ଜାଣନ୍ତୁ ବିଶ୍ୱକପ୍‌‌ରେ ଅଂଶଗ୍ରହଣକାରୀ ୧୦ଟି ଦଳର ଚୂଡ଼ାନ୍ତ ସ୍କ୍ୱାଡରେ ରହିଛନ୍ତି କେଉଁ କେଉଁ ଖେଳାଳି…..

The Sakala Picture
Published On

ନୂଆଦିଲ୍ଲୀ : ଭାରତରେ ଅକ୍ଟୋବର ୫ରୁ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌‌ ଲାଗି ଅଂଶଗ୍ରହଣକାରୀ ୧୦ଟି ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରହିଛି। ଆଜିଠୁ ୩ଟି ଭେନ୍ୟୁ ଯଥା ଗୁଆହାଟୀ, ହାଇଦରାବାଦ ଓ ଥିରୁଅନନ୍ତପୁରମରେ ସମସ୍ତ ୱାର୍ମଅପ୍‌‌ ମ୍ୟାଚ୍‌‌ ଆରମ୍ଭ ହୋଇଛି । ପ୍ରତ୍ୟେକ ଦଳ ୨ଟି ଲେଖାଏଁ ମ୍ୟାଚ୍‌‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହା ଫଳରେ ମୁଖ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ପ୍ରତ୍ୟେକ ଦଳ ସେମାନଙ୍କ ଶକ୍ତି ଓ ସାମର୍ଥ୍ୟ ସହ ଦୋଷ ଓ ଦୁର୍ବଳତାକୁ ପରୀକ୍ଷା […]

ନୂଆଦିଲ୍ଲୀ : ଭାରତରେ ଅକ୍ଟୋବର ୫ରୁ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌‌ ଲାଗି ଅଂଶଗ୍ରହଣକାରୀ ୧୦ଟି ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରହିଛି। ଆଜିଠୁ ୩ଟି ଭେନ୍ୟୁ ଯଥା ଗୁଆହାଟୀ, ହାଇଦରାବାଦ ଓ ଥିରୁଅନନ୍ତପୁରମରେ ସମସ୍ତ ୱାର୍ମଅପ୍‌‌ ମ୍ୟାଚ୍‌‌ ଆରମ୍ଭ ହୋଇଛି । ପ୍ରତ୍ୟେକ ଦଳ ୨ଟି ଲେଖାଏଁ ମ୍ୟାଚ୍‌‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହା ଫଳରେ ମୁଖ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ପ୍ରତ୍ୟେକ ଦଳ ସେମାନଙ୍କ ଶକ୍ତି ଓ ସାମର୍ଥ୍ୟ ସହ ଦୋଷ ଓ ଦୁର୍ବଳତାକୁ ପରୀକ୍ଷା କରିନେବେ।  ୱାର୍ମ ଅପ୍‌‌ ମ୍ୟାଚ ସେପ୍ଟେମ୍ବର ୨୯, ୩୦, ଅକ୍ଟୋବର ୨ ଓ ୩ରେ ଅନୁଷ୍ଠିତ ହେବ। ଅକ୍ଟୋବର ୫ ତାରିଖରେ ଡିଫେଣ୍ଡିଂ ଚାମ୍ପିଅନ୍‌‌ ଇଂଲଣ୍ଡ ଓ ରନର୍ସ ଅପ୍‌‌ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲାରୁ ୨୦୨୩ ଦିନିକିଆ ବିଶ୍ୱକପ୍‌‌ ଆନୁଷ୍ଠାନିକ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

ତେବେ ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ଆସନ୍ତୁ ଜାଣିବା ଅଂଶଗ୍ରହଣକାରୀ ୧୦ଟି ଦଳର ଚୂଡ଼ାନ୍ତ ସ୍କ୍ୱାଡରେ ରହିଛନ୍ତି……..

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

ଭାରତ

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ବ୍ୟାଟର୍‌‌- ରୋହିତ୍‌‌ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌‌, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଅଲ୍‌‌ରାଉଣ୍ଡର-ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାଦ୍ଦୁଳ ଠାକୁର, ୱିକେଟ୍‌‌ରକ୍ଷକ- ଲୋକେଶ ରାହୁଲ, ଇଶାନ କିଶାନ, ବୋଲର-ଯଶପ୍ରୀତ୍‌‌ ବୁମ୍‌‌ରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।

ଦକ୍ଷିଣ ଆଫ୍ରିକା

ବ୍ୟାଟର୍‌‌- ତେମ୍ବା ବାଭୁମା (ଅଧିନାୟକ), ରିଜା ହେଣ୍ଡ୍ରିକ୍ସ, ଆଇଡେନ ମାର୍କରାମ, ଡେଭିଡ ମିଲର, ରାସି ଭାନ୍‌‌ ଡର୍‌‌ ଡୁସେନ, ଅଲ୍‌‌ରାଉଣ୍ଡର- ମାର୍କୋ ଜାନସେନ ଓ ଆଣ୍ଡିଲ ଫେଲୁକୱାଓ, ୱିକେଟ୍‌‌ରକ୍ଷକ- କ୍ୱିଣ୍ଟନ ଡି କକ୍‌‌ ଓ ହେନରିକ୍‌‌ କ୍ଲାସେନ, ବୋଲର- ଗେରାଲ୍ଡ କୋଏଜି, କେଶବ ମହାରାଜ, ଲୁନ୍‌‌ଗି ଏନ୍‌‌ଗିଡି, କାଗିସୋ ରାବାଡା, ତାବ୍ରେଜ ସାମ୍‌‌ସି, ଲିଜାର୍ଡ ୱିଲିୟମ୍ସ।

ଶ୍ରୀଲଙ୍କା

ବ୍ୟାଟର୍‌‌- ପାଥୁମ ନିଶାଙ୍କା, ଦିମୁଥ କରୁଣାରତ୍ନେ, ଅଲ୍‌‌ରାଉଣ୍ଡର- ଦାସୁନ ସାନକା (ଅଧିନାୟକ), ଚାରିତ ଆଶାଲଙ୍କା, ଧନଞ୍ଜୟ ଡି ସିଲ୍‌‌ଭା, ୱିକେଟ୍‌‌ରକ୍ଷକ- କୁଶାଲ ମେଣ୍ଡିସ, କୁଶାଲ ପେରେରା, ସାଦୀରା ସମରବିକ୍ରମା, ବୋଲର- ଦୁସାନ ହେମନ୍ଥ, ମାହୀଶ ଥିକସାନା, ଦୁନିଥ ୱେଲାଲାଗେ, କସୁନ ରଜିଥା, ମଥିଶା ପତିରାଣା, ଲାହିରୁ କୁମାର, ଦିଲସାନ ମଦୁଶଙ୍କା।

ବାଂଲାଦେଶ

ବ୍ୟାଟର୍‌‌- ନାଜମୁଲ ହୋସେନ ସାଣ୍ଟୋ, ତୋହିଦ ହୃଦୟ, ତାଞ୍ଜିଦ ହାସନ, ଅଲ୍‌‌ରାଉଣ୍ଡର- ଶାକିବ ଅଲ୍‌‌ ହାସନ (ଅଧିନାୟକ), ମେହେଦୀ ହାସାନ, ମହମ୍ମଦୁଲ୍ଲା ରିୟାଦ, ମେହଦୀ ହାସନ ମିରାଜ, ୱିକେଟ୍‌‌ରକ୍ଷକ- ମୁସଫିକର ରହିମ, ଲିଟନ ଦାସ, ବୋଲର- ତାସକିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ହାସନ ମହମ୍ମଦ, ଶୋରିଫୁଲ ଇସଲାମ, ନାସୁମ ଅହମ୍ମଦ, ତାଞ୍ଜିମ ହାସାନ ସାକିବ।

ଅଷ୍ଟ୍ରେଲିଆ

ବ୍ୟାଟର୍‌‌- ଡେଭିଡ୍‌‌ ୱାର୍ଣ୍ଣର, ଷ୍ଟିଭ ସ୍ମିଥ, ଟ୍ରାଭିସ୍‌‌ ହେଡ୍‌‌, ମାର୍ନସ ଲାବୁସେନ, ଅଲ୍‌‌ରାଉଣ୍ଡର: କାମେରନ ଗ୍ରୀନ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ସିନ ଆବଟ୍ଟ, ୱିକେଟ୍‌‌ରକ୍ଷକ- ଆଲେକ୍ସ କ୍ୟାରୀ ଓ ଜୋଶ୍‌‌ ଇଂଲିଶ, ବୋଲର- ପ୍ୟାଟ୍‌‌ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଜୋଶ ହାଜଲେଉଡ୍‌‌, ଆଦାମ ଜାମ୍ପା।

ନ୍ୟୁଜିଲାଣ୍ଡ

ବ୍ୟାଟର- କେନ୍‌‌ ୱିଲିୟମସନ (ଅଧିନାୟକ), ଅଲ୍‌‌ରାଉଣ୍ଡର- ମାର୍କ ଚାପମ୍ୟାନ, ଡାରିଲ ମିଚେଲ, ଜିମ୍ମି ନୀଶାମ, ରଚିନ ରବୀନ୍ଦ୍ର, ୱିଲ୍‌‌ ୟଙ୍ଗ, ମିଚେଲ ସାଣ୍ଟନର, ୱିକେଟ୍‌‌ରକ୍ଷକ: ଡେଭନ କନୱେ, ଟମ୍‌‌ ଲାଥମ, ଗ୍ଲେନ ଫିଲିପ୍ସ, ବୋଲର- ଟ୍ରେଣ୍ଟ ବୋଲ୍ଟ, ଲକି ଫର୍ଗୁସନ, ମ୍ୟାଟ୍‌‌ ହେନରୀ, ଇଶ୍‌‌ ଶୋଧୀ, ଟିମ୍‌‌ ସୌଦୀ।

ଆଫଗାନିସ୍ତାନ

ବ୍ୟାଟର୍‌‌- ଇବ୍ରାହିମ ଜଡ୍ରାନ, ରିଆଜ ହାସାନ, ନାଜିବୁଲ ଜଡ୍ରାନ, ହସମତୁଲ୍ଲା ସାହିଦୀ (ଅଧିନାୟକ), ଅଲ୍‌‌ରାଉଣ୍ଡର- ରହମତ୍‌‌ ଶାହ, ମହମ୍ମଦ ନବୀ, ରଶିଦ ଖାନ, ଅଜମତୁଲ୍ଲା ଓମାଜାଇ, ୱିକେଟ୍‌‌ରକ୍ଷକ- ରହମନଉଲ୍ଲା ଗୁର୍‌‌ବାଜ ଓ ଇକ୍ରାମ ଆଲିଖିଲ, ବୋଲର- ଅବଦୁଲ୍ଲ ରହମନ, ନୁର୍‌‌ ଅହମ୍ମଦ, ମୁଜିବ ଉର୍‌‌ ରେହମାନ, ଫଜଲହକ୍‌‌ ଫାରୁକି, ନବୀନ-ଉଲ୍‌‌-ହକ।

ଇଂଲଣ୍ଡ

ବ୍ୟାଟର୍‌‌- ହ୍ୟାରୀ ବ୍ରୁକ୍‌‌, ଲିଆମ ଲିଭିଂଷ୍ଟୋନ, ଡାୱିଡ୍‌‌ ମଲାନ, ଜୋ ରୁଟ୍‌‌, ଅଲ୍‌‌ରାଉଣ୍ଡର- ମୋଇନ ଅଲ୍ଲୀ, ବେନ୍‌‌ ଷ୍ଟୋକ୍ସ, ସାମ୍‌‌ କୁରାନ, ଡେଭିଡ୍‌‌ ୱିଲୀ, କ୍ରିସ୍‌‌ ୱକ୍ସ, ୱିକେଟ୍‌‌ରକ୍ଷକ- ଜୋଶ ବଟଲର୍‌‌ (ଅଧିନାୟକ) ଓ ଜନ୍ନୀ ବେୟାରଷ୍ଟୋ, ବୋଲର- ଗସ୍‌‌ ଆଟକିନସନ, ଆଦିଲ ରଶିଦ, ରିସି ଟୋପଲେ ଓ ମାର୍କ ଉଡ୍‌‌।

ପାକିସ୍ତାନ

ବ୍ୟାଟର୍‌‌- ବାବର ଆଜମ (ଅଧିନାୟକ), ଅବଦୁଲ୍ଲା ସଫିକ, ଫକର ଜମାନ, ଇମାମ-ଉଲ୍‌‌-ହକ୍‌‌, ଅଲ୍‌‌ରାଉଣ୍ଡର- ଇଫତିକାର ଅହମ୍ମଦ, ଆଘା ସଲମାନ, ସାଉଦ ସକିଲ, ଶାଦବ ଖାନ, ମହମ୍ମଦ ନୱାଜ, ୱିକେଟ୍‌‌ରକ୍ଷକ- ମହମ୍ମଦ ରିଜୱାନ, ବୋଲର- ହାରିସ ରୌଫ, ହାସନ ଅଲ୍ଲୀ, ମହମ୍ମଦ ୱାସିମ ଜୁନିଅର, ଶାହିନ ଆଫ୍ରିଦୀ, ଉସମାନ ମୀର।

ନେଦରଲାଣ୍ଡ୍‌‌ସ

ବ୍ୟାଟର୍‌‌- ବିକ୍ରମଜିତ୍‌‌ ସିଂହ, ସାକିବ ଜୁଲଫିକର, ସିବ୍ରାଣ୍ଡ ଏନଗେଲ୍‌‌ବ୍ରେଚ୍‌‌, ଅଲ୍‌‌ରାଉଣ୍ଡର- କଲିନ ଆକରମାନ, ବାସ୍‌‌ ଡି ଲିଡ୍‌‌, ତେଜା ନିଦାମାନୁରୁ, ଶାରିଜ ଅହମ୍ମଦ, ମାକ୍ସ ଓଡୋୱଡ, ରୋଏଲଫ୍‌‌ ଭାନ ଡର୍‌‌ ମର୍‌‌ୱେ, ୱିକେଟ୍‌‌ରକ୍ଷକ- ସ୍କଟ୍‌‌ ଏଡ୍‌‌ୱାର୍ଡ୍ସ (ଅଧିନାୟକ) ଓ ୱେସଲୀ ବାରେସି, ବୋଲର- ଲୋଗାନ ଭାନ୍‌‌ ବିକ୍‌‌, ର‍୍ୟାନ କ୍ଲେଇନ, ଆର୍ଯ୍ୟନ ଦତ୍ତ, ପଲ୍‌‌ ଭାନ୍‌‌ ମିକେରନ।

29 Sep 2023 By The Sakala

https://www.thesakala.in/sports/icc-odi-world-cup-2023-squads-full-players-list-of-all-10-teams/article-25903
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର