ଏସୀୟ କ୍ରୀଡ଼ା ୨୦୨୩: ମହିଳା ଗୋଲ୍ଫରେ ରୌପ୍ୟ ଜିତି ଇତିହାସ ରଚିଲେ ଭାରତର ଅଦିତି ଅଶୋକ

The Sakala Picture
Published On

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ରୌପ୍ୟ ପଦକ ମିଳିଛି। ଗୋଲ୍ଫରେ ଭାରତକୁ ଏହି ରୌପ୍ୟ ପଦକ ମିଳିଛି। ମହିଳା ଗୋଲ୍ଫରେ ରୌପ୍ୟ ଜିତିଛନ୍ତି ଅଦିତି ଅଶୋକ । ଏଥିସହ ଅଦିତି ଅଶୋକ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ମହିଳା ଗୋଲ୍ଫର ଭାବେ ଏସିଆଡ୍‌ରେ ପଦକ ଜିତିଛନ୍ତି ଅଦିତି ଅଶୋକ। ଏଥିସହ ବର୍ତ୍ତମାନ ୧୦ ସ୍ୱର୍ଣ୍ଣ, ୧୫ ରୌପ୍ୟ ଓ ୧୪ ବ୍ରୋଞ୍ଜ ସହ ଭାରତକୁ […]

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ରୌପ୍ୟ ପଦକ ମିଳିଛି। ଗୋଲ୍ଫରେ ଭାରତକୁ ଏହି ରୌପ୍ୟ ପଦକ ମିଳିଛି। ମହିଳା ଗୋଲ୍ଫରେ ରୌପ୍ୟ ଜିତିଛନ୍ତି ଅଦିତି ଅଶୋକ । ଏଥିସହ ଅଦିତି ଅଶୋକ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ମହିଳା ଗୋଲ୍ଫର ଭାବେ ଏସିଆଡ୍‌ରେ ପଦକ ଜିତିଛନ୍ତି ଅଦିତି ଅଶୋକ। ଏଥିସହ ବର୍ତ୍ତମାନ ୧୦ ସ୍ୱର୍ଣ୍ଣ, ୧୫ ରୌପ୍ୟ ଓ ୧୪ ବ୍ରୋଞ୍ଜ ସହ ଭାରତକୁ ୩୯ ପଦକ ମିଳିଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

01 Oct 2023 By The Sakala

ଏସୀୟ କ୍ରୀଡ଼ା ୨୦୨୩: ମହିଳା ଗୋଲ୍ଫରେ ରୌପ୍ୟ ଜିତି ଇତିହାସ ରଚିଲେ ଭାରତର ଅଦିତି ଅଶୋକ

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ରୌପ୍ୟ ପଦକ ମିଳିଛି। ଗୋଲ୍ଫରେ ଭାରତକୁ ଏହି ରୌପ୍ୟ ପଦକ ମିଳିଛି। ମହିଳା ଗୋଲ୍ଫରେ ରୌପ୍ୟ ଜିତିଛନ୍ତି ଅଦିତି ଅଶୋକ । ଏଥିସହ ଅଦିତି ଅଶୋକ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ମହିଳା ଗୋଲ୍ଫର ଭାବେ ଏସିଆଡ୍‌ରେ ପଦକ ଜିତିଛନ୍ତି ଅଦିତି ଅଶୋକ। ଏଥିସହ ବର୍ତ୍ତମାନ ୧୦ ସ୍ୱର୍ଣ୍ଣ, ୧୫ ରୌପ୍ୟ ଓ ୧୪ ବ୍ରୋଞ୍ଜ ସହ ଭାରତକୁ ୩୯ ପଦକ ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର