କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ପରେ ସ୍ଥଗିତ ହେଲା ଭାରତ- ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦

The Sakala Picture
Published On

କଲମ୍ବୋ: ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ମଙ୍ଗଳାବାର ଅନୁଷ୍ଠିତ ହେବାରୁ ଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ସ୍ଥଗିତ କରାଯାଇଛି। ଉଭୟ ଦଳର ଖେଳାଳୀଙ୍କୁ ଆଇସୋଲେସନରେ ରଖାଯାଇଛି। ସୂଚନା ଅନୁଯାୟୀ, ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଟିମ୍‌ର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାଣ୍ଡ୍ୟା ପଜିଟିଭ ଚିହ୍ନଟ ପରେ ଆଜି ହେବାକୁ ଥିବା ମ୍ୟାଚ୍ ଘୁଞ୍ଚିଇ ଦିଆଯାଇଛି। ଆଇସୋଲେସନରେ ଥିବା ଖେଳାଳୀଙ୍କ କରୋନା ରିପୋର୍ଟ ଯଦି ନେଗେଟିଭ୍ ଆସେ ତେବେ ଆଜିର ସ୍ଥଗିତ ମ୍ଯାଚ ଆସନ୍ତାକାଲି […]

କଲମ୍ବୋ: ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ମଙ୍ଗଳାବାର ଅନୁଷ୍ଠିତ ହେବାରୁ ଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ସ୍ଥଗିତ କରାଯାଇଛି। ଉଭୟ ଦଳର ଖେଳାଳୀଙ୍କୁ ଆଇସୋଲେସନରେ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ସୂଚନା ଅନୁଯାୟୀ, ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଟିମ୍‌ର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାଣ୍ଡ୍ୟା ପଜିଟିଭ ଚିହ୍ନଟ ପରେ ଆଜି ହେବାକୁ ଥିବା ମ୍ୟାଚ୍ ଘୁଞ୍ଚିଇ ଦିଆଯାଇଛି। ଆଇସୋଲେସନରେ ଥିବା ଖେଳାଳୀଙ୍କ କରୋନା ରିପୋର୍ଟ ଯଦି ନେଗେଟିଭ୍ ଆସେ ତେବେ ଆଜିର ସ୍ଥଗିତ ମ୍ଯାଚ ଆସନ୍ତାକାଲି ଅର୍ଥାତ ବୁଧବାର ଖେଳାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ସୂଚନା ଅନୁଯାୟା, ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତ ୩୮ ରନ୍‌ରେ ବିଜୟ ହାସଲ କରିଥିଲା । ସୂର୍ଯ୍ଯକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ବଳରେ ଭାରତର ବିଜୟ ସହଜ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଆଜିଠୁ ଆରମ୍ଭ ହେଉଛି ଫିଫା ବିଶ୍ବକପର ୨୩ତମ ସଂସ୍କରଣ: ମେକ୍ସିକୋ- ଦ.ଆଫ୍ରିକା ମଧ୍ୟରେ ଉଦଘାଟନୀ ମୁକାବିଲା

27 Jul 2021 By The Sakala

କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ପରେ ସ୍ଥଗିତ ହେଲା ଭାରତ- ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦

କଲମ୍ବୋ: ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ମଙ୍ଗଳାବାର ଅନୁଷ୍ଠିତ ହେବାରୁ ଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ସ୍ଥଗିତ କରାଯାଇଛି। ଉଭୟ ଦଳର ଖେଳାଳୀଙ୍କୁ ଆଇସୋଲେସନରେ ରଖାଯାଇଛି।

ସୂଚନା ଅନୁଯାୟୀ, ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଟିମ୍‌ର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାଣ୍ଡ୍ୟା ପଜିଟିଭ ଚିହ୍ନଟ ପରେ ଆଜି ହେବାକୁ ଥିବା ମ୍ୟାଚ୍ ଘୁଞ୍ଚିଇ ଦିଆଯାଇଛି। ଆଇସୋଲେସନରେ ଥିବା ଖେଳାଳୀଙ୍କ କରୋନା ରିପୋର୍ଟ ଯଦି ନେଗେଟିଭ୍ ଆସେ ତେବେ ଆଜିର ସ୍ଥଗିତ ମ୍ଯାଚ ଆସନ୍ତାକାଲି ଅର୍ଥାତ ବୁଧବାର ଖେଳାଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟା, ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତ ୩୮ ରନ୍‌ରେ ବିଜୟ ହାସଲ କରିଥିଲା । ସୂର୍ଯ୍ଯକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ବଳରେ ଭାରତର ବିଜୟ ସହଜ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର