଷ୍ଟା କରିବ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଏହି ଦୁଇ ଦଳ ଚଳିତ ଆଇପିଏଲରେ ଦୁର୍ବଳ ପଦର୍ଶନ ଜାରି ରଖିଛନ୍ତି। ମୁମ୍ବାଇ ଏଯାଏ ଗୋଟିଏ ହେଲେ ମ୍ୟାଚ୍‌ ଜିତି ନାହିଁ। ସେହିପରି ଚେନ୍ନାଇ ତା’ର ୬ଟି ମ୍ୟାଚ୍‌ରୁ ଗୋଟିଏରେ ଜିତିଛି। ମୁମ୍ବାଇ ପଏଣ୍ଟ ଟେବୁଲର ୧୦ନଂ ସ୍ଥାନରେ ଥିବା ବେଳେ ଚେନ୍ନାଇ ୯ମ ସ୍ଥାନରେ ରହିଛି। ତେଣୁ ଦୁଇ ଦଳ ପାଇଁ ଆଜିର ମ୍ୟାଚ୍‌ କର ବା ମର ପରିସ୍ଥିତି ସଦୃଶ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ଆଜିର ମୁକାବିଲାରେ ଚେନ୍ନାଇ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ମୋଇନ ଅଲୀ ଓ କ୍ରିସ ଜୋର୍ଡାନ ଆଜିର ମ୍ୟାଚ୍‌ ଖେଳୁନାହାନ୍ତି। ଏହି ଦୁଇ ଖେଳାଳିଙ୍କ ବଦଳରେ ଡି ପ୍ରେଟୋରିୟସ ଓ ମିଚେଲ ସାଣ୍ଟନର ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି। ସେହିପରି ପ୍ରଥମ ବିଜୟ ଲକ୍ଷ୍ୟରେ ଥିବା ମୁମ୍ବାଇ ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି। ଆଜିର ମ୍ୟାଚ୍‌ରେ ମୁମ୍ବାଇ ଦ୍ରୁତ ବୋଲର ରିଲେ ମେରେଡିଥଙ୍କ ସମେତ ସ୍ପିନ ଅଲରାଉଣ୍ଡର ହ୍ରିତିକ ଶୋକେନ ଓ ଡାନିଏଲ ସାମ୍ସଙ୍କୁ ସୁଯୋଗ ଦେଇଛି। ଫାବିଏନ ଆଲେନ, ଟାୟମଲ ମିଲ୍ସ ଓ ମୁରଗାନ ଅଶ୍ୱିନଙ୍କ ବଦଳରେ ଏହି ୩ ଖେଳାଳି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

21 Apr 2022 By The Sakala

ଆଇପିଏଲ ୨୦୨୨ : ମୁମ୍ବାଇ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ

ମୁମ୍ବାଇ: ଆଇପିଏଲ ୨୦୨୨ର ୩୩ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଦୁଇ ଚୀରପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ। ଏହି ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ରବୀନ୍ଦ୍ର ଜାଡେଜା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବ ରୋହିତ ଶର୍ମାଙ୍କ ମୁମ୍ବାଇ। ମୁମ୍ବାଇ ଆଗ ବ୍ୟାଟିଂ କରି ବଡ଼ ରନ୍‌ ସ୍କୋର କରିବାକୁ ଚେଷ୍ଟା କରିବ।

ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଏହି ଦୁଇ ଦଳ ଚଳିତ ଆଇପିଏଲରେ ଦୁର୍ବଳ ପଦର୍ଶନ ଜାରି ରଖିଛନ୍ତି। ମୁମ୍ବାଇ ଏଯାଏ ଗୋଟିଏ ହେଲେ ମ୍ୟାଚ୍‌ ଜିତି ନାହିଁ। ସେହିପରି ଚେନ୍ନାଇ ତା’ର ୬ଟି ମ୍ୟାଚ୍‌ରୁ ଗୋଟିଏରେ ଜିତିଛି। ମୁମ୍ବାଇ ପଏଣ୍ଟ ଟେବୁଲର ୧୦ନଂ ସ୍ଥାନରେ ଥିବା ବେଳେ ଚେନ୍ନାଇ ୯ମ ସ୍ଥାନରେ ରହିଛି। ତେଣୁ ଦୁଇ ଦଳ ପାଇଁ ଆଜିର ମ୍ୟାଚ୍‌ କର ବା ମର ପରିସ୍ଥିତି ସଦୃଶ।

ଆଜିର ମୁକାବିଲାରେ ଚେନ୍ନାଇ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ମୋଇନ ଅଲୀ ଓ କ୍ରିସ ଜୋର୍ଡାନ ଆଜିର ମ୍ୟାଚ୍‌ ଖେଳୁନାହାନ୍ତି। ଏହି ଦୁଇ ଖେଳାଳିଙ୍କ ବଦଳରେ ଡି ପ୍ରେଟୋରିୟସ ଓ ମିଚେଲ ସାଣ୍ଟନର ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି। ସେହିପରି ପ୍ରଥମ ବିଜୟ ଲକ୍ଷ୍ୟରେ ଥିବା ମୁମ୍ବାଇ ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି। ଆଜିର ମ୍ୟାଚ୍‌ରେ ମୁମ୍ବାଇ ଦ୍ରୁତ ବୋଲର ରିଲେ ମେରେଡିଥଙ୍କ ସମେତ ସ୍ପିନ ଅଲରାଉଣ୍ଡର ହ୍ରିତିକ ଶୋକେନ ଓ ଡାନିଏଲ ସାମ୍ସଙ୍କୁ ସୁଯୋଗ ଦେଇଛି। ଫାବିଏନ ଆଲେନ, ଟାୟମଲ ମିଲ୍ସ ଓ ମୁରଗାନ ଅଶ୍ୱିନଙ୍କ ବଦଳରେ ଏହି ୩ ଖେଳାଳି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର