ଭାରତ- ଶ୍ରୀଲଙ୍କା ୩ୟ ଦିନିକିଆ: ଗିଲ୍‌ ଓ କୋହଲିଙ୍କ ଶତକ, ଶ୍ରୀଲଙ୍କାକୁ ୩୯୧ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ଥିରୁଅନନ୍ତପୁରମ: ଭାରତ-ଶ୍ରୀଲଙ୍କା ମଧ୍ଯରେ ଚାଲିଥିବା ଦିନିକଆ ସିରିଜର ଶେଷ ମ୍ୟାଚ୍‌ ଆଜି ଖେଲାଯାଉଛି । ଅନ୍ତିମ ଦିନିକିଆରେ ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍‌ ଶ୍ରୀଲଙ୍କା । ତେବେ ଆଜିର ମ୍ୟାଚ୍‌ ଜିତି କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ ରହିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୦ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ […]

ଥିରୁଅନନ୍ତପୁରମ: ଭାରତ-ଶ୍ରୀଲଙ୍କା ମଧ୍ଯରେ ଚାଲିଥିବା ଦିନିକଆ ସିରିଜର ଶେଷ ମ୍ୟାଚ୍‌ ଆଜି ଖେଲାଯାଉଛି । ଅନ୍ତିମ ଦିନିକିଆରେ ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍‌ ଶ୍ରୀଲଙ୍କା । ତେବେ ଆଜିର ମ୍ୟାଚ୍‌ ଜିତି କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ ରହିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୦ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୩୯୧ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିଶ୍ୱକପ୍ ଫାଇନାଲ୍ ୨୦୨୬: ଆର୍ଜେଣ୍ଟିନାକୁ ମାତ୍ ଦେଇ ଟାଇଟଲ୍ ହାତେଇଲା ସ୍ପେନ୍, ମେସିଙ୍କ ଯାଦୁ ଫିକା

ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୪୯ ବଲରେ ୪୨ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ଶୁଭମନ ଗିଲ୍‌ ଓ  ବିରାଟ କୋହଲି ପାରିକୁ ସମ୍ଭାଳିଥିଲେ। ଶୁଭମନ ଗିଲ୍‌  ଓ ବିରାଟ କୋହଲି ଦୁଇଜଣ ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍‌ ୯୭ ବଲରେ ୧୧୬ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିବା ପାଇଁ ଶ୍ରେୟାସ ଆୟର ଆସିଥିଲେ। ଶ୍ରେୟାସ ଆୟର ୩୨ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ବିରାଟ ପାରିକୁ ସମ୍ଭାଳିଥିଲେ। ଶ୍ରେୟାସ ଆୟର ଆଉଟ ହେବା ପରେ ବିରାଟଙ୍କ ସାଥ ଦେବା ପାଇଁ କେଏଲ୍‌ ରାହୁଲ ଆସିଥିଲେ। କେଏଲ୍‌ ରାହୁଲ ୬ ବଲରେ ୭ ରନ କରି ଆଉଟ ହୋଇଥିଲେ। ପରେ ବିରାଟଙ୍କ ସାଥ ଦେବା ପାଇଁ ସୁର୍ଯ୍ଯକୁମାର ଯାଦବ ଆସିଥିଲେ। ସୁର୍ଯ୍ଯକୁମାର ୪ ବଲରେ ୪ ରନ କରି ଆଉଟ ହୋଇଥିଲେ। ପରେ ଅକ୍ଷର ପଟେଲ ଆସିଥିଲେ। ବିରାଟ କୋହଲି ଅପରାଜିତ ରହି ୧୧୦ ବଲରେ ୧୬୬ ରନ କରିଥିଲେ। ଏଥିରେ ୮ଟି ଛକା ୧୩ଟି ଚୌକା ସାମିଲ ରହିଛି।

ଆହୁରି ପଢ଼ନ୍ତୁ: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଅଧିନାୟକ ଶ୍ରେୟସ ଆୟରଙ୍କ ବଡ଼ ବୟାନ, ଦଳକୁ ଦେଲେ 'ନିର୍ଭୀକ' ମନ୍ତ୍ର

ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ଓ କାସୁନ ରଜିଥା ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଚାମିକା କରୁଣାରତ୍ନେ ଗୋଟିଏ  ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬: ପାରା ପାୱାରଲିଫ୍ଟିଂରେ ଇତିହାସ ରଚିଲେ ଝଣ୍ଡୁ କୁମାର, ଭାରତକୁ ମିଳିଲା ପ୍ରଥମ ପଦକ

15 Jan 2023 By The Sakala

ଭାରତ- ଶ୍ରୀଲଙ୍କା ୩ୟ ଦିନିକିଆ: ଗିଲ୍‌ ଓ କୋହଲିଙ୍କ ଶତକ, ଶ୍ରୀଲଙ୍କାକୁ ୩୯୧ ରନର ଟାର୍ଗେଟ ଦେଲା ଭାରତ

ଥିରୁଅନନ୍ତପୁରମ: ଭାରତ-ଶ୍ରୀଲଙ୍କା ମଧ୍ଯରେ ଚାଲିଥିବା ଦିନିକଆ ସିରିଜର ଶେଷ ମ୍ୟାଚ୍‌ ଆଜି ଖେଲାଯାଉଛି । ଅନ୍ତିମ ଦିନିକିଆରେ ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍‌ ଶ୍ରୀଲଙ୍କା । ତେବେ ଆଜିର ମ୍ୟାଚ୍‌ ଜିତି କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ ରହିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୦ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୩୯୧ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୪୯ ବଲରେ ୪୨ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ଶୁଭମନ ଗିଲ୍‌ ଓ  ବିରାଟ କୋହଲି ପାରିକୁ ସମ୍ଭାଳିଥିଲେ। ଶୁଭମନ ଗିଲ୍‌  ଓ ବିରାଟ କୋହଲି ଦୁଇଜଣ ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍‌ ୯୭ ବଲରେ ୧୧୬ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିବା ପାଇଁ ଶ୍ରେୟାସ ଆୟର ଆସିଥିଲେ। ଶ୍ରେୟାସ ଆୟର ୩୨ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ବିରାଟ ପାରିକୁ ସମ୍ଭାଳିଥିଲେ। ଶ୍ରେୟାସ ଆୟର ଆଉଟ ହେବା ପରେ ବିରାଟଙ୍କ ସାଥ ଦେବା ପାଇଁ କେଏଲ୍‌ ରାହୁଲ ଆସିଥିଲେ। କେଏଲ୍‌ ରାହୁଲ ୬ ବଲରେ ୭ ରନ କରି ଆଉଟ ହୋଇଥିଲେ। ପରେ ବିରାଟଙ୍କ ସାଥ ଦେବା ପାଇଁ ସୁର୍ଯ୍ଯକୁମାର ଯାଦବ ଆସିଥିଲେ। ସୁର୍ଯ୍ଯକୁମାର ୪ ବଲରେ ୪ ରନ କରି ଆଉଟ ହୋଇଥିଲେ। ପରେ ଅକ୍ଷର ପଟେଲ ଆସିଥିଲେ। ବିରାଟ କୋହଲି ଅପରାଜିତ ରହି ୧୧୦ ବଲରେ ୧୬୬ ରନ କରିଥିଲେ। ଏଥିରେ ୮ଟି ଛକା ୧୩ଟି ଚୌକା ସାମିଲ ରହିଛି।

ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ଓ କାସୁନ ରଜିଥା ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଚାମିକା କରୁଣାରତ୍ନେ ଗୋଟିଏ  ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର