ମନୋରଞ୍ଜନ
ଓଡ଼ିଶା
ଅଲିମ୍ପିକ୍ସରେ ଭାରତକୁ ୩ୟ ପଦକ: ସୁଟର୍ ସ୍ବପ୍ନିଲ କୁସାଲେ ୫୦ ମିଟର ରାଇଫଲ୍ସରେ ଜିତିଲେ ବ୍ରୋଞ୍ଜ ପଦକ
ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାରତ ଆଉ ଏକ ପଦକ ହାସଲ କରିଛି। ଭାରତକୁ ମିଳିଲା ଆଉ ଏକ ବ୍ରୋଞ୍ଜ ପଦକ। ପୁରୁଷ ୫୦ ମିଟର ରାଇଫଲ୍ସରେ ଭାରତକୁ ଏହି ବ୍ରୋଞ୍ଜ ପଦକ ମିଳିଛି। ଭାରତୀୟ ସୁଟର୍ ସ୍ବପ୍ନିଲ କୁସାଲେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।