ରେସଲର ବବିତା ଫୋଗଟଙ୍କ ଭଉଣୀ ରିତିକାଙ୍କ ଆତ୍ମହତ୍ଯା

The Sakala Picture
Published On

ଚଣ୍ଡୀଗଡ଼: କୁସ୍ତି ଖେଳାଳି ରିତିକା ଫୋଗଟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଫାଇନାଲ ମ୍ୟାଚ ହାରିବାର ଦୁଃଖ ସହ୍ୟ କରି ନ ପାରି ରିତିକା ଏଭଳି ପଦକ୍ଷେପ ନେଇଥିବା ସୂଚନା। ରିତିକା ହେଉଛନ୍ତି ରେସଲର ଗୀତା ଫୋଗଟ ଓ ବବିତା ଫୋଗଟଙ୍କ ସମ୍ପର୍କୀୟା ଭଉଣୀ । ଦ୍ରୋଣାଚାର୍ଯ୍ଯ ପୁରସ୍କାର ବିଜେତା ମହାବୀର ସିଂ ଫୋଗଟଙ୍କଠାରୁ ରିତିକା ଟ୍ରେନିଂ ନେଉଥିଲେ । ସୂଚନା ଅନୁଯାୟୀ, ଗତ ୧୪ ତାରିଖରେ ହରିୟାଣାର ଭରତପୁରଠାରେ ଅନୁଷ୍ଠିତ ହୋଇଥିବା ଏକ ଟୁର୍ଣ୍ଣାମେଣ୍ଟରେ ରିତିକା ୧ […]

ଚଣ୍ଡୀଗଡ଼: କୁସ୍ତି ଖେଳାଳି ରିତିକା ଫୋଗଟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଫାଇନାଲ ମ୍ୟାଚ ହାରିବାର ଦୁଃଖ ସହ୍ୟ କରି ନ ପାରି ରିତିକା ଏଭଳି ପଦକ୍ଷେପ ନେଇଥିବା ସୂଚନା। ରିତିକା ହେଉଛନ୍ତି ରେସଲର ଗୀତା ଫୋଗଟ ଓ ବବିତା ଫୋଗଟଙ୍କ ସମ୍ପର୍କୀୟା ଭଉଣୀ । ଦ୍ରୋଣାଚାର୍ଯ୍ଯ ପୁରସ୍କାର ବିଜେତା ମହାବୀର ସିଂ ଫୋଗଟଙ୍କଠାରୁ ରିତିକା ଟ୍ରେନିଂ ନେଉଥିଲେ ।

ଆହୁରି ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଅଭାବନୀୟ ଘଟଣା: ମେକାନିକ୍‌ଙ୍କ କଥା ମାନି ଘର ଭିତରେ ବାଇକ୍ ଇଞ୍ଜିନ୍ ଷ୍ଟାର୍ଟ ରଖିଲେ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ପୂରା ପରିବାରର ଜୀବନ

ସୂଚନା ଅନୁଯାୟୀ, ଗତ ୧୪ ତାରିଖରେ ହରିୟାଣାର ଭରତପୁରଠାରେ ଅନୁଷ୍ଠିତ ହୋଇଥିବା ଏକ ଟୁର୍ଣ୍ଣାମେଣ୍ଟରେ ରିତିକା ୧ ପଏଣ୍ଟ ପାଇଁ ଫାଇନାଲରେ ହାରି ଯାଇଥିଲେ । ସେହିଦିନ ଠାରୁ ରିତିକା ସର୍ବଦା ମାନସିକା ଚାପରେ ରହୁଥିଲେ । ମ୍ୟାଚ ହାରିବାର ଅବସାଦକୁ ନେଇ ସେ ଗତକାଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ରିତିକାଙ୍କ ପରି ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିସାରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ଶିକ୍ଷକଙ୍କ ନିଆରା ଉପହାର: ନିଜ ଖର୍ଚ୍ଚରେ ୩ ଟପ୍ପର ଛାତ୍ରୀଙ୍କୁ କରାଇଲେ ହେଲିକପ୍ଟର ଯାତ୍ରା

18 Mar 2021 By The Sakala

ରେସଲର ବବିତା ଫୋଗଟଙ୍କ ଭଉଣୀ ରିତିକାଙ୍କ ଆତ୍ମହତ୍ଯା

ଚଣ୍ଡୀଗଡ଼: କୁସ୍ତି ଖେଳାଳି ରିତିକା ଫୋଗଟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଫାଇନାଲ ମ୍ୟାଚ ହାରିବାର ଦୁଃଖ ସହ୍ୟ କରି ନ ପାରି ରିତିକା ଏଭଳି ପଦକ୍ଷେପ ନେଇଥିବା ସୂଚନା। ରିତିକା ହେଉଛନ୍ତି ରେସଲର ଗୀତା ଫୋଗଟ ଓ ବବିତା ଫୋଗଟଙ୍କ ସମ୍ପର୍କୀୟା ଭଉଣୀ । ଦ୍ରୋଣାଚାର୍ଯ୍ଯ ପୁରସ୍କାର ବିଜେତା ମହାବୀର ସିଂ ଫୋଗଟଙ୍କଠାରୁ ରିତିକା ଟ୍ରେନିଂ ନେଉଥିଲେ ।

ସୂଚନା ଅନୁଯାୟୀ, ଗତ ୧୪ ତାରିଖରେ ହରିୟାଣାର ଭରତପୁରଠାରେ ଅନୁଷ୍ଠିତ ହୋଇଥିବା ଏକ ଟୁର୍ଣ୍ଣାମେଣ୍ଟରେ ରିତିକା ୧ ପଏଣ୍ଟ ପାଇଁ ଫାଇନାଲରେ ହାରି ଯାଇଥିଲେ । ସେହିଦିନ ଠାରୁ ରିତିକା ସର୍ବଦା ମାନସିକା ଚାପରେ ରହୁଥିଲେ । ମ୍ୟାଚ ହାରିବାର ଅବସାଦକୁ ନେଇ ସେ ଗତକାଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ରିତିକାଙ୍କ ପରି ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିସାରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର