ପାରା ଏସୀୟ କ୍ରୀଡା: ଦୃଷ୍ଟିବାଧିତ ଚେସ୍‌ରେ ଓଡ଼ିଆ ପୁଅ ସୌନ୍ଦର୍ଯ୍ୟ ପ୍ରଧାନ ଜିତିଲେ ସ୍ୱର୍ଣ୍ଣ ସହ ଦୁଇଟି ପଦକ

The Sakala Picture
Published On

ହାଙ୍ଗଝୌ: ପାରା ଏସିଆନ୍‌ ଗେମରେ ଓଡ଼ିଆ ପୁଅଙ୍କୁ ସ୍ୱର୍ଣ୍ଣ ପଦକ । ଦୃଷ୍ଟିବାଧିତ ଚେସ୍‌ରେ ଓଡ଼ିଆ ପୁଅ ସୌନ୍ଦର୍ଯ୍ୟ ପ୍ରଧାନ ଜିତିଲେ ସ୍ୱର୍ଣ୍ଣ ସହ ଦୁଇଟି ପଦକ । ବ୍ୟକ୍ତିଗତ ବିଭାଗରେ ରୌପ୍ୟ ପଦକ ହାସଲ ପରେ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି ସୌନ୍ଦର୍ଯ୍ୟ । ପୁରୁଷ ଚେସ ବି୧ ( ବ୍ୟକ୍ତିଗତ ) ଇଭେଣ୍ଟରେ ସୌନ୍ଦର୍ଯ୍ୟ ପ୍ରଧାନ ରୌପ୍ୟ ଜିତିଥିଲେ। ଏଥର ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କ ପରେ ପଦକ ଜିତିବାରେ ସୈ।ନ୍ଦର୍ଯ୍ୟ ହେଉଛନ୍ତି […]

ହାଙ୍ଗଝୌ: ପାରା ଏସିଆନ୍‌ ଗେମରେ ଓଡ଼ିଆ ପୁଅଙ୍କୁ ସ୍ୱର୍ଣ୍ଣ ପଦକ । ଦୃଷ୍ଟିବାଧିତ ଚେସ୍‌ରେ ଓଡ଼ିଆ ପୁଅ ସୌନ୍ଦର୍ଯ୍ୟ ପ୍ରଧାନ ଜିତିଲେ ସ୍ୱର୍ଣ୍ଣ ସହ ଦୁଇଟି ପଦକ । ବ୍ୟକ୍ତିଗତ ବିଭାଗରେ ରୌପ୍ୟ ପଦକ ହାସଲ ପରେ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି ସୌନ୍ଦର୍ଯ୍ୟ । ପୁରୁଷ ଚେସ ବି୧ ( ବ୍ୟକ୍ତିଗତ ) ଇଭେଣ୍ଟରେ ସୌନ୍ଦର୍ଯ୍ୟ ପ୍ରଧାନ ରୌପ୍ୟ ଜିତିଥିଲେ। ଏଥର ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କ ପରେ ପଦକ ଜିତିବାରେ ସୈ।ନ୍ଦର୍ଯ୍ୟ ହେଉଛନ୍ତି ଦ୍ୱିତୀୟ ଓଡ଼ିଆ । ପ୍ରମୋଦ ଭଗତ ବ୍ୟାଡମିଣ୍ଟନରେ ଗୋଟିଏ ସ୍ୱର୍ଣ୍ଣ ସହ ମୋଟ ତିନିଟି ପଦକ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

28 Oct 2023 By The Sakala

ପାରା ଏସୀୟ କ୍ରୀଡା: ଦୃଷ୍ଟିବାଧିତ ଚେସ୍‌ରେ ଓଡ଼ିଆ ପୁଅ ସୌନ୍ଦର୍ଯ୍ୟ ପ୍ରଧାନ ଜିତିଲେ ସ୍ୱର୍ଣ୍ଣ ସହ ଦୁଇଟି ପଦକ

ହାଙ୍ଗଝୌ: ପାରା ଏସିଆନ୍‌ ଗେମରେ ଓଡ଼ିଆ ପୁଅଙ୍କୁ ସ୍ୱର୍ଣ୍ଣ ପଦକ । ଦୃଷ୍ଟିବାଧିତ ଚେସ୍‌ରେ ଓଡ଼ିଆ ପୁଅ ସୌନ୍ଦର୍ଯ୍ୟ ପ୍ରଧାନ ଜିତିଲେ ସ୍ୱର୍ଣ୍ଣ ସହ ଦୁଇଟି ପଦକ । ବ୍ୟକ୍ତିଗତ ବିଭାଗରେ ରୌପ୍ୟ ପଦକ ହାସଲ ପରେ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି ସୌନ୍ଦର୍ଯ୍ୟ । ପୁରୁଷ ଚେସ ବି୧ ( ବ୍ୟକ୍ତିଗତ ) ଇଭେଣ୍ଟରେ ସୌନ୍ଦର୍ଯ୍ୟ ପ୍ରଧାନ ରୌପ୍ୟ ଜିତିଥିଲେ। ଏଥର ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କ ପରେ ପଦକ ଜିତିବାରେ ସୈ।ନ୍ଦର୍ଯ୍ୟ ହେଉଛନ୍ତି ଦ୍ୱିତୀୟ ଓଡ଼ିଆ । ପ୍ରମୋଦ ଭଗତ ବ୍ୟାଡମିଣ୍ଟନରେ ଗୋଟିଏ ସ୍ୱର୍ଣ୍ଣ ସହ ମୋଟ ତିନିଟି ପଦକ ହାସଲ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର