ଭାରତ ଓ ଦକ୍ଷିଣ ଆଫ୍ରିକା ୨ୟ ଦିନିକିଆ: ଭାରତର ଦମଦାର ବିଜୟ, ୭ ୱିକେଟରେ ଦ.ଆଫ୍ରିକାକୁ ହରାଇଲା ଭାରତ

The Sakala Picture
Published On

ରାଞ୍ଚି: ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯାଇଛି । ଦ୍ୱିତୀୟ ମ୍ୟାଚରେ ଟସ ଜିତି ଭ୍ରମଣକାରୀ ଦଳ ଦ.ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦ.ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୭୮ ରନ କରିଥିଲା। ଭାରତକୁ ଏହି ମ୍ଯାଚକୁ ଜତିବାକୁ ହେଲେ ୨୭୯ ରନର ଆବଶ୍ୟକତା ରହିଥିଲା। ଭାରତ ୩ ୱିକେଟ ହରାଇ ୪୫ ଓଭର ୫ଟି ବଲରେ ୨୮୨ ରନ କରି ସହଜରେ ଜିତି ନେଇଛି।  ପ୍ରଥମ ଦିନିକିଆରେ […]

ରାଞ୍ଚି: ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯାଇଛି । ଦ୍ୱିତୀୟ ମ୍ୟାଚରେ ଟସ ଜିତି ଭ୍ରମଣକାରୀ ଦଳ ଦ.ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦ.ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୭୮ ରନ କରିଥିଲା। ଭାରତକୁ ଏହି ମ୍ଯାଚକୁ ଜତିବାକୁ ହେଲେ ୨୭୯ ରନର ଆବଶ୍ୟକତା ରହିଥିଲା। ଭାରତ ୩ ୱିକେଟ ହରାଇ ୪୫ ଓଭର ୫ଟି ବଲରେ ୨୮୨ ରନ କରି ସହଜରେ ଜିତି ନେଇଛି।  ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ସ୍ଥିତିରେ ରହିଥିଲା।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଫଳରେ ଭାରତ ପକ୍ଷରୁ ଶିଖର ଧାୱନ ୨୦ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ ୨୬ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଇଶାନ କିଷନ ଓ ଶ୍ରେୟାସ ଆୟର ସମ୍ଭାଳିଥିଲେ। ଇଶାନ କିଷନ  ୮୪ ବଲରେ ୯୩ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ଶ୍ରେୟାସ ଆୟର ଲଢୁଆ ବ୍ଯାଟିଂ ଜାରି ରଖି ଶତକୀୟ ଇଂନିସ ଖେଳିଥିଲେ। ଇଶାନ କିଷନ ଆଉଟ ହେବା ପରେ ଶ୍ରେୟାସ ଆୟରଙ୍କ ସଞ୍ଜୁ ସାମସନ ପାରିକୁ ଆଗେଇ ନେଇଥିଲେ। ଶ୍ରେୟାସ ଆୟର ୧୧୧ ବଲରେ ୧୧୩ ରନ କରି ଅପରାଜିତ ରହିଥିବା ବେଳେ ସଞ୍ଜୁ ସାମସନ ୩୬ ବଲରେ ୩୦ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା, ବିଜୋନ ଫୋରଟ୍ୟୁନ ଓ ୱେନେ ପାର୍ନେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

09 Oct 2022 By The Sakala

ଭାରତ ଓ ଦକ୍ଷିଣ ଆଫ୍ରିକା ୨ୟ ଦିନିକିଆ: ଭାରତର ଦମଦାର ବିଜୟ, ୭ ୱିକେଟରେ ଦ.ଆଫ୍ରିକାକୁ ହରାଇଲା ଭାରତ

ରାଞ୍ଚି: ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯାଇଛି । ଦ୍ୱିତୀୟ ମ୍ୟାଚରେ ଟସ ଜିତି ଭ୍ରମଣକାରୀ ଦଳ ଦ.ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦ.ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୭୮ ରନ କରିଥିଲା। ଭାରତକୁ ଏହି ମ୍ଯାଚକୁ ଜତିବାକୁ ହେଲେ ୨୭୯ ରନର ଆବଶ୍ୟକତା ରହିଥିଲା। ଭାରତ ୩ ୱିକେଟ ହରାଇ ୪୫ ଓଭର ୫ଟି ବଲରେ ୨୮୨ ରନ କରି ସହଜରେ ଜିତି ନେଇଛି।  ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ସ୍ଥିତିରେ ରହିଥିଲା।

ଫଳରେ ଭାରତ ପକ୍ଷରୁ ଶିଖର ଧାୱନ ୨୦ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ ୨୬ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଇଶାନ କିଷନ ଓ ଶ୍ରେୟାସ ଆୟର ସମ୍ଭାଳିଥିଲେ। ଇଶାନ କିଷନ  ୮୪ ବଲରେ ୯୩ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ଶ୍ରେୟାସ ଆୟର ଲଢୁଆ ବ୍ଯାଟିଂ ଜାରି ରଖି ଶତକୀୟ ଇଂନିସ ଖେଳିଥିଲେ। ଇଶାନ କିଷନ ଆଉଟ ହେବା ପରେ ଶ୍ରେୟାସ ଆୟରଙ୍କ ସଞ୍ଜୁ ସାମସନ ପାରିକୁ ଆଗେଇ ନେଇଥିଲେ। ଶ୍ରେୟାସ ଆୟର ୧୧୧ ବଲରେ ୧୧୩ ରନ କରି ଅପରାଜିତ ରହିଥିବା ବେଳେ ସଞ୍ଜୁ ସାମସନ ୩୬ ବଲରେ ୩୦ ରନ କରି ଅପରାଜିତ ରହିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା, ବିଜୋନ ଫୋରଟ୍ୟୁନ ଓ ୱେନେ ପାର୍ନେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

https://www.thesakala.in/sports/india-vs-south-africa-2nd-odi-india-won-by-7-wkts/article-15584
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର