ଭାରତ- ନ୍ୟୁଜିଲାଣ୍ଡ ୩ୟ ଟି- ୨୦: ଗିଲଙ୍କ ବିସ୍ଫୋରକ ଶତକ, ନ୍ୟୁଜିଲାଣ୍ଡକୁ ୨୩୫ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ ଖେଳାଯାଉଛି। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ବର୍ତ୍ତମାନ ୧-୧ ସମାନ ସ୍ଥିତିରେ ରହିଛି। ଶେଷ ଟି-୨୦ ମ୍ୟାଚ୍‌ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୪ ୱିକେଟ ହାରାଇ  ୨୩୪ ରନ କରିଛି। ଆଜିର ମ୍ୟାଚ ଜିତି ସିରିଜ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୨୩୫ ରନର ଆବଶ୍ୟକତା ରହିଛି। ଭାରତ ପକ୍ଷରୁ ଇଶାନ […]

ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ ଖେଳାଯାଉଛି। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ବର୍ତ୍ତମାନ ୧-୧ ସମାନ ସ୍ଥିତିରେ ରହିଛି। ଶେଷ ଟି-୨୦ ମ୍ୟାଚ୍‌ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୪ ୱିକେଟ ହାରାଇ  ୨୩୪ ରନ କରିଛି। ଆଜିର ମ୍ୟାଚ ଜିତି ସିରିଜ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୨୩୫ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଭାରତ ପକ୍ଷରୁ ଇଶାନ କିଷନ ୩ ବଲରେ ୧ ରନ କରି ଆଉଟ ହୋଇଥିବା ବେଳେ ପରେ ପାରିକୁ ରାହୁଲ ତ୍ରିପାଠୀ ଓ ଶୁଭମନ ଗିଲ୍ ସମ୍ଭାଳିଥିଲେ। ରାହୁଲ ତ୍ରିପାଠୀ  ୨୨ ବଲରେ ୪୪ ରନ କରି ଆଉଟ ହୋଇଥିଲେ। ପରେ ଗିଲଙ୍କ ସାଥ ଦେବା ପାଇଁ ସୂର୍ଯ୍ଯକୁମାର ଯାଦବ ଆସିଥିଲେ । ସୂର୍ଯ୍ଯକୁମାର ଯାଦବ ୧୩ ବଲରେ ୨୪ ରନ କରି ଆଉଟ ହୋଇଥିଲେ। ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରେ ୩୦ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ଶୁଭମନ ଗିଲ୍ ଅପରାଜାୟ ରହି ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍ ୫୩ ବଲରେ ୧୨୬ ରନ କରି ଅପରାଜୟ ରହିଥିଲେ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ନ୍ୟୁଜିଲାଣ୍ଡ ପକ୍ଷରୁ ଇଶ ସୋଢି, ବ୍ଲେୟାର ଟିକନର, ଡାରିଲ ମିଚେଲ୍ ଓ ମାଇକେଲ୍ ବ୍ରେସଓ୍ଵେଲ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

01 Feb 2023 By The Sakala

ଭାରତ- ନ୍ୟୁଜିଲାଣ୍ଡ ୩ୟ ଟି- ୨୦: ଗିଲଙ୍କ ବିସ୍ଫୋରକ ଶତକ, ନ୍ୟୁଜିଲାଣ୍ଡକୁ ୨୩୫ ରନର ଟାର୍ଗେଟ ଦେଲା ଭାରତ

ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ ଖେଳାଯାଉଛି। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ବର୍ତ୍ତମାନ ୧-୧ ସମାନ ସ୍ଥିତିରେ ରହିଛି। ଶେଷ ଟି-୨୦ ମ୍ୟାଚ୍‌ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୪ ୱିକେଟ ହାରାଇ  ୨୩୪ ରନ କରିଛି। ଆଜିର ମ୍ୟାଚ ଜିତି ସିରିଜ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୨୩୫ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ଇଶାନ କିଷନ ୩ ବଲରେ ୧ ରନ କରି ଆଉଟ ହୋଇଥିବା ବେଳେ ପରେ ପାରିକୁ ରାହୁଲ ତ୍ରିପାଠୀ ଓ ଶୁଭମନ ଗିଲ୍ ସମ୍ଭାଳିଥିଲେ। ରାହୁଲ ତ୍ରିପାଠୀ  ୨୨ ବଲରେ ୪୪ ରନ କରି ଆଉଟ ହୋଇଥିଲେ। ପରେ ଗିଲଙ୍କ ସାଥ ଦେବା ପାଇଁ ସୂର୍ଯ୍ଯକୁମାର ଯାଦବ ଆସିଥିଲେ । ସୂର୍ଯ୍ଯକୁମାର ଯାଦବ ୧୩ ବଲରେ ୨୪ ରନ କରି ଆଉଟ ହୋଇଥିଲେ। ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରେ ୩୦ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ଶୁଭମନ ଗିଲ୍ ଅପରାଜାୟ ରହି ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍ ୫୩ ବଲରେ ୧୨୬ ରନ କରି ଅପରାଜୟ ରହିଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ ଇଶ ସୋଢି, ବ୍ଲେୟାର ଟିକନର, ଡାରିଲ ମିଚେଲ୍ ଓ ମାଇକେଲ୍ ବ୍ରେସଓ୍ଵେଲ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

https://www.thesakala.in/sports/india-vs-new-zealand-3rd-t20i-india-set-a-target-of-235-runs-to-new-zealand/article-18605
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର