ମନୋରଞ୍ଜନ
ଓଡ଼ିଶା
ବିଶ୍ଵକପ୍ରେ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କ ଦ୍ରୁତତମ ଶତକ
ନୂଆଦିଲ୍ଲୀ: ଆଇସିସି ବିଶ୍ବକପ ୨୦୨୩ । ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ମ୍ୟାଚରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଅଷ୍ଟ୍ରେଲିଆ ଧୂଆଁଧାର ବ୍ୟାଟିଂ କରିଛି। ଗ୍ଲେନ ମ୍ୟାକ୍ସଓ୍ଵେଲ୍ ବିଶ୍ଵକପ୍ ଇତିହାସରେ ସବୁଠୁ ଦ୍ରୁତତମ ଶତକ ହାସଲ କରିଛନ୍ତି। ୪୦ ବଲ୍ରେ ଶତକ ମାରି ରେକର୍ଡ କରିଛନ୍ତି ମାକ୍ସୱେଲ । ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୩୯୯ ରନ କରିଛି। ଷ୍ଟିଭ୍ ସ୍ମିଥ ୭୧ ଓ ମାର୍ନସ ଲାବୁସେନ ୬୨ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। […]
ନୂଆଦିଲ୍ଲୀ: ଆଇସିସି ବିଶ୍ବକପ ୨୦୨୩ । ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ମ୍ୟାଚରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଅଷ୍ଟ୍ରେଲିଆ ଧୂଆଁଧାର ବ୍ୟାଟିଂ କରିଛି। ଗ୍ଲେନ ମ୍ୟାକ୍ସଓ୍ଵେଲ୍ ବିଶ୍ଵକପ୍ ଇତିହାସରେ ସବୁଠୁ ଦ୍ରୁତତମ ଶତକ ହାସଲ କରିଛନ୍ତି। ୪୦ ବଲ୍ରେ ଶତକ ମାରି ରେକର୍ଡ କରିଛନ୍ତି ମାକ୍ସୱେଲ । ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୩୯୯ ରନ କରିଛି। ଷ୍ଟିଭ୍ ସ୍ମିଥ ୭୧ ଓ ମାର୍ନସ ଲାବୁସେନ ୬୨ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୧୦୪ ରନ କରି ଆଉଟ ହୋଇଥିଲେ। ନେଦରଲ୍ୟାଣ୍ଡ୍ସ ସମ୍ମୁଖରେ ୪୦୦ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି।
ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା
ନେଦରଲ୍ୟାଣ୍ଡ୍ସ ପକ୍ଷରୁ ବୋଲିଂରେ ଲୋଗାନ ଭାନ ବିକ୍ ୭୪ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି।






