ଦିନିକିଆ ବୋଲିଂରେ ପୁଣି ୧ ନମ୍ବର ଯଶପ୍ରୀତ୍‍ ବୁମ୍‍ରା

The Sakala Picture
Published On

ନୂଆଦିଲ୍ଲୀ: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ୍‍ ବୁମ୍‍ରା ୬ଟି ୱିକେଟ୍ ନେଇଥିଲେ। ଏହି ଦମଦାର ପ୍ରଦର୍ଶନ ପରେ ସେ ଆଇସିସି ଓଡିଆଇ ରାଙ୍କିଙ୍ଗରେ ଏକ ନମ୍ବର ବୋଲର ହୋଇଛନ୍ତି। ଟପ୍ -୧୦ ରାଙ୍କିଙ୍ଗରେ ସ୍ଥାନ ପାଇଥିବା  ଏକମାତ୍ର ଭାରତୀୟ ବୋଲର ହେଉଛନ୍ତି ଯଶପ୍ରୀତ୍‍ ବୁମ୍‍ରା । ଫେବୃଆରୀ ୨୦୨୨ ପରଠାରୁ ଯଶପ୍ରୀତ୍‍ ବୁମ୍‍ରା ପ୍ରଥମ ଥର ପାଇଁ  ୧ ନମ୍ବର ବୋଲର ହୋଇପାରିଛନ୍ତି। ପୂର୍ବରୁ ବୁମ୍‍ରା କ୍ରମାଗତ ୭୩୦ଦିନ ପାଇଁ […]

ନୂଆଦିଲ୍ଲୀ: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ୍‍ ବୁମ୍‍ରା ୬ଟି ୱିକେଟ୍ ନେଇଥିଲେ। ଏହି ଦମଦାର ପ୍ରଦର୍ଶନ ପରେ ସେ ଆଇସିସି ଓଡିଆଇ ରାଙ୍କିଙ୍ଗରେ ଏକ ନମ୍ବର ବୋଲର ହୋଇଛନ୍ତି। ଟପ୍ -୧୦ ରାଙ୍କିଙ୍ଗରେ ସ୍ଥାନ ପାଇଥିବା  ଏକମାତ୍ର ଭାରତୀୟ ବୋଲର ହେଉଛନ୍ତି ଯଶପ୍ରୀତ୍‍ ବୁମ୍‍ରା ।

ଆହୁରି ପଢ଼ନ୍ତୁ: ଅଫଗାନିସ୍ତାନ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାମ୍ପରେ ସାମିଲ ହେଲେ ଆକିବ ନବୀ, ବିସିସିଆଇର ବଡ଼ ନିଷ୍ପତ୍ତି

ଫେବୃଆରୀ ୨୦୨୨ ପରଠାରୁ ଯଶପ୍ରୀତ୍‍ ବୁମ୍‍ରା ପ୍ରଥମ ଥର ପାଇଁ  ୧ ନମ୍ବର ବୋଲର ହୋଇପାରିଛନ୍ତି। ପୂର୍ବରୁ ବୁମ୍‍ରା କ୍ରମାଗତ ୭୩୦ଦିନ ପାଇଁ ନମ୍ବର -୧  ବୋଲର ଥିଲେ। ଦିନିକିଆ ମାନ୍ୟତାରେ କପିଲ ଦେବଙ୍କ ପରେ ଯଶପ୍ରୀତ୍‍ ବୁମ୍‍ରା ଦ୍ୱିତୀୟ ଭାରତୀୟ ଦ୍ରୁତ ବୋଲର ଯେ କି ନମ୍ବର ୱାନ ସ୍ଥାନ ହାସଲ କରିଥିଲେ।  ସେହପିରି ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୩ ୱିକେଟ୍ ନେଇଥିବା ମହମ୍ମଦ ଶାମି ମଧ୍ୟ ରାଙ୍କିଙ୍ଗ ଉନ୍ନତ ହୋଇଛି। ଶାମି ୨୩ ତମ ସ୍ଥାନକୁ ଆସିଛନ୍ତି। ଏଥିସହିତ ରବୀନ୍ଦ୍ର ଜାଡେଜା ରାଙ୍କଙ୍ଗରେ ୬ ଟି ସ୍ଥାନ ତଳକୁ ଖସିଛନ୍ତି। ସେ ୪୦ ନମ୍ବରରେ ପହଞ୍ଚିଛନ୍ତି।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ODI କ୍ରିକେଟରେ ୭୧ ଟି ମ୍ୟାଚରେ ବୁମରା ଏପର୍ଯ୍ୟନ୍ତ ୧୧୯ୱିକେଟ୍ ନେଇଛନ୍ତି। ସେ ହାରାହାରି ମାତ୍ର ୨୪.୩୦ରେ ଏହି ୱିକେଟ୍ ନେଇଛନ୍ତି। ଅର୍ଥାତ୍ ପ୍ରତ୍ୟେକ ODI ୱିକେଟ୍ ପାଇଁ ସେ ୨୫ରନ୍ କମ୍ ଦେଇଛନ୍ତି। ODIରେ ୧୦୦+ ୱିକେଟ୍ ନେଇଥିବା ଅନ୍ୟ କୌଣସି ଭାରତୀୟ ବୋଲରଙ୍କ ହାରାହାରି ଏତେ ଭଲ ନାହିଁ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

13 Jul 2022 By The Sakala

ଦିନିକିଆ ବୋଲିଂରେ ପୁଣି ୧ ନମ୍ବର ଯଶପ୍ରୀତ୍‍ ବୁମ୍‍ରା

ନୂଆଦିଲ୍ଲୀ: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ୍‍ ବୁମ୍‍ରା ୬ଟି ୱିକେଟ୍ ନେଇଥିଲେ। ଏହି ଦମଦାର ପ୍ରଦର୍ଶନ ପରେ ସେ ଆଇସିସି ଓଡିଆଇ ରାଙ୍କିଙ୍ଗରେ ଏକ ନମ୍ବର ବୋଲର ହୋଇଛନ୍ତି। ଟପ୍ -୧୦ ରାଙ୍କିଙ୍ଗରେ ସ୍ଥାନ ପାଇଥିବା  ଏକମାତ୍ର ଭାରତୀୟ ବୋଲର ହେଉଛନ୍ତି ଯଶପ୍ରୀତ୍‍ ବୁମ୍‍ରା ।

ଫେବୃଆରୀ ୨୦୨୨ ପରଠାରୁ ଯଶପ୍ରୀତ୍‍ ବୁମ୍‍ରା ପ୍ରଥମ ଥର ପାଇଁ  ୧ ନମ୍ବର ବୋଲର ହୋଇପାରିଛନ୍ତି। ପୂର୍ବରୁ ବୁମ୍‍ରା କ୍ରମାଗତ ୭୩୦ଦିନ ପାଇଁ ନମ୍ବର -୧  ବୋଲର ଥିଲେ। ଦିନିକିଆ ମାନ୍ୟତାରେ କପିଲ ଦେବଙ୍କ ପରେ ଯଶପ୍ରୀତ୍‍ ବୁମ୍‍ରା ଦ୍ୱିତୀୟ ଭାରତୀୟ ଦ୍ରୁତ ବୋଲର ଯେ କି ନମ୍ବର ୱାନ ସ୍ଥାନ ହାସଲ କରିଥିଲେ।  ସେହପିରି ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୩ ୱିକେଟ୍ ନେଇଥିବା ମହମ୍ମଦ ଶାମି ମଧ୍ୟ ରାଙ୍କିଙ୍ଗ ଉନ୍ନତ ହୋଇଛି। ଶାମି ୨୩ ତମ ସ୍ଥାନକୁ ଆସିଛନ୍ତି। ଏଥିସହିତ ରବୀନ୍ଦ୍ର ଜାଡେଜା ରାଙ୍କଙ୍ଗରେ ୬ ଟି ସ୍ଥାନ ତଳକୁ ଖସିଛନ୍ତି। ସେ ୪୦ ନମ୍ବରରେ ପହଞ୍ଚିଛନ୍ତି।

ODI କ୍ରିକେଟରେ ୭୧ ଟି ମ୍ୟାଚରେ ବୁମରା ଏପର୍ଯ୍ୟନ୍ତ ୧୧୯ୱିକେଟ୍ ନେଇଛନ୍ତି। ସେ ହାରାହାରି ମାତ୍ର ୨୪.୩୦ରେ ଏହି ୱିକେଟ୍ ନେଇଛନ୍ତି। ଅର୍ଥାତ୍ ପ୍ରତ୍ୟେକ ODI ୱିକେଟ୍ ପାଇଁ ସେ ୨୫ରନ୍ କମ୍ ଦେଇଛନ୍ତି। ODIରେ ୧୦୦+ ୱିକେଟ୍ ନେଇଥିବା ଅନ୍ୟ କୌଣସି ଭାରତୀୟ ବୋଲରଙ୍କ ହାରାହାରି ଏତେ ଭଲ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର