ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ଅଧିନାୟକ ଦାୟିତ୍ବ ତୁଲାଇବେ ବୁମରା

The Sakala Picture
Published On

ମୁମ୍ବାଇ: ଦୀର୍ଘ ଦିନ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କଲେ ଦ୍ରୁତ ବୋଲର ଯଶପ୍ରିତ୍ ବୁମରା । ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଯଶପ୍ରିତ୍ ବୁମରା ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସହ ତାଙ୍କୁ ଅଧିନାୟକ ଦାୟିତ୍ବ ମଧ୍ୟ ଦିଆଯାଇଛି । NEWS 🚨- @Jaspritbumrah93 to lead #TeamIndia for Ireland T20Is. Team […]

ମୁମ୍ବାଇ: ଦୀର୍ଘ ଦିନ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କଲେ ଦ୍ରୁତ ବୋଲର ଯଶପ୍ରିତ୍ ବୁମରା । ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଯଶପ୍ରିତ୍ ବୁମରା ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସହ ତାଙ୍କୁ ଅଧିନାୟକ ଦାୟିତ୍ବ ମଧ୍ୟ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଭାରତ ଏବଂ ଚୀନ୍‌କୁ 'ନର୍କ' କହିଲେ ଟ୍ରମ୍ପ! ଜନ୍ମଗତ ନାଗରିକତ୍ୱକୁ ନେଇ କଲେ ବିବାଦୀୟ ପୋଷ୍ଟ

୧୫ ଜଣିଆ ଭାରତୀୟ ଦଳ-  ଯଶପ୍ରୀତ ବୁମରା (କ୍ୟାପଟେନ), ରୁତୁରାଜ ଗାଇକୱାଡ୍ (ଭିସି), ଯଶସ୍ୱୀ ଜୈଶଓ୍ବାଲ, ତିଲକ ଭର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ (ଓ୍ବିକେଟ୍ କିପର), ଜିତେଶ ଶର୍ମା (ଓ୍ବିକେଟ୍ କିପର) ଶିବମ ଦୁବେ, ଓ୍ବାସିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ଣୋୟୀ, ପ୍ରସିଦ୍ କୃଷ୍ଣା, ଅର୍ଶଦୀପ ସିଂ, ମୁକେଶ କୁମାର, ଆବେସ ଖାନ୍ ରହିଛନ୍ତି ।

31 Jul 2023 By The Sakala

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ଅଧିନାୟକ ଦାୟିତ୍ବ ତୁଲାଇବେ ବୁମରା

ମୁମ୍ବାଇ: ଦୀର୍ଘ ଦିନ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କଲେ ଦ୍ରୁତ ବୋଲର ଯଶପ୍ରିତ୍ ବୁମରା । ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଯଶପ୍ରିତ୍ ବୁମରା ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସହ ତାଙ୍କୁ ଅଧିନାୟକ ଦାୟିତ୍ବ ମଧ୍ୟ ଦିଆଯାଇଛି ।

୧୫ ଜଣିଆ ଭାରତୀୟ ଦଳ-  ଯଶପ୍ରୀତ ବୁମରା (କ୍ୟାପଟେନ), ରୁତୁରାଜ ଗାଇକୱାଡ୍ (ଭିସି), ଯଶସ୍ୱୀ ଜୈଶଓ୍ବାଲ, ତିଲକ ଭର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ (ଓ୍ବିକେଟ୍ କିପର), ଜିତେଶ ଶର୍ମା (ଓ୍ବିକେଟ୍ କିପର) ଶିବମ ଦୁବେ, ଓ୍ବାସିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ଣୋୟୀ, ପ୍ରସିଦ୍ କୃଷ୍ଣା, ଅର୍ଶଦୀପ ସିଂ, ମୁକେଶ କୁମାର, ଆବେସ ଖାନ୍ ରହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର