ମୁଣ୍ଡ ଉପରେ ବେଲ୍‌ଚା ରଖି ବିଶ୍ବ ରେକର୍ଡ

The Sakala Picture
Published On

ବିଶ୍ବରେକର୍ଡ଼ କରିବା ନିଶାରେ କେହି କେହି ସବୁ ସୀମା ପାର୍‌ କରିଦିଅନ୍ତି। ଏହାର ଏକ ଉଦାହରଣ ହେଉଛନ୍ତି ଡେଭିଡ୍‌ ରସ୍। ବଗିଚାରେ ମାଟି ଖୋଳିବା ପାଇଁ ବ୍ୟବହାର କରାଯାଉଥିବା ବେଲ୍‌ଚାକୁ ସେ ନିଜ ମଥା ଉପରେ ୨ ଘଣ୍ଟା ୩୬ ମିନିଟ୍‌ ୬ ସେକେଣ୍ଡ୍‌ ପର୍ଯ୍ୟନ୍ତ ବାଲାନ୍ସ କରି ରଖିଥିଲେ। ଏହି ବେଲ୍‌ଚାର ଓଜନ ୨ ପାଉଣ୍ଡ୍‌ ଓ ୩ ଆଉନ୍ସ ବୋଲି ଜଣାପଡ଼ିଛି। ଡେଭିଡ୍‌ଙ୍କ ଏହି କାରନାମା ବିଶ୍ବ ରେକର୍ଡରେ ସାମିଲ ହୋଇଛି। ଡେଭିଡ୍‌ ପୂର୍ବରୁ […]

ବିଶ୍ବରେକର୍ଡ଼ କରିବା ନିଶାରେ କେହି କେହି ସବୁ ସୀମା ପାର୍‌ କରିଦିଅନ୍ତି। ଏହାର ଏକ ଉଦାହରଣ ହେଉଛନ୍ତି ଡେଭିଡ୍‌ ରସ୍। ବଗିଚାରେ ମାଟି ଖୋଳିବା ପାଇଁ ବ୍ୟବହାର କରାଯାଉଥିବା ବେଲ୍‌ଚାକୁ ସେ ନିଜ ମଥା ଉପରେ ୨ ଘଣ୍ଟା ୩୬ ମିନିଟ୍‌ ୬ ସେକେଣ୍ଡ୍‌ ପର୍ଯ୍ୟନ୍ତ ବାଲାନ୍ସ କରି ରଖିଥିଲେ। ଏହି ବେଲ୍‌ଚାର ଓଜନ ୨ ପାଉଣ୍ଡ୍‌ ଓ ୩ ଆଉନ୍ସ ବୋଲି ଜଣାପଡ଼ିଛି। ଡେଭିଡ୍‌ଙ୍କ ଏହି କାରନାମା ବିଶ୍ବ ରେକର୍ଡରେ ସାମିଲ ହୋଇଛି। ଡେଭିଡ୍‌ ପୂର୍ବରୁ ମଥା ଉପରେ ବିଭିନ୍ନ ପ୍ରକାର ଜିନିଷକୁ ଅଧିକ ସମୟ ରଖିବାରେ ୧୫୦ଟି ବିଶ୍ବ ରେକର୍ଡ କରିବାରେ ସମର୍ଥ ହୋଇଛନ୍ତି। ଏ ସମ୍ପର୍କରେ ସେ କହିଛନ୍ତି ଯେ, ଏଭଳି ସନ୍ତୁଳନ ରକ୍ଷା ପାଇଁ ଶାରୀରିକ ଓ ମାନସିକ ସ୍ଥିରତା ବହୁତ ଜରୁରୀ।

ଆହୁରି ପଢ଼ନ୍ତୁ: ଦୁର୍ବଳ ମାନସିକ ସ୍ୱାସ୍ଥ୍ୟ ପାଇଁ ସ୍କ୍ରିନ୍ ନିଶା ଦାୟୀ: ସର୍ବବୃହତ୍ ସମୀକ୍ଷାରୁ ଆସିଲା ଚିନ୍ତାଜନକ ରିପୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp