ମନୋରଞ୍ଜନ
ଓଡ଼ିଶା
ଏସୀୟ କ୍ରୀଡ଼ା ୨୦୨୩: ଭାରତକୁ ମହିଳା ଲଙ୍ଗ ଜମ୍ପ୍ରେ ରୌପ୍ୟ, ମିକ୍ସଡ୍ ରିଲେରେ ବ୍ରୋଞ୍ଜ
ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଜି ଆଉ ଏକ ରୌପ୍ୟ ଓ ବ୍ରୋଞ୍ଜ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ଲଙ୍ଗ ଜମ୍ପ୍ରେ ଭାରତ ରୌପ୍ୟ ପଦକ ହାସଲ କରିଛି। ଆନ୍ସି ସୋଜନ ୬.୬୩ ମିଟର ପର୍ଯ୍ୟନ୍ତ ଡେଇଁ ରୌପ୍ୟ ପଦକ ଜିତିଛନ୍ତି। ସେହିପରି, ୪X୪୦୦ ମିଟର ମିକ୍ସଡ୍ ରିଲେରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି। ଆଜମଲ, ରାମରାଜ, ରମେଶ ଓ ଶୁଭା ଆଣିଲେ ବ୍ରୋଞ୍ଜ […]
ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଜି ଆଉ ଏକ ରୌପ୍ୟ ଓ ବ୍ରୋଞ୍ଜ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ଲଙ୍ଗ ଜମ୍ପ୍ରେ ଭାରତ ରୌପ୍ୟ ପଦକ ହାସଲ କରିଛି। ଆନ୍ସି ସୋଜନ ୬.୬୩ ମିଟର ପର୍ଯ୍ୟନ୍ତ ଡେଇଁ ରୌପ୍ୟ ପଦକ ଜିତିଛନ୍ତି।
ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ
ସେହିପରି, ୪X୪୦୦ ମିଟର ମିକ୍ସଡ୍ ରିଲେରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି। ଆଜମଲ, ରାମରାଜ, ରମେଶ ଓ ଶୁଭା ଆଣିଲେ ବ୍ରୋଞ୍ଜ ପଦକ ।






