ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ବକ୍ସିଂରେ ଭାରତକୁ ଡବଲ ସ୍ବର୍ଣ୍ଣ ପଦକ

The Sakala Picture
Published On

ବର୍ମିଂହାମ୍‍ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଜି ଡବଲ ସ୍ବର୍ଣ୍ଣ ପଦକ ମିଳିଛି। ଉଭୟ ପୁରୁଷ ଓ ମହିଳା ବକ୍ସିଂରେ ଏହି ସଫଳତା ହସଲ କରିଛି ଭାରତ । ୪୮ କେଜି ବର୍ଗର ମହିଳା ବକ୍ସିଂରେ ନିତୁ ଘଂଘାସ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ୫୧ କିଗ୍ରା ବର୍ଗରେ ଅମିତ ପଙ୍ଘଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତ ତରଫରୁ ନୀତୁ ଘାଂଘାସ ଇଂଲଣ୍ଡର ଡେମୀ ଜେଡକୁ ୫-୦ ରେ ପରାଜିତ କରିଛନ୍ତି […]

ବର୍ମିଂହାମ୍‍ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଜି ଡବଲ ସ୍ବର୍ଣ୍ଣ ପଦକ ମିଳିଛି। ଉଭୟ ପୁରୁଷ ଓ ମହିଳା ବକ୍ସିଂରେ ଏହି ସଫଳତା ହସଲ କରିଛି ଭାରତ । ୪୮ କେଜି ବର୍ଗର ମହିଳା ବକ୍ସିଂରେ ନିତୁ ଘଂଘାସ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ୫୧ କିଗ୍ରା ବର୍ଗରେ ଅମିତ ପଙ୍ଘଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଜାତୀୟ କ୍ରୀଡ଼ା ଦିବସ: ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳନ, ଶୃଙ୍ଖଳା, ଏକାଗ୍ରତା ଓ ସହନଶୀଳତା ଶିକ୍ଷା ଦେବାରେ କ୍ରୀଡ଼ାର ଭୂମିକା ଅତୁଳନୀୟ

ଭାରତ ତରଫରୁ ନୀତୁ ଘାଂଘାସ ଇଂଲଣ୍ଡର ଡେମୀ ଜେଡକୁ ୫-୦ ରେ ପରାଜିତ କରିଛନ୍ତି । ସେହିପରି ଅମିତ ପଙ୍ଘଲ ଇଂଲଣ୍ଡର କିଆରନ ମାକଡୋନାଲଡ୍କୁ ୫-୦ ରେ ପରାଜିତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଫୁଟବଲରୁ ଲିଓନେଲ୍ ମେସିଙ୍କ ଅବସର ଘୋଷଣା: ୨୦ ବର୍ଷର ଐତିହାସିକ କ୍ୟାରିୟରରେ ପଡିଲା ପୂର୍ଣ୍ଣଚ୍ଛେଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର