ଆଜିଠାରୁ ଭାରତର ବିଶ୍ବକପ୍‌ ଅଭିଯାନ

The Sakala Picture
Published On

ଆଜିଠୁ ଭାରତର ଟି-୨୦ ବିଶ୍ବକପ ଅଭିଯାନ । ଆୟାରଲ୍ୟାଣ୍ଡ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବ ଭାରତ । ନ୍ୟୁୟର୍କର ନସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ବୁଧବାର ଆୟର୍ଲାଣ୍ଡ୍‌ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍‌ ଖେଳିବ। ତେବେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବ ମେନ ଇନ୍ ବ୍ଲୁ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଟିମ ଇଣ୍ଡିଆ ଏବେ ଦମଦାର ଫର୍ମରେ ରହିଥିବାବେଳେ ବିଶ୍ବକପ ଚାମ୍ପିୟନ ହେବାର ମୁଖ୍ୟ ଦାବିଦାର ହେବ […]

ଆଜିଠୁ ଭାରତର ଟି-୨୦ ବିଶ୍ବକପ ଅଭିଯାନ । ଆୟାରଲ୍ୟାଣ୍ଡ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବ ଭାରତ । ନ୍ୟୁୟର୍କର ନସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ବୁଧବାର ଆୟର୍ଲାଣ୍ଡ୍‌ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍‌ ଖେଳିବ। ତେବେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବ ମେନ ଇନ୍ ବ୍ଲୁ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଟିମ ଇଣ୍ଡିଆ ଏବେ ଦମଦାର ଫର୍ମରେ ରହିଥିବାବେଳେ ବିଶ୍ବକପ ଚାମ୍ପିୟନ ହେବାର ମୁଖ୍ୟ ଦାବିଦାର ହେବ ବୋଲି କୁହାଯାଉଛି । ତେବେ ଦଳର ପ୍ରଦର୍ଶନ କିଭଳି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଆହୁରି ପଢ଼ନ୍ତୁ: ବିଶ୍ୱକପ୍ ଫାଇନାଲ୍ ୨୦୨୬: ଆର୍ଜେଣ୍ଟିନାକୁ ମାତ୍ ଦେଇ ଟାଇଟଲ୍ ହାତେଇଲା ସ୍ପେନ୍, ମେସିଙ୍କ ଯାଦୁ ଫିକା

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ୟାଦବ, ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍‌, କୁଲଦୀପ ୟାଦବ, ଯଶପ୍ରୀତ୍ ବୁମରା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ଯଶସ୍ବୀ ଜୟସ୍ବାଲ, ସଂଜୁ ସାମସନ୍‌, ୟୁଝବେନ୍ଦ୍ର ଚହଲ।
ଆୟର୍ଲାଣ୍ଡ୍‌ ଦଳ: ପଲ୍ ଷ୍ଟର୍ଲିଂ (ଅଧିନାୟକ), ମାର୍କ ଆଡୈର, ଆଣ୍ଡି ବଲ୍‌ବର୍ଣ୍ଣି, କର୍ଟିସ କାମ୍ପର, ଗାରେଥ ଡେଲାନି, ଜର୍ଜ ଡକ୍‌ରେଲ୍‌, ଗ୍ରାହାମ ହୁମ୍, ଜୋସ୍‌ ଲିଟଲ୍‌, ବାରି ମ୍ୟାକର୍ଥି, ନିଲ୍‌ ରକ୍‌ (ୱିକେଟରକ୍ଷକ), ହ୍ୟାରି ଟେକ୍ଟର, ଲୋର୍କାନ ଟକ୍କର (ୱିକେଟରକ୍ଷକ), ବେନ୍ ହ୍ବାଇଟ୍‌, କ୍ରେଗ୍ ୟଙ୍ଗ୍‌।

05 Jun 2024 By The Sakala

ଆଜିଠାରୁ ଭାରତର ବିଶ୍ବକପ୍‌ ଅଭିଯାନ

ଆଜିଠୁ ଭାରତର ଟି-୨୦ ବିଶ୍ବକପ ଅଭିଯାନ । ଆୟାରଲ୍ୟାଣ୍ଡ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବ ଭାରତ । ନ୍ୟୁୟର୍କର ନସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ବୁଧବାର ଆୟର୍ଲାଣ୍ଡ୍‌ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍‌ ଖେଳିବ। ତେବେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବ ମେନ ଇନ୍ ବ୍ଲୁ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଟିମ ଇଣ୍ଡିଆ ଏବେ ଦମଦାର ଫର୍ମରେ ରହିଥିବାବେଳେ ବିଶ୍ବକପ ଚାମ୍ପିୟନ ହେବାର ମୁଖ୍ୟ ଦାବିଦାର ହେବ ବୋଲି କୁହାଯାଉଛି । ତେବେ ଦଳର ପ୍ରଦର୍ଶନ କିଭଳି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ୟାଦବ, ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍‌, କୁଲଦୀପ ୟାଦବ, ଯଶପ୍ରୀତ୍ ବୁମରା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ଯଶସ୍ବୀ ଜୟସ୍ବାଲ, ସଂଜୁ ସାମସନ୍‌, ୟୁଝବେନ୍ଦ୍ର ଚହଲ।
ଆୟର୍ଲାଣ୍ଡ୍‌ ଦଳ: ପଲ୍ ଷ୍ଟର୍ଲିଂ (ଅଧିନାୟକ), ମାର୍କ ଆଡୈର, ଆଣ୍ଡି ବଲ୍‌ବର୍ଣ୍ଣି, କର୍ଟିସ କାମ୍ପର, ଗାରେଥ ଡେଲାନି, ଜର୍ଜ ଡକ୍‌ରେଲ୍‌, ଗ୍ରାହାମ ହୁମ୍, ଜୋସ୍‌ ଲିଟଲ୍‌, ବାରି ମ୍ୟାକର୍ଥି, ନିଲ୍‌ ରକ୍‌ (ୱିକେଟରକ୍ଷକ), ହ୍ୟାରି ଟେକ୍ଟର, ଲୋର୍କାନ ଟକ୍କର (ୱିକେଟରକ୍ଷକ), ବେନ୍ ହ୍ବାଇଟ୍‌, କ୍ରେଗ୍ ୟଙ୍ଗ୍‌।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର