ଆଇସିସି ଟି-୨୦ ବିଶ୍ୱକପ୍: ଗୋଟିଏ ଗ୍ରୁପରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ

The Sakala Picture
Published On

ନୂଆଦିଲ୍ଲୀ: କରୋନା ପାଇଁ  ଆଇସିସି ଟି-୨୦ ବିଶ୍ୱକପ୍ ଭାରତ ବଦଳରେ ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବ। ୧୭ ଅକ୍ଚୋବରରୁ ଆରମ୍ଭ ହୋଇ ୧୪ ନମ୍ଭେମ୍ବର ଯାଏଁ ଏହି ମ୍ଯାଚ୍ ଖେଳାଯିବ। ଏହି ବିଶ୍ବକପରେ ୧୨ଜଣ ଟିମ ଖେଳିବେ। ଏହି ସୁପର -୧୨ ଟିମକୁ ୨ଟି ଭାଗରେ ବିଭକ୍ତ କରାଯାଇଛି। ଗ୍ରୃର-୧ ଓ ଗ୍ରୃପ- ୨। ଗୋଟିଏ ଗ୍ରୁପରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ସ୍ଥାନ ପାଇଛନ୍ତି । ଯାହା ଫଳରେ ଦୁଇ ଦଳ ଭିତରେ […]

ନୂଆଦିଲ୍ଲୀ: କରୋନା ପାଇଁ  ଆଇସିସି ଟି-୨୦ ବିଶ୍ୱକପ୍ ଭାରତ ବଦଳରେ ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବ। ୧୭ ଅକ୍ଚୋବରରୁ ଆରମ୍ଭ ହୋଇ ୧୪ ନମ୍ଭେମ୍ବର ଯାଏଁ ଏହି ମ୍ଯାଚ୍ ଖେଳାଯିବ। ଏହି ବିଶ୍ବକପରେ ୧୨ଜଣ ଟିମ ଖେଳିବେ। ଏହି ସୁପର -୧୨ ଟିମକୁ ୨ଟି ଭାଗରେ ବିଭକ୍ତ କରାଯାଇଛି। ଗ୍ରୃର-୧ ଓ ଗ୍ରୃପ- ୨। ଗୋଟିଏ ଗ୍ରୁପରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ସ୍ଥାନ ପାଇଛନ୍ତି । ଯାହା ଫଳରେ ଦୁଇ ଦଳ ଭିତରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ


ଗ୍ରୃର-୧ରେ ଥିବା ଟିମ ଗୁଡିକ ହେଲା- ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକ, ୱେଷ୍ଟଇଣ୍ଡିଜ / ଗ୍ରୁପ୍ -1 ର ବିଜେତା
ଗ୍ରୁପ୍ -2ର ରନର୍ସ ଅପ୍

ଗ୍ରୃପ- ୨ରେ ଥିବା  ଟିମ ଗୁଡିକ ହେଲା- ଭାରତ, ପାକିସ୍ତାନ, ନ୍ଯୁଜିଲାଣ୍ଡ ଓ ଆଫଗାନିସ୍ତାନ / ଗ୍ରୁପ୍ -1 ର ରନର୍ସ ଅପ୍
ଗ୍ରୁପ୍ -2 ର ବିଜେତା

ଟୁର୍ଣ୍ଣାମେଣ୍ଟର ପ୍ରଥମ କ୍ୱାଲିଫାଇଙ୍ଗ୍ ଟିମରେ ଶ୍ରୀଲଙ୍କା, ଆର୍ୟଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ନାମ୍ବିଆ ସ୍ଥାନ ପାଇଛନ୍ତି । ଏହାସହ ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପପୁଆ ନ୍ୟୁ ଗିିନି ଓ ଓମାନ ମଧ୍ୟ ରହିଛନ୍ତି । ଏହି ୮ ଦଳ ଭିତରୁ ୪ଟି ଟିମ୍ ମୁଖ୍ୟ ପର୍ଯ୍ଯାୟକୁ ଉତ୍ତୀର୍ଣ୍ଣ ହେବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp