କ୍ରିକେଟ୍ ଇତିହାସର ସବୁଠୁ ଲଜ୍ୟାଜନକ ବ୍ୟାଟିଂ, ମାତ୍ର ୨ ରନରେ ସମ୍ପୂର୍ଣ୍ଣ ଦଳ ଅଲଆଉଟ୍

The Sakala Picture
Published On

କ୍ରିକେଟ୍ ଇତିହାସର ସବୁଠୁ ଲୋ ସ୍କୋର । ଏକ କାଉଣ୍ଟି ମ୍ୟାଚରେ ଦେଖିବାକୁ ମିଳିଛି ଏମିତି ଲଜ୍ୟାଜନକ ବ୍ୟାଟିଂ । ବକଡନ୍ କ୍ରିକେଟ୍ କ୍ଲବ ଏବଂ ଫାଲକନ୍ସ ହଣ୍ଟିଡନଶାୟର ମଧ୍ୟରେ ଖେଳାଯାଇଥିଲା ଏକ କାଉଣ୍ଟି ଲିଗ୍ ମ୍ୟାଚ୍ । ଯେଉଁଠି ମାତ୍ର ୨ ରନରେ ବକଡନ୍ ଦଳ ହୋଇଯାଇଛି ଅଲଆଉଟ୍ । ଏପରିକି ଦଳର କୌଣସି ଜଣେ ବି ବ୍ୟାଟ୍ସମ୍ୟାନ୍ ନିଜର ଖାତା ଖୋଲିପାରିନାହାନ୍ତି । ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ ହୋଇଛନ୍ତି । ଏହି […]

କ୍ରିକେଟ୍ ଇତିହାସର ସବୁଠୁ ଲୋ ସ୍କୋର । ଏକ କାଉଣ୍ଟି ମ୍ୟାଚରେ ଦେଖିବାକୁ ମିଳିଛି ଏମିତି ଲଜ୍ୟାଜନକ ବ୍ୟାଟିଂ । ବକଡନ୍ କ୍ରିକେଟ୍ କ୍ଲବ ଏବଂ ଫାଲକନ୍ସ ହଣ୍ଟିଡନଶାୟର ମଧ୍ୟରେ ଖେଳାଯାଇଥିଲା ଏକ କାଉଣ୍ଟି ଲିଗ୍ ମ୍ୟାଚ୍ । ଯେଉଁଠି ମାତ୍ର ୨ ରନରେ ବକଡନ୍ ଦଳ ହୋଇଯାଇଛି ଅଲଆଉଟ୍ । ଏପରିକି ଦଳର କୌଣସି ଜଣେ ବି ବ୍ୟାଟ୍ସମ୍ୟାନ୍ ନିଜର ଖାତା ଖୋଲିପାରିନାହାନ୍ତି । ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ ହୋଇଛନ୍ତି । ଏହି ମ୍ୟାଚରେ ଫାଲକନ୍ସ ପ୍ରଥମେ ବ୍ୟାଟିଂ କରି ବକଡନ୍ ଦଳ ଆଗରେ ୨୬୧ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

୨୬୧ରନର ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ କରିବାକୁ ଆସିଥିବା ବକଡନ୍ ଦଳ ମାତ୍ର ୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ବଡ କଥା ହେଉଛି, ଦଳର କୌଣସି ବି ବ୍ୟାଟ୍ସମ୍ୟାନ୍ ଖାତା ଖୋଲିପାରିନଥିଲେ । ଗୋଟିଏ ୱାଇଡ୍ ବଲ୍ ଏବଂ ଗୋଟିଏ ନୋ ବଲ୍ ପାଇଁ ଦଳକୁ ୨ ରନ୍ ମିଳିଥିଲା । ଅନ୍ୟପଟେ ଫାଲକନ୍ସ ଦଳର ଓମଦୀପ ସିଂହ ଏକାକୀ ୬ଟି ୱିକେଟ୍ ଅକ୍ତିଆର୍ କରିଥିଲେ ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

22 Jun 2021 By The Sakala

କ୍ରିକେଟ୍ ଇତିହାସର ସବୁଠୁ ଲଜ୍ୟାଜନକ ବ୍ୟାଟିଂ, ମାତ୍ର ୨ ରନରେ ସମ୍ପୂର୍ଣ୍ଣ ଦଳ ଅଲଆଉଟ୍

କ୍ରିକେଟ୍ ଇତିହାସର ସବୁଠୁ ଲୋ ସ୍କୋର । ଏକ କାଉଣ୍ଟି ମ୍ୟାଚରେ ଦେଖିବାକୁ ମିଳିଛି ଏମିତି ଲଜ୍ୟାଜନକ ବ୍ୟାଟିଂ । ବକଡନ୍ କ୍ରିକେଟ୍ କ୍ଲବ ଏବଂ ଫାଲକନ୍ସ ହଣ୍ଟିଡନଶାୟର ମଧ୍ୟରେ ଖେଳାଯାଇଥିଲା ଏକ କାଉଣ୍ଟି ଲିଗ୍ ମ୍ୟାଚ୍ । ଯେଉଁଠି ମାତ୍ର ୨ ରନରେ ବକଡନ୍ ଦଳ ହୋଇଯାଇଛି ଅଲଆଉଟ୍ । ଏପରିକି ଦଳର କୌଣସି ଜଣେ ବି ବ୍ୟାଟ୍ସମ୍ୟାନ୍ ନିଜର ଖାତା ଖୋଲିପାରିନାହାନ୍ତି । ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ ହୋଇଛନ୍ତି । ଏହି ମ୍ୟାଚରେ ଫାଲକନ୍ସ ପ୍ରଥମେ ବ୍ୟାଟିଂ କରି ବକଡନ୍ ଦଳ ଆଗରେ ୨୬୧ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।

୨୬୧ରନର ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ କରିବାକୁ ଆସିଥିବା ବକଡନ୍ ଦଳ ମାତ୍ର ୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ବଡ କଥା ହେଉଛି, ଦଳର କୌଣସି ବି ବ୍ୟାଟ୍ସମ୍ୟାନ୍ ଖାତା ଖୋଲିପାରିନଥିଲେ । ଗୋଟିଏ ୱାଇଡ୍ ବଲ୍ ଏବଂ ଗୋଟିଏ ନୋ ବଲ୍ ପାଇଁ ଦଳକୁ ୨ ରନ୍ ମିଳିଥିଲା । ଅନ୍ୟପଟେ ଫାଲକନ୍ସ ଦଳର ଓମଦୀପ ସିଂହ ଏକାକୀ ୬ଟି ୱିକେଟ୍ ଅକ୍ତିଆର୍ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର