ରାଜକୋଟ ଟେଷ୍ଟରେ ଭାରତର ଦମଦାର ବିଜୟ, ଇଂଲଣ୍ଡକୁ ୪୩୪ ରନରେ ପରାସ୍ତ କଲା ରୋହିତ ବାହିନୀ

The Sakala Picture
Published On

ରାଜକୋଟ: ରାଜକୋଟରେ ରୋହିତ ବାହିନୀର ବଡ ବିଜୟ । ଇଂଲଣ୍ଡକୁ ୪୩୪ ରନରେ ପରାସ୍ତ କଲା ଟିମ ଇଣ୍ଡିଆ । ତୃତୀୟ ଟେଷ୍ଟରେ ଭାରତ ଦେଇଥିବା ୫୫୭ ରନର ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ ୧୨୨ ରନରେ ଅଲ୍ ଆଉଟ୍ ହୋଇଯାଇଛି। ଫଳରେ ତୃତୀୟ ଟେଷ୍ଟରେ ୪୩୪ ରନର ବିଶାଳ ବ୍ୟବଧାନରେ ବିଜୟୀ ହୋଇଛି ଭାରତ । ତୃତୀୟ ଟେଷ୍ଟ ଜିତି ୫ ଟିକିଆ ସିରିଜରେ ଭାରତ ୨-୧ ରେ ଆଗୁଆ […]

ରାଜକୋଟ: ରାଜକୋଟରେ ରୋହିତ ବାହିନୀର ବଡ ବିଜୟ । ଇଂଲଣ୍ଡକୁ ୪୩୪ ରନରେ ପରାସ୍ତ କଲା ଟିମ ଇଣ୍ଡିଆ । ତୃତୀୟ ଟେଷ୍ଟରେ ଭାରତ ଦେଇଥିବା ୫୫୭ ରନର ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ ୧୨୨ ରନରେ ଅଲ୍ ଆଉଟ୍ ହୋଇଯାଇଛି। ଫଳରେ ତୃତୀୟ ଟେଷ୍ଟରେ ୪୩୪ ରନର ବିଶାଳ ବ୍ୟବଧାନରେ ବିଜୟୀ ହୋଇଛି ଭାରତ । ତୃତୀୟ ଟେଷ୍ଟ ଜିତି ୫ ଟିକିଆ ସିରିଜରେ ଭାରତ ୨-୧ ରେ ଆଗୁଆ ରହିଛି ।

ଆହୁରି ପଢ଼ନ୍ତୁ: ଆନ୍ତର୍ଜାତିକ କ୍ରିକେଟ୍‌କୁ ଫେରିବା ପାଇଁ ପ୍ରସ୍ତୁତ ଯଶପ୍ରୀତ ବୁମ୍‌ରା: ଇଂଲଣ୍ଡ ବିପକ୍ଷ ଦିନିକିଆରୁ କରିବେ ପ୍ରତ୍ୟାବର୍ତ୍ତନ

ତୃତୀୟ ଟେଷ୍ଟର ଦ୍ଵିତୀୟ ଇଂନିଙ୍ଗସରେ ଭାରତୀୟ ବୋଲରଙ୍କ ଆଗରେ ଇଂଲିଶ ଟିମର କୌଣସି ବ୍ୟାଟର୍ ତିଷ୍ଟି ପାରି ନ ଥିଲେ । ପ୍ରଥମ ଇନିଂସରେ ଭାରତ ୪୪୫ ରନ କରିଥିବାବେଳେ ଇଂଲଣ୍ଡ ୩୧୯ ରନ କରିଥିଲା । ତେବେ ଭାରତ ନିଜର ୨ୟ ଇନିଂସରେ ୪୩୦ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଫଳରେ ଇଂଲଣ୍ଡ ଆଗରେ ୫୫୭ ରନର ବିଶାଳ ଲକ୍ଷ୍ୟ ରହିଥିଲା । ଏହି ବିଶାଳ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଂଲଣ୍ଡ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ମାତ୍ର ୧୨୨ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଜାଡେଜା ୫ ଓ୍ବିକେଟ ଅକ୍ତିଆର କରିଛନ୍ତି । କୁଲଦୀପ ଯାଦବ ୨ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ଅଶ୍ବିନୀ ଏବଂ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଛନ୍ତି । ଇଂଲଣ୍ଡ ପକ୍ଷରୁ ମାର୍କ ହୁଡ୍ ସର୍ବାଧକ ୩୩ ରନ ସଂଗ୍ରହ କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ଇଂଲଣ୍ଡର ୬ଜଣ ଖେଳାଳି ଦୁଇ ଅଙ୍କ ଛୁଇଁପାରିନାହାନ୍ତି ।

ଆହୁରି ପଢ଼ନ୍ତୁ: ଆର୍ଜେଣ୍ଟିନାଠାରୁ ହାରିବା ପରେ ଫିଫା ଉପରେ ବର୍ଷିଲା ଇଜିପ୍ଟ: VAR ନିଷ୍ପତ୍ତିକୁ ନେଇ ସାଂଘାତିକ ଅଭିଯୋଗ

18 Feb 2024 By The Sakala

ରାଜକୋଟ ଟେଷ୍ଟରେ ଭାରତର ଦମଦାର ବିଜୟ, ଇଂଲଣ୍ଡକୁ ୪୩୪ ରନରେ ପରାସ୍ତ କଲା ରୋହିତ ବାହିନୀ

ରାଜକୋଟ: ରାଜକୋଟରେ ରୋହିତ ବାହିନୀର ବଡ ବିଜୟ । ଇଂଲଣ୍ଡକୁ ୪୩୪ ରନରେ ପରାସ୍ତ କଲା ଟିମ ଇଣ୍ଡିଆ । ତୃତୀୟ ଟେଷ୍ଟରେ ଭାରତ ଦେଇଥିବା ୫୫୭ ରନର ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ ୧୨୨ ରନରେ ଅଲ୍ ଆଉଟ୍ ହୋଇଯାଇଛି। ଫଳରେ ତୃତୀୟ ଟେଷ୍ଟରେ ୪୩୪ ରନର ବିଶାଳ ବ୍ୟବଧାନରେ ବିଜୟୀ ହୋଇଛି ଭାରତ । ତୃତୀୟ ଟେଷ୍ଟ ଜିତି ୫ ଟିକିଆ ସିରିଜରେ ଭାରତ ୨-୧ ରେ ଆଗୁଆ ରହିଛି ।

ତୃତୀୟ ଟେଷ୍ଟର ଦ୍ଵିତୀୟ ଇଂନିଙ୍ଗସରେ ଭାରତୀୟ ବୋଲରଙ୍କ ଆଗରେ ଇଂଲିଶ ଟିମର କୌଣସି ବ୍ୟାଟର୍ ତିଷ୍ଟି ପାରି ନ ଥିଲେ । ପ୍ରଥମ ଇନିଂସରେ ଭାରତ ୪୪୫ ରନ କରିଥିବାବେଳେ ଇଂଲଣ୍ଡ ୩୧୯ ରନ କରିଥିଲା । ତେବେ ଭାରତ ନିଜର ୨ୟ ଇନିଂସରେ ୪୩୦ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଫଳରେ ଇଂଲଣ୍ଡ ଆଗରେ ୫୫୭ ରନର ବିଶାଳ ଲକ୍ଷ୍ୟ ରହିଥିଲା । ଏହି ବିଶାଳ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଂଲଣ୍ଡ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ମାତ୍ର ୧୨୨ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଜାଡେଜା ୫ ଓ୍ବିକେଟ ଅକ୍ତିଆର କରିଛନ୍ତି । କୁଲଦୀପ ଯାଦବ ୨ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ଅଶ୍ବିନୀ ଏବଂ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଛନ୍ତି । ଇଂଲଣ୍ଡ ପକ୍ଷରୁ ମାର୍କ ହୁଡ୍ ସର୍ବାଧକ ୩୩ ରନ ସଂଗ୍ରହ କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ଇଂଲଣ୍ଡର ୬ଜଣ ଖେଳାଳି ଦୁଇ ଅଙ୍କ ଛୁଇଁପାରିନାହାନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର