ଆଜିଠୁ ଭାରତ-ଆଫଗାନିସ୍ତାନ ଟ୍ବେଣ୍ଟି-୨୦, ୩ ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍

The Sakala Picture
Published On

ଆଜି ଭାରତ-ଆଫଗାନିସ୍ତାନ T-20 ସିରିଜ । ୩ ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍ । ଆଜି ମୋହାଲିରେ ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହେବ ମ୍ୟାଚ । ୧୪ ମାସ ପରେ ଟି-୨୦ ଅଧିନାୟକ ଭାବେ ପଡିଆକୁ ଓହ୍ଲାଇବେ ରୋହିତ ଶର୍ମା । ଆହତ କାରଣରୁ ଏହି ମ୍ୟାଚରୁ ବାଦ୍ ପଡିଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା । ଏଥିସହ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ଶକ୍ତ ଝଟକା । ଅଭିଜ୍ଞ ଖେଳାଳି […]

ଆଜି ଭାରତ-ଆଫଗାନିସ୍ତାନ T-20 ସିରିଜ । ୩ ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍ । ଆଜି ମୋହାଲିରେ ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହେବ ମ୍ୟାଚ । ୧୪ ମାସ ପରେ ଟି-୨୦ ଅଧିନାୟକ ଭାବେ ପଡିଆକୁ ଓହ୍ଲାଇବେ ରୋହିତ ଶର୍ମା । ଆହତ କାରଣରୁ ଏହି ମ୍ୟାଚରୁ ବାଦ୍ ପଡିଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା । ଏଥିସହ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ଶକ୍ତ ଝଟକା । ଅଭିଜ୍ଞ ଖେଳାଳି ବିରାଟ କୋହଲି ପ୍ରଥମ ମ୍ୟାଚରେ ଅନୁପସ୍ଥିତ ରହିବେ ବୋଲି ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

11 Jan 2024 By The Sakala

ଆଜିଠୁ ଭାରତ-ଆଫଗାନିସ୍ତାନ ଟ୍ବେଣ୍ଟି-୨୦, ୩ ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍

ଆଜି ଭାରତ-ଆଫଗାନିସ୍ତାନ T-20 ସିରିଜ । ୩ ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍ । ଆଜି ମୋହାଲିରେ ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହେବ ମ୍ୟାଚ । ୧୪ ମାସ ପରେ ଟି-୨୦ ଅଧିନାୟକ ଭାବେ ପଡିଆକୁ ଓହ୍ଲାଇବେ ରୋହିତ ଶର୍ମା । ଆହତ କାରଣରୁ ଏହି ମ୍ୟାଚରୁ ବାଦ୍ ପଡିଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା । ଏଥିସହ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ଶକ୍ତ ଝଟକା । ଅଭିଜ୍ଞ ଖେଳାଳି ବିରାଟ କୋହଲି ପ୍ରଥମ ମ୍ୟାଚରେ ଅନୁପସ୍ଥିତ ରହିବେ ବୋଲି ସୂଚନା ଦିଆଯାଇଛି ।

https://www.thesakala.in/sports/india-afghanistan-twenty-20-the-first-match-of-the-3-match-series-today/article-29041
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp