ଶେଷ ଦିନିକିଆରେ ବାଂଲାଦେଶକୁ ୪୧୦ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳଯାଉଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୪୦୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ବାଂଲାଦେଶକୁ ୪୧୦ ରନର ଆବଶ୍ୟକତା ରହିଛି। ଭାରତ ପକ୍ଷରୁ ଶିଖର ଧୱନ୍‌ ୮ […]

ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳଯାଉଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୪୦୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ବାଂଲାଦେଶକୁ ୪୧୦ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ଭାରତ ପକ୍ଷରୁ ଶିଖର ଧୱନ୍‌ ୮ ବଲରେ ୩ ରନ କରି ଆଉଟ ହୋଇଥିଲେ । ପରେ ପାରିକୁ ଈଶାନ୍‌ କିଷନ୍‌ ଓ ବିରାଟ କୋହଲି ସମ୍ଭାଳିଥିଲେ। ଈଶାନ୍‌ କିଷନ୍‌ ୧୩୧ ବଲରେ ୨୧୦ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହ୍‌ଲି ୯୧ ବଲରେ ୧୧୩ ରନ କରି ଆଉଟ ହୋଇଥିଲେ। ପରେ ଶ୍ରେୟସ୍‌ ଆୟର୍‌ ୬ ବଲରେ ୩ ରନ କରି ଆଉଟ ହୋଇଥିଲେ। କେ. ଏଲ୍‌. ରାହୁଲ୍‌ ୧୦ ବଲରେ ୮ ରନ କରି ଆଉଟ ହୋଇଥିଲେ। ୱାସିଂଟନ୍‌ ସୁନ୍ଦର ୨୭ ବଲରେ ୩୭ କରି ଆଉଟ ହୋଇଥିଲେ। ଅକ୍ଷର ପଟେଲ୍‌ ୧୭ ବଲରେ ୨୦ ରନ କରି ଆଉଟ ହୋଇଥିଲେ।  ପରେ ପାରିକୁ ଶାର୍ଦ୍ଦୁଳ ଠାକୁର ଓ କୁଳଦୀପ ଯାଦବ ଆଗକୁ ନେଇଥିଲେ। ପରେ ଶାର୍ଦ୍ଦୁଳ ଠାକୁର ୫ ବଲରେ ୩ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ବାଂଲାଦେଶ ପକ୍ଷରୁ ତାସ୍କିନ୍‌ ଅହମଦ୍ , ଏବାଦତ୍‌ ହୋସେନ୍‌ ଓ ଶକିବ୍‌ ଅଲ୍‌ ହସନ୍‌ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳ ମେହିଦୀ ହସନ୍‌ ମିର୍ଜା ଓ ମୁସ୍ତାଫିଜୁର୍‌ ରହମନ୍‌ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

10 Dec 2022 By The Sakala

ଶେଷ ଦିନିକିଆରେ ବାଂଲାଦେଶକୁ ୪୧୦ ରନର ଟାର୍ଗେଟ ଦେଲା ଭାରତ

ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳଯାଉଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୪୦୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ବାଂଲାଦେଶକୁ ୪୧୦ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ଶିଖର ଧୱନ୍‌ ୮ ବଲରେ ୩ ରନ କରି ଆଉଟ ହୋଇଥିଲେ । ପରେ ପାରିକୁ ଈଶାନ୍‌ କିଷନ୍‌ ଓ ବିରାଟ କୋହଲି ସମ୍ଭାଳିଥିଲେ। ଈଶାନ୍‌ କିଷନ୍‌ ୧୩୧ ବଲରେ ୨୧୦ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହ୍‌ଲି ୯୧ ବଲରେ ୧୧୩ ରନ କରି ଆଉଟ ହୋଇଥିଲେ। ପରେ ଶ୍ରେୟସ୍‌ ଆୟର୍‌ ୬ ବଲରେ ୩ ରନ କରି ଆଉଟ ହୋଇଥିଲେ। କେ. ଏଲ୍‌. ରାହୁଲ୍‌ ୧୦ ବଲରେ ୮ ରନ କରି ଆଉଟ ହୋଇଥିଲେ। ୱାସିଂଟନ୍‌ ସୁନ୍ଦର ୨୭ ବଲରେ ୩୭ କରି ଆଉଟ ହୋଇଥିଲେ। ଅକ୍ଷର ପଟେଲ୍‌ ୧୭ ବଲରେ ୨୦ ରନ କରି ଆଉଟ ହୋଇଥିଲେ।  ପରେ ପାରିକୁ ଶାର୍ଦ୍ଦୁଳ ଠାକୁର ଓ କୁଳଦୀପ ଯାଦବ ଆଗକୁ ନେଇଥିଲେ। ପରେ ଶାର୍ଦ୍ଦୁଳ ଠାକୁର ୫ ବଲରେ ୩ ରନ କରି ଆଉଟ ହୋଇଥିଲେ।

ବାଂଲାଦେଶ ପକ୍ଷରୁ ତାସ୍କିନ୍‌ ଅହମଦ୍ , ଏବାଦତ୍‌ ହୋସେନ୍‌ ଓ ଶକିବ୍‌ ଅଲ୍‌ ହସନ୍‌ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳ ମେହିଦୀ ହସନ୍‌ ମିର୍ଜା ଓ ମୁସ୍ତାଫିଜୁର୍‌ ରହମନ୍‌ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

https://www.thesakala.in/sports/india-set-a-target-of-410-runs-to-bangladesh/article-17244
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର