କରୋନା ନେଲା ‘ମିଷ୍ଟର ଇଣ୍ଡିଆ’ ତଥା ଅନ୍ତର୍ଜାତୀୟ ବଡ଼ି ବିଲଡର ଜଗଦୀଶ ଲାଡ଼ଙ୍କ ଜୀବନ

The Sakala Picture
Published On

ନୂଆଦିଲ୍ଲୀ: କରୋନା ରଚୁଛି ଆତଙ୍କ। କରୋନା କବଳରେ ସାଧାରଣ ମଣିଷ, ବଲିଉଡ ଷ୍ଟାର , ସାମ୍ବାଦିକ ପରେ ଏବେ ବଡିବିଲଡର। ଅନ୍ତର୍ଜାତୀୟ ବଡ଼ି ବିଲଡର ଓ ମିଷ୍ଟର ଇଣ୍ଡିଆ ରହିସାରିଥିବା ଜଗଦୀଶ ଲାଡ଼ ଗତ ଶୁକ୍ରବାର ବଡୋଦରାର ଏକ ହସ୍ପିଟାଲରେ କରୋନା ଭାଇରସରେ ପୀଡିତ ହୋଇ ଜୀବନ ହାରିଛନ୍ତି । ପାଖାପାଖି ୪ ଦିନ ପର୍ଯ୍ୟନ୍ତ କରୋନା ସହ ଯୁଦ୍ଧ କରିବା ପରେ ଜୀବନ ହାରିଛନ୍ତି ଜଗଦୀଶ। ମୃତ୍ୟୁ ବେଳକୁ ଜଗଦୀଶଙ୍କୁ ମାତ୍ର ୩୪ ବର୍ଷ ବୟସ […]

ନୂଆଦିଲ୍ଲୀ: କରୋନା ରଚୁଛି ଆତଙ୍କ। କରୋନା କବଳରେ ସାଧାରଣ ମଣିଷ, ବଲିଉଡ ଷ୍ଟାର , ସାମ୍ବାଦିକ ପରେ ଏବେ ବଡିବିଲଡର। ଅନ୍ତର୍ଜାତୀୟ ବଡ଼ି ବିଲଡର ଓ ମିଷ୍ଟର ଇଣ୍ଡିଆ ରହିସାରିଥିବା ଜଗଦୀଶ ଲାଡ଼ ଗତ ଶୁକ୍ରବାର ବଡୋଦରାର ଏକ ହସ୍ପିଟାଲରେ କରୋନା ଭାଇରସରେ ପୀଡିତ ହୋଇ ଜୀବନ ହାରିଛନ୍ତି । ପାଖାପାଖି ୪ ଦିନ ପର୍ଯ୍ୟନ୍ତ କରୋନା ସହ ଯୁଦ୍ଧ କରିବା ପରେ ଜୀବନ ହାରିଛନ୍ତି ଜଗଦୀଶ। ମୃତ୍ୟୁ ବେଳକୁ ଜଗଦୀଶଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍ ଫାଇନାଲ୍ ପରାଜୟ ପରେ ମେସିଙ୍କ ଅବସର ଚର୍ଚ୍ଚା: ପ୍ରତିକ୍ରିୟା ରଖିଲେ କୋଚ୍ ଲିଓନେଲ୍ ସ୍କାଲୋନି

ଏହି ଖବର ପାଇବା ପରେ ଭାରତୀୟ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି। ଇଂଟରନ୍ୟାସନାଲ ବଡିବିଲଡିଂରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଜଗଦୀଶ ।

ଆହୁରି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ସାଜିବାକୁ ନୀତୀଶ ରେଡ୍ଡୀଙ୍କ ଉପରେ ଚାପ! ସ୍କାନରରେ ବିସିସିଆଇ 'CoE'ର କାର୍ଯ୍ୟପ୍ରଣାଳୀ

କରୋନା ସଂକ୍ରମିତ ହେବା ପରେ ଜଗଦୀଶଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା ହେଲେ ଦୁର୍ଭାଗ୍ୟର ବିଷୟ କରୋନା ଯୁଦ୍ଧ ଜିତି ପାରିଲେନି ଜଗଦୀଶ, ଅତି ଅଳ୍ପ ବୟସରେ ଚାଲିଗଲେ।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସ ପାଇଁ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୁମରା-ଶ୍ରେୟସଙ୍କ ସମେତ ୮ ଷ୍ଟାର୍ ଖେଳାଳି

ଜଗଦୀଶ ମୂଳ ରୂପରେ ମହାରାଷ୍ଟ୍ରର ସଙ୍ଗୋଲି ଜିଲ୍ଲାର କୁଣ୍ଡଳୀ ଗାଁର ବାସିନ୍ଦା । କିନ୍ତୁ କିଛି ବର୍ଷ ପୂର୍ବରୁ ଉଚ୍ଚ ଲକ୍ଷ୍ୟ ନେଇ ସେ ମୁମ୍ବାଇର ବଡୋଦରାକୁ ଚାଲି ଯାଇଥିଲେ। ଆଉ ସେଠାରେ ଜିମ ଆରମ୍ଭ କରିଥିଲେ। ତାଙ୍କର ଗୋଟିଏ କୁନି ଝିଅ ଅଛି । ବଡି ବିଲଲଡିଂରେ ୯୦ କିଲୋଗ୍ରାମ ବର୍ଗରେ ମହାରାଷ୍ଟ୍ରର ପ୍ରତିନିଧିତ୍ୱ କରୁଥିବା ଜଗଦୀଶ ଖୁବ ମେଳାପୀ ଥିଲେ । ପାଖାପାଖି ୧୫ ବର୍ଷ ପର୍ଯ୍ୟନ୍ତ ଜଣେ ପେଶାଦାର ଖେଳାଳି ରୂପରେ ନିଜର କ୍ୟାରିୟର ଗଢ଼ିଥିଲେ।

01 May 2021 By The Sakala

କରୋନା ନେଲା ‘ମିଷ୍ଟର ଇଣ୍ଡିଆ’ ତଥା ଅନ୍ତର୍ଜାତୀୟ ବଡ଼ି ବିଲଡର ଜଗଦୀଶ ଲାଡ଼ଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ରଚୁଛି ଆତଙ୍କ। କରୋନା କବଳରେ ସାଧାରଣ ମଣିଷ, ବଲିଉଡ ଷ୍ଟାର , ସାମ୍ବାଦିକ ପରେ ଏବେ ବଡିବିଲଡର। ଅନ୍ତର୍ଜାତୀୟ ବଡ଼ି ବିଲଡର ଓ ମିଷ୍ଟର ଇଣ୍ଡିଆ ରହିସାରିଥିବା ଜଗଦୀଶ ଲାଡ଼ ଗତ ଶୁକ୍ରବାର ବଡୋଦରାର ଏକ ହସ୍ପିଟାଲରେ କରୋନା ଭାଇରସରେ ପୀଡିତ ହୋଇ ଜୀବନ ହାରିଛନ୍ତି । ପାଖାପାଖି ୪ ଦିନ ପର୍ଯ୍ୟନ୍ତ କରୋନା ସହ ଯୁଦ୍ଧ କରିବା ପରେ ଜୀବନ ହାରିଛନ୍ତି ଜଗଦୀଶ। ମୃତ୍ୟୁ ବେଳକୁ ଜଗଦୀଶଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା।

ଏହି ଖବର ପାଇବା ପରେ ଭାରତୀୟ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି। ଇଂଟରନ୍ୟାସନାଲ ବଡିବିଲଡିଂରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଜଗଦୀଶ ।

କରୋନା ସଂକ୍ରମିତ ହେବା ପରେ ଜଗଦୀଶଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା ହେଲେ ଦୁର୍ଭାଗ୍ୟର ବିଷୟ କରୋନା ଯୁଦ୍ଧ ଜିତି ପାରିଲେନି ଜଗଦୀଶ, ଅତି ଅଳ୍ପ ବୟସରେ ଚାଲିଗଲେ।

ଜଗଦୀଶ ମୂଳ ରୂପରେ ମହାରାଷ୍ଟ୍ରର ସଙ୍ଗୋଲି ଜିଲ୍ଲାର କୁଣ୍ଡଳୀ ଗାଁର ବାସିନ୍ଦା । କିନ୍ତୁ କିଛି ବର୍ଷ ପୂର୍ବରୁ ଉଚ୍ଚ ଲକ୍ଷ୍ୟ ନେଇ ସେ ମୁମ୍ବାଇର ବଡୋଦରାକୁ ଚାଲି ଯାଇଥିଲେ। ଆଉ ସେଠାରେ ଜିମ ଆରମ୍ଭ କରିଥିଲେ। ତାଙ୍କର ଗୋଟିଏ କୁନି ଝିଅ ଅଛି । ବଡି ବିଲଲଡିଂରେ ୯୦ କିଲୋଗ୍ରାମ ବର୍ଗରେ ମହାରାଷ୍ଟ୍ରର ପ୍ରତିନିଧିତ୍ୱ କରୁଥିବା ଜଗଦୀଶ ଖୁବ ମେଳାପୀ ଥିଲେ । ପାଖାପାଖି ୧୫ ବର୍ଷ ପର୍ଯ୍ୟନ୍ତ ଜଣେ ପେଶାଦାର ଖେଳାଳି ରୂପରେ ନିଜର କ୍ୟାରିୟର ଗଢ଼ିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର