ପାକିସ୍ତାନ ବିପକ୍ଷରେ ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ମ୍ୟାଚକୁ ଫେରିଲେ ଶୁବମନ୍‌ ଗିଲ୍‌

The Sakala Picture
Published On

ଅହମ୍ମଦାବାଦ: ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମହାମୁକାବିଲା । ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଟସ୍‌ ହାରି ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ପାକିସ୍ତାନୀ ଟିମ୍‌ । ତେବେ ଭାରତୀୟ ଟିମ୍‌କୁ ଫେରିଛନ୍ତି ଯୁବ ବ୍ୟାଟର ଶୁଭମନ୍‌ ଗିଲ୍‌ । ଇଶାନ କିଶାନଙ୍କ ସ୍ଥାନରେ ଖେଳିବେ ଶୁବମନ ଗିଲ୍ । ଡେଙ୍ଗୁ ଲାଗି ବିଶ୍ୱକପ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ […]

ଅହମ୍ମଦାବାଦ: ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମହାମୁକାବିଲା । ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଟସ୍‌ ହାରି ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ପାକିସ୍ତାନୀ ଟିମ୍‌ । ତେବେ ଭାରତୀୟ ଟିମ୍‌କୁ ଫେରିଛନ୍ତି ଯୁବ ବ୍ୟାଟର ଶୁଭମନ୍‌ ଗିଲ୍‌ । ଇଶାନ କିଶାନଙ୍କ ସ୍ଥାନରେ ଖେଳିବେ ଶୁବମନ ଗିଲ୍ । ଡେଙ୍ଗୁ ଲାଗି ବିଶ୍ୱକପ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଅନୁପସ୍ଥିତ ଥିଲେ ଶୁଭମନ୍‌ ଗିଲ୍‌ । ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟରେ ଡେବ୍ୟୁ କରିବେ ଶୁଭମନ୍‌ ।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ଚଳିତ ବିଶ୍ୱକପରେ ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍ ଖେଳି ୨ଟି ଯାକ ମ୍ୟାଚ ଜିତି ସାରିଛନ୍ତି । ତେଣୁ ଉଭୟ ଦଳଙ୍କ ମନୋବଳ ଉର୍ଦ୍ଧ୍ବରେ ରହିଛି । ଉଭୟ ଦଳର ଖେଳାଳି ଫିଟ୍ ଅଛନ୍ତି ଓ ଫର୍ମ ବି ଫେରି ପାଇଛନ୍ତି । ପୂର୍ବ ରେକର୍ଡ ଭାରତ ପକ୍ଷରେ ରହିଥିଲେ ହେଁ ଉଭୟ ଦଳର ଶକ୍ତି ସମାନ । ସେପଟେ ଦିନିକିଆ ବିଶ୍ୱକପ୍‌ରେ ଭାରତ ବିପକ୍ଷରେ କୌଣସି ହେଲେ ଗୋଟିଏ ମ୍ୟାଚ୍‌ ଜିତିନାହିଁ ପାକିସ୍ତାନ । ତେଣୁ ଆଜିର ମ୍ୟାଚ୍‌କୁ ଜିତି ନିଜର ନାମରେ ଥିବା ଅଲୋଡା ରେକର୍ଡରେ ପରିବର୍ତ୍ତନ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ପାକିସ୍ତାନୀ ଟିମ୍‌ ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

14 Oct 2023 By The Sakala

ପାକିସ୍ତାନ ବିପକ୍ଷରେ ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ମ୍ୟାଚକୁ ଫେରିଲେ ଶୁବମନ୍‌ ଗିଲ୍‌

ଅହମ୍ମଦାବାଦ: ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମହାମୁକାବିଲା । ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଟସ୍‌ ହାରି ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ପାକିସ୍ତାନୀ ଟିମ୍‌ । ତେବେ ଭାରତୀୟ ଟିମ୍‌କୁ ଫେରିଛନ୍ତି ଯୁବ ବ୍ୟାଟର ଶୁଭମନ୍‌ ଗିଲ୍‌ । ଇଶାନ କିଶାନଙ୍କ ସ୍ଥାନରେ ଖେଳିବେ ଶୁବମନ ଗିଲ୍ । ଡେଙ୍ଗୁ ଲାଗି ବିଶ୍ୱକପ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଅନୁପସ୍ଥିତ ଥିଲେ ଶୁଭମନ୍‌ ଗିଲ୍‌ । ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟରେ ଡେବ୍ୟୁ କରିବେ ଶୁଭମନ୍‌ ।

ଚଳିତ ବିଶ୍ୱକପରେ ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍ ଖେଳି ୨ଟି ଯାକ ମ୍ୟାଚ ଜିତି ସାରିଛନ୍ତି । ତେଣୁ ଉଭୟ ଦଳଙ୍କ ମନୋବଳ ଉର୍ଦ୍ଧ୍ବରେ ରହିଛି । ଉଭୟ ଦଳର ଖେଳାଳି ଫିଟ୍ ଅଛନ୍ତି ଓ ଫର୍ମ ବି ଫେରି ପାଇଛନ୍ତି । ପୂର୍ବ ରେକର୍ଡ ଭାରତ ପକ୍ଷରେ ରହିଥିଲେ ହେଁ ଉଭୟ ଦଳର ଶକ୍ତି ସମାନ । ସେପଟେ ଦିନିକିଆ ବିଶ୍ୱକପ୍‌ରେ ଭାରତ ବିପକ୍ଷରେ କୌଣସି ହେଲେ ଗୋଟିଏ ମ୍ୟାଚ୍‌ ଜିତିନାହିଁ ପାକିସ୍ତାନ । ତେଣୁ ଆଜିର ମ୍ୟାଚ୍‌କୁ ଜିତି ନିଜର ନାମରେ ଥିବା ଅଲୋଡା ରେକର୍ଡରେ ପରିବର୍ତ୍ତନ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ପାକିସ୍ତାନୀ ଟିମ୍‌ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର