ଭାରତକୁ ହରାଇ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଟ୍ରଫି ହାସଲ କଲା ଅଷ୍ଟ୍ରେଲିଆ

The Sakala Picture
Published On

ଲଣ୍ଡନ: ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଟ୍ରଫି ହାସଲ କଲା ଅଷ୍ଟ୍ରେଲିଆ। ଲଣ୍ଡନର ଦ ଓଭାଲ ଗ୍ରାଉଣ୍ଡରେ ଖେଳା ଯାଇଥିବା ଡବ୍ଲ୍ୟୁଟିସିର ଫାଇନାଲ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଶୋଚନୀୟ ଭାବେ ଭାରତୀୟ ଦଳକୁ ୨୦୯ ରନରେ ହରାଇଛି। ଅଷ୍ଟ୍ରେଲିଆ ଦ୍ଵାରା ଧାର୍ଯ୍ୟ ୪୪୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ପଞ୍ଚମ ଦିନର ପ୍ରଥମ ସେସନରେ ହିଁ ୨୩୪ ରନରେ ଅଲଆଉଟ୍ ହୋଇଛି। ନାଥନ ଲାୟନ ୪ ଏବଂ ସ୍କଟ ବୋଲାଣ୍ଡ ୩ ଓ୍ଵିକେଟ୍ ନେଇ ଅଷ୍ଟ୍ରେଲିଆ […]

ଲଣ୍ଡନ: ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଟ୍ରଫି ହାସଲ କଲା ଅଷ୍ଟ୍ରେଲିଆ। ଲଣ୍ଡନର ଦ ଓଭାଲ ଗ୍ରାଉଣ୍ଡରେ ଖେଳା ଯାଇଥିବା ଡବ୍ଲ୍ୟୁଟିସିର ଫାଇନାଲ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଶୋଚନୀୟ ଭାବେ ଭାରତୀୟ ଦଳକୁ ୨୦୯ ରନରେ ହରାଇଛି।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ଅଷ୍ଟ୍ରେଲିଆ ଦ୍ଵାରା ଧାର୍ଯ୍ୟ ୪୪୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ପଞ୍ଚମ ଦିନର ପ୍ରଥମ ସେସନରେ ହିଁ ୨୩୪ ରନରେ ଅଲଆଉଟ୍ ହୋଇଛି। ନାଥନ ଲାୟନ ୪ ଏବଂ ସ୍କଟ ବୋଲାଣ୍ଡ ୩ ଓ୍ଵିକେଟ୍ ନେଇ ଅଷ୍ଟ୍ରେଲିଆ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏଥିସହ ଅଷ୍ଟ୍ରେଲିଆ ବିଶ୍ଵର ପ୍ରଥମ ଦଳ ଭାବେ ଆଇସିସିର ସମସ୍ତ ଫର୍ମାଟ୍‌ରେ ଟ୍ରଫି ଜିତିବାର ରେକର୍ଡ କରିଛି। ଫାଇନାଲ୍ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଥିଲା। ଏହା ପରେ କଙ୍ଗାରୁ ଦଳ ଦ୍ଵିତୀୟ ଇନିଂସରେ ୨୭୦/୮ରେ ପାଳି ସମାପ୍ତି ଘୋଷଣା କରିଥିଲା।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଖବର ଅନୁଯାୟୀ, ଏହା ପୂର୍ବରୁ କଙ୍ଗାରୁ ଦଳ ଦିନିକିଆ ବିଶ୍ଵକପ୍, ଚାମ୍ପିଅନ୍ସ ଟ୍ରଫି, ଟି-୨୦ ଟ୍ରଫି ଜିତିଥିଲା।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

11 Jun 2023 By The Sakala

ଭାରତକୁ ହରାଇ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଟ୍ରଫି ହାସଲ କଲା ଅଷ୍ଟ୍ରେଲିଆ

ଲଣ୍ଡନ: ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଟ୍ରଫି ହାସଲ କଲା ଅଷ୍ଟ୍ରେଲିଆ। ଲଣ୍ଡନର ଦ ଓଭାଲ ଗ୍ରାଉଣ୍ଡରେ ଖେଳା ଯାଇଥିବା ଡବ୍ଲ୍ୟୁଟିସିର ଫାଇନାଲ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଶୋଚନୀୟ ଭାବେ ଭାରତୀୟ ଦଳକୁ ୨୦୯ ରନରେ ହରାଇଛି।

ଅଷ୍ଟ୍ରେଲିଆ ଦ୍ଵାରା ଧାର୍ଯ୍ୟ ୪୪୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ପଞ୍ଚମ ଦିନର ପ୍ରଥମ ସେସନରେ ହିଁ ୨୩୪ ରନରେ ଅଲଆଉଟ୍ ହୋଇଛି। ନାଥନ ଲାୟନ ୪ ଏବଂ ସ୍କଟ ବୋଲାଣ୍ଡ ୩ ଓ୍ଵିକେଟ୍ ନେଇ ଅଷ୍ଟ୍ରେଲିଆ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏଥିସହ ଅଷ୍ଟ୍ରେଲିଆ ବିଶ୍ଵର ପ୍ରଥମ ଦଳ ଭାବେ ଆଇସିସିର ସମସ୍ତ ଫର୍ମାଟ୍‌ରେ ଟ୍ରଫି ଜିତିବାର ରେକର୍ଡ କରିଛି। ଫାଇନାଲ୍ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଥିଲା। ଏହା ପରେ କଙ୍ଗାରୁ ଦଳ ଦ୍ଵିତୀୟ ଇନିଂସରେ ୨୭୦/୮ରେ ପାଳି ସମାପ୍ତି ଘୋଷଣା କରିଥିଲା।

ଖବର ଅନୁଯାୟୀ, ଏହା ପୂର୍ବରୁ କଙ୍ଗାରୁ ଦଳ ଦିନିକିଆ ବିଶ୍ଵକପ୍, ଚାମ୍ପିଅନ୍ସ ଟ୍ରଫି, ଟି-୨୦ ଟ୍ରଫି ଜିତିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର