ନୂତନ ବୈବାହିକ ଜୀବନ ଆରମ୍ଭ କରିବାକୁ ଯାଉଥିବା ଯୋଡ଼ିଙ୍କ ପାଇଁ ଓବାମାଙ୍କ ଟିପ୍ସ….

The Sakala Picture
Published On

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ୩ ଅକ୍ଟୋବର ୧୯୯୨ ମସିହାରେ ମିସେଲ୍‌ଙ୍କୁ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ବାରାକ୍‌ ଓ ମିସେଲ୍‌ଙ୍କ ଯୋଡ଼ିକୁ ବିଶ୍ବର ଏକ ଆଦର୍ଶ ଦମ୍ପତି ଭାବେ ବିବେଚନା କରାଯାଏ। ଏକଦା ଏକ ସାକ୍ଷାତକାରରେ ଓବାମାଙ୍କ ପ୍ରଶଂସା କରି ମିସେଲ୍‌ କହିଥିଲେ ଯେ, ସେ ଜଣେ ଭଲ ସ୍ବାମୀ ଓ ବନ୍ଧୁ। ସେ ଏପରି ଜଣେ ବ୍ୟକ୍ତି ଯାହାଙ୍କ ସହିତ ଜୀବନର ପଥ ସୁଗମ ହୋଇଉଠିଛି। ଯେଉଁ ଯୁବକମାନେ […]

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ୩ ଅକ୍ଟୋବର ୧୯୯୨ ମସିହାରେ ମିସେଲ୍‌ଙ୍କୁ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ବାରାକ୍‌ ଓ ମିସେଲ୍‌ଙ୍କ ଯୋଡ଼ିକୁ ବିଶ୍ବର ଏକ ଆଦର୍ଶ ଦମ୍ପତି ଭାବେ ବିବେଚନା କରାଯାଏ। ଏକଦା ଏକ ସାକ୍ଷାତକାରରେ ଓବାମାଙ୍କ ପ୍ରଶଂସା କରି ମିସେଲ୍‌ କହିଥିଲେ ଯେ, ସେ ଜଣେ ଭଲ ସ୍ବାମୀ ଓ ବନ୍ଧୁ। ସେ ଏପରି ଜଣେ ବ୍ୟକ୍ତି ଯାହାଙ୍କ ସହିତ ଜୀବନର ପଥ ସୁଗମ ହୋଇଉଠିଛି। ଯେଉଁ ଯୁବକମାନେ ବିବାହ କରିବାକୁ ଯାଉଛନ୍ତି ନିକଟରେ ସେମାନଙ୍କ ପାଇଁ ଓବାମା କିଛି ଉପଦେଶ ଦେଇଛନ୍ତି। ସେ କହିଛନ୍ତି ଯେ-

ଆହୁରି ପଢ଼ନ୍ତୁ: 'ମୁଁ ଭଲ ବାପା ନୁହେଁ, ସେଥିପାଇଁ ବୋହୂ ତଡ଼ିଦେଲା'; ଜାପୁ ଆରବ ପେଟ୍ ଭ୍ଲଗର ନୂଆ ଭିଡିଓ ଭାଇରାଲ

  • ବିବାହ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। କାରଣ ଆପଣଙ୍କୁ ସେହି ଲୋକ ସହ ସାରା ଜୀବନ କାଟିବାକୁ ହୋଇଥାଏ। ତେଣୁ ଏଭଳି ଏକ ନିଷ୍ପତ୍ତି ଭାବିଚିନ୍ତି ନେବା ଆବଶ୍ୟକ। ଆପଣଙ୍କର ଏକ ଭୁଲ୍ ନିଷ୍ପତ୍ତି ପୂରା ଜୀବନକୁ ନଷ୍ଟ କରିଦେବ।

  • ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ନିଜକୁ ଏହି ପ୍ରଶ୍ନ ପଚାରିବାକୁ ହେବ ଯେ, ଆପଣ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ଆପଣଙ୍କୁ କେତେ ଭଲ ଲାଗନ୍ତି। ତାଙ୍କ କଥାବାର୍ତ୍ତା, ବ୍ୟବହାର ଆପଣଙ୍କୁ ବିରକ୍ତ କରୁନାହିଁ ତ?

  • ଯାହାକୁ ଆପଣ ବିବାହ କରିବାକୁ ଚାହୁଁଛନ୍ତି, ତାଙ୍କର ସ୍ବଭାବ କିପରି ଓ ସେ ଆପଣଙ୍କୁ ହସାଇ ବା ଖୁସିରେ ରଖି ପାରିବେ ତ ?

  • ଆପଣଙ୍କ ଜୀବନସାଥୀ ଦାୟିତ୍ବ ନେବାକୁ ସମର୍ଥ କି ନାହିଁ, ତାହା ଜାଣିବା ମଧ୍ୟ ଆବଶ୍ୟକ। ଆପଣଙ୍କ ପିଲାର ସେ ଜଣେ ଭଲ ମା’ ହୋଇପାରିବେ ତ, ତାହା ମଧ୍ୟ ଜାଣି ରଖନ୍ତୁ।

06 May 2022 By The Sakala

ନୂତନ ବୈବାହିକ ଜୀବନ ଆରମ୍ଭ କରିବାକୁ ଯାଉଥିବା ଯୋଡ଼ିଙ୍କ ପାଇଁ ଓବାମାଙ୍କ ଟିପ୍ସ….

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ୩ ଅକ୍ଟୋବର ୧୯୯୨ ମସିହାରେ ମିସେଲ୍‌ଙ୍କୁ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ବାରାକ୍‌ ଓ ମିସେଲ୍‌ଙ୍କ ଯୋଡ଼ିକୁ ବିଶ୍ବର ଏକ ଆଦର୍ଶ ଦମ୍ପତି ଭାବେ ବିବେଚନା କରାଯାଏ। ଏକଦା ଏକ ସାକ୍ଷାତକାରରେ ଓବାମାଙ୍କ ପ୍ରଶଂସା କରି ମିସେଲ୍‌ କହିଥିଲେ ଯେ, ସେ ଜଣେ ଭଲ ସ୍ବାମୀ ଓ ବନ୍ଧୁ। ସେ ଏପରି ଜଣେ ବ୍ୟକ୍ତି ଯାହାଙ୍କ ସହିତ ଜୀବନର ପଥ ସୁଗମ ହୋଇଉଠିଛି। ଯେଉଁ ଯୁବକମାନେ ବିବାହ କରିବାକୁ ଯାଉଛନ୍ତି ନିକଟରେ ସେମାନଙ୍କ ପାଇଁ ଓବାମା କିଛି ଉପଦେଶ ଦେଇଛନ୍ତି। ସେ କହିଛନ୍ତି ଯେ-

  • ବିବାହ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। କାରଣ ଆପଣଙ୍କୁ ସେହି ଲୋକ ସହ ସାରା ଜୀବନ କାଟିବାକୁ ହୋଇଥାଏ। ତେଣୁ ଏଭଳି ଏକ ନିଷ୍ପତ୍ତି ଭାବିଚିନ୍ତି ନେବା ଆବଶ୍ୟକ। ଆପଣଙ୍କର ଏକ ଭୁଲ୍ ନିଷ୍ପତ୍ତି ପୂରା ଜୀବନକୁ ନଷ୍ଟ କରିଦେବ।

  • ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ନିଜକୁ ଏହି ପ୍ରଶ୍ନ ପଚାରିବାକୁ ହେବ ଯେ, ଆପଣ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ଆପଣଙ୍କୁ କେତେ ଭଲ ଲାଗନ୍ତି। ତାଙ୍କ କଥାବାର୍ତ୍ତା, ବ୍ୟବହାର ଆପଣଙ୍କୁ ବିରକ୍ତ କରୁନାହିଁ ତ?

  • ଯାହାକୁ ଆପଣ ବିବାହ କରିବାକୁ ଚାହୁଁଛନ୍ତି, ତାଙ୍କର ସ୍ବଭାବ କିପରି ଓ ସେ ଆପଣଙ୍କୁ ହସାଇ ବା ଖୁସିରେ ରଖି ପାରିବେ ତ ?

  • ଆପଣଙ୍କ ଜୀବନସାଥୀ ଦାୟିତ୍ବ ନେବାକୁ ସମର୍ଥ କି ନାହିଁ, ତାହା ଜାଣିବା ମଧ୍ୟ ଆବଶ୍ୟକ। ଆପଣଙ୍କ ପିଲାର ସେ ଜଣେ ଭଲ ମା’ ହୋଇପାରିବେ ତ, ତାହା ମଧ୍ୟ ଜାଣି ରଖନ୍ତୁ।

https://www.thesakala.in/special/obamas-tips-for-a-succesfull-married-life/article-11337
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର