ଆଇସିସି ବିଶ୍ବକପ ୨୦୨୩: ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ, ୨୪୩ ରନରେ ଜିତିଲା ଭାରତ

The Sakala Picture
Published On

କୋଲକାତା: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହୋଇଥିଲେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା। ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୩୨୬ ହରାଇ ରନ କରିଥିଲା । ଏହି ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୩୨୭ ରନର ଆବଶ୍ୟକତା ରହିଥିଲା। ହେଲେ ଦକ୍ଷିଣ ଆଫ୍ରିକା ସମସ୍ତ ୱିକେଟ ହରାଇ ୨୭.୧ ଓଭରରେ […]

କୋଲକାତା: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହୋଇଥିଲେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା। ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୩୨୬ ହରାଇ ରନ କରିଥିଲା । ଏହି ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୩୨୭ ରନର ଆବଶ୍ୟକତା ରହିଥିଲା। ହେଲେ ଦକ୍ଷିଣ ଆଫ୍ରିକା ସମସ୍ତ ୱିକେଟ ହରାଇ ୨୭.୧ ଓଭରରେ ୮୩ ରନ କରିଥିଲା। ଫଳରେ ଭାରତ ଆଜିର ମ୍ୟାଚକୁ ୨୪୩ ରନରେ ଜିତି ନେଇଛି। ଆଜିର ମ୍ୟାଚ ଜିତିବା ସହ ଭାରତର ଏହା କ୍ରମାଗତ ୮ମ ବିଜୟ ହୋଇଛି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ଦକ୍ଷିଣ ଆଫ୍ରିକା ପକ୍ଷରୁ  କ୍ବିନ୍‌ଟନ୍‌ ଡି କକ୍‌ ୧୦ ବଲରେ ୫ରନ କରି ଆଉଟ ହୋଇଥିଲେ। ତେମ୍ବା ବାବୁମା ୧୯ ବଲରେ ୧୧ ରନ କରି ଆଉଟ ହୋଇଥିଲେ । ରେସି ଭାନ୍‌ ଡର୍‌ ଦୁସେନ୍‌ ୩୨ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ଡେନ୍‌ ମାର୍କରାମ୍‌ ୬ ବଲରେ ୯ରନ କରି ଆଉଟ ହୋଇଥିଲେ। ହିନ୍‌ରିଚ୍‌ କ୍ଲାସନ୍‌ ୧୧ ବଲରେ ୧ ରନ କରି ଆଉଟ ହୋଇଥିଲେ। ଡେଭିଡ୍‌ ମିଲର୍‌ ୧୧ ବଲରେ ୧୧ ରନ କରି ଆଉଟ ହୋଇଥିଲ। କେଶବ ମହାରାଜ ୧୧ ବଲରେ ୭ରନ କରି ଆଉଟ ହୋଇଥିଲେ। ମାକ୍ରୋ ଜାନ୍‌ସେନ୍‌ ୩୦ ବଲରେ ୧୪ ରନ କରି ଆଉଟ ହୋଇଥିଲେ। କାସିଗୋ ରବାଡା ୨୬ ବଲରେ ୬ରନ କରି ଆଉଟ ହୋଇଥିଲେ। ଲୁଙ୍ଗୀ ଏନ୍‌ଗିଡି ୩ ବଲ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ନୋଜ୍-ହ୍ୱିଲରେ ତ୍ରୁଟି ଯୋଗୁଁ ଫୁକେଟ୍ ବିମାନବନ୍ଦରରେ ହାର୍ଡ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଭାରତ ପକ୍ଷରୁୁ ରବୀନ୍ଦ୍ର ଜାଦେଜା ସର୍ବାଧିକ ୫ ଟି ୱିକେଟ ନେଇଥିଲେ। ମହମ୍ମଦ ଶାମି ଓ କୁଳଦୀପ ଯାଦବ ଉଭୟ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

05 Nov 2023 By The Sakala

ଆଇସିସି ବିଶ୍ବକପ ୨୦୨୩: ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ, ୨୪୩ ରନରେ ଜିତିଲା ଭାରତ

କୋଲକାତା: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହୋଇଥିଲେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା। ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୩୨୬ ହରାଇ ରନ କରିଥିଲା । ଏହି ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୩୨୭ ରନର ଆବଶ୍ୟକତା ରହିଥିଲା। ହେଲେ ଦକ୍ଷିଣ ଆଫ୍ରିକା ସମସ୍ତ ୱିକେଟ ହରାଇ ୨୭.୧ ଓଭରରେ ୮୩ ରନ କରିଥିଲା। ଫଳରେ ଭାରତ ଆଜିର ମ୍ୟାଚକୁ ୨୪୩ ରନରେ ଜିତି ନେଇଛି। ଆଜିର ମ୍ୟାଚ ଜିତିବା ସହ ଭାରତର ଏହା କ୍ରମାଗତ ୮ମ ବିଜୟ ହୋଇଛି।

ଦକ୍ଷିଣ ଆଫ୍ରିକା ପକ୍ଷରୁ  କ୍ବିନ୍‌ଟନ୍‌ ଡି କକ୍‌ ୧୦ ବଲରେ ୫ରନ କରି ଆଉଟ ହୋଇଥିଲେ। ତେମ୍ବା ବାବୁମା ୧୯ ବଲରେ ୧୧ ରନ କରି ଆଉଟ ହୋଇଥିଲେ । ରେସି ଭାନ୍‌ ଡର୍‌ ଦୁସେନ୍‌ ୩୨ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ଡେନ୍‌ ମାର୍କରାମ୍‌ ୬ ବଲରେ ୯ରନ କରି ଆଉଟ ହୋଇଥିଲେ। ହିନ୍‌ରିଚ୍‌ କ୍ଲାସନ୍‌ ୧୧ ବଲରେ ୧ ରନ କରି ଆଉଟ ହୋଇଥିଲେ। ଡେଭିଡ୍‌ ମିଲର୍‌ ୧୧ ବଲରେ ୧୧ ରନ କରି ଆଉଟ ହୋଇଥିଲ। କେଶବ ମହାରାଜ ୧୧ ବଲରେ ୭ରନ କରି ଆଉଟ ହୋଇଥିଲେ। ମାକ୍ରୋ ଜାନ୍‌ସେନ୍‌ ୩୦ ବଲରେ ୧୪ ରନ କରି ଆଉଟ ହୋଇଥିଲେ। କାସିଗୋ ରବାଡା ୨୬ ବଲରେ ୬ରନ କରି ଆଉଟ ହୋଇଥିଲେ। ଲୁଙ୍ଗୀ ଏନ୍‌ଗିଡି ୩ ବଲ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ।

ଭାରତ ପକ୍ଷରୁୁ ରବୀନ୍ଦ୍ର ଜାଦେଜା ସର୍ବାଧିକ ୫ ଟି ୱିକେଟ ନେଇଥିଲେ। ମହମ୍ମଦ ଶାମି ଓ କୁଳଦୀପ ଯାଦବ ଉଭୟ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର