ଦ୍ୱିତୀୟ ଟି-୨୦ : ୮ ଓଭର ଖେଳି ଭାରତ ଆଗରେ ୯୧ ରନ୍‌ର ଟାର୍ଗେଟ ରଖିଲା ଅଷ୍ଟ୍ରେଲିଆ

The Sakala Picture
Published On

ନାଗପୁର :  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ଦ୍ୱିତୀୟ ମୁକାବିଲା ଆଜି ମହାରାଷ୍ଟ୍ରର ନାଗପୁରଠାରେ ଖେଳାଯାଉଛି।ବର୍ଷା ବାଧକ ମ୍ୟାଚରେ ଓଦା ଆଉଟ ଫିଲ୍ଡ ବାଧକ ସାଜିବାରୁ ଡେରିରେ ଆରମ୍ଭ ହୋଇଥିଲା। ପଡ଼ିଆ ଶୁଖି ନଥିବାରୁ ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ମ୍ୟାଚ୍‌ ହୋଇଥିଲା ଏଥିପାଇଁ ୨୦ ଓଭର ବିଶିଷ୍ଟ ମ୍ୟାଚ୍‌କୁ ୮ ଓଭର ଲେଖାଏ କରି ଦିଆଯାଇଥିଲା। ଏହି ବର୍ଷା ବାଧକ ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ […]

ନାଗପୁର :  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ଦ୍ୱିତୀୟ ମୁକାବିଲା ଆଜି ମହାରାଷ୍ଟ୍ରର ନାଗପୁରଠାରେ ଖେଳାଯାଉଛି।ବର୍ଷା ବାଧକ ମ୍ୟାଚରେ ଓଦା ଆଉଟ ଫିଲ୍ଡ ବାଧକ ସାଜିବାରୁ ଡେରିରେ ଆରମ୍ଭ ହୋଇଥିଲା। ପଡ଼ିଆ ଶୁଖି ନଥିବାରୁ ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ମ୍ୟାଚ୍‌ ହୋଇଥିଲା ଏଥିପାଇଁ ୨୦ ଓଭର ବିଶିଷ୍ଟ ମ୍ୟାଚ୍‌କୁ ୮ ଓଭର ଲେଖାଏ କରି ଦିଆଯାଇଥିଲା। ଏହି ବର୍ଷା ବାଧକ ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ତେବେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୯୦ ରନ୍‌ କରିଛି। ଯାହା ଫଳରେ ଭାରତକୁ ବିଜୟ ପାଇଁ ୯୧ ରନ୍‌ ଆବଶ୍ୟକ।

ଆହୁରି ପଢ଼ନ୍ତୁ: ଡେଟିଂ ଗୁଜବ ମଧ୍ୟରେ ଶେଫାଳି ବଗ୍ଗାଙ୍କ ସହ ନଜର ଆସିଲେ ଯୁଜବେନ୍ଦ୍ର ଚହଲ, ନୂଆ ବିଜ୍ଞାପନ ଜରିଆରେ ଏକ୍ସ-ୱାଇଫ୍ ଧନଶ୍ରୀଙ୍କୁ କଲେ ଟାର୍ଗେଟ୍!

23 Sep 2022 By The Sakala

ଦ୍ୱିତୀୟ ଟି-୨୦ : ୮ ଓଭର ଖେଳି ଭାରତ ଆଗରେ ୯୧ ରନ୍‌ର ଟାର୍ଗେଟ ରଖିଲା ଅଷ୍ଟ୍ରେଲିଆ

ନାଗପୁର :  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ଦ୍ୱିତୀୟ ମୁକାବିଲା ଆଜି ମହାରାଷ୍ଟ୍ରର ନାଗପୁରଠାରେ ଖେଳାଯାଉଛି।ବର୍ଷା ବାଧକ ମ୍ୟାଚରେ ଓଦା ଆଉଟ ଫିଲ୍ଡ ବାଧକ ସାଜିବାରୁ ଡେରିରେ ଆରମ୍ଭ ହୋଇଥିଲା। ପଡ଼ିଆ ଶୁଖି ନଥିବାରୁ ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ମ୍ୟାଚ୍‌ ହୋଇଥିଲା ଏଥିପାଇଁ ୨୦ ଓଭର ବିଶିଷ୍ଟ ମ୍ୟାଚ୍‌କୁ ୮ ଓଭର ଲେଖାଏ କରି ଦିଆଯାଇଥିଲା। ଏହି ବର୍ଷା ବାଧକ ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ତେବେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୯୦ ରନ୍‌ କରିଛି। ଯାହା ଫଳରେ ଭାରତକୁ ବିଜୟ ପାଇଁ ୯୧ ରନ୍‌ ଆବଶ୍ୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp