ବିବାହ ତାରିଖରୁ ଜାଣନ୍ତୁ କେମିତି କଟିବ ବୈବାହିକ ଜୀବନ….

The Sakala Picture
Published On

ବିବାହ ପରେ ସମସ୍ତେ ଜାଣିବାକୁ ଚାହିଥାନ୍ତି, ଜୀବନସାଥୀ ସହିତ ତାଙ୍କ ସମୟ କିଭଳି ଅତିବାହିତ ହେବ। ତେବେ ଏହି ପ୍ରଶ୍ନର ଉତ୍ତର ଅଙ୍କ ଜ୍ୟୋତିଷରେ ଥିବା ବିଶ୍ବାସ କରାଯାଏ। ଅଙ୍କ ଜ୍ୟୋତିଷ ଅନୁସାରେ, କୌଣସି ଜାତକର ବୈବାହିକ ଜୀବନର ସିଧା ସମ୍ବନ୍ଧ ସେମାନଙ୍କ ବିବାହ ତିଥି ସହିତ ଥାଏ। ଏଣୁ ବିବାହ ତାରିଖରୁ ବୈବାହିତ ଜୀବନ ଜାଣି ହେବ। ମୂଳାଙ୍କ ୧: ବାହାଘର କୌଣସି ମାସର ୧, ୧୦, ୧୯ ଏବଂ ୨୮ ତାରିଖରେ ହୋଇଥିଲେ ଅଙ୍କ […]

ବିବାହ ପରେ ସମସ୍ତେ ଜାଣିବାକୁ ଚାହିଥାନ୍ତି, ଜୀବନସାଥୀ ସହିତ ତାଙ୍କ ସମୟ କିଭଳି ଅତିବାହିତ ହେବ। ତେବେ ଏହି ପ୍ରଶ୍ନର ଉତ୍ତର ଅଙ୍କ ଜ୍ୟୋତିଷରେ ଥିବା ବିଶ୍ବାସ କରାଯାଏ। ଅଙ୍କ ଜ୍ୟୋତିଷ ଅନୁସାରେ, କୌଣସି ଜାତକର ବୈବାହିକ ଜୀବନର ସିଧା ସମ୍ବନ୍ଧ ସେମାନଙ୍କ ବିବାହ ତିଥି ସହିତ ଥାଏ। ଏଣୁ ବିବାହ ତାରିଖରୁ ବୈବାହିତ ଜୀବନ ଜାଣି ହେବ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ମଣିଷ-କୁମ୍ଭୀର ସମ୍ପର୍କର ବିରଳ ଚିତ୍ର: ୧୩୦ ବର୍ଷର 'ଗଙ୍ଗାରାମ'ର ମୃତ୍ୟୁରେ କାନ୍ଦିଥିଲା ପୂରା ଗାଁ

ମୂଳାଙ୍କ ୧: ବାହାଘର କୌଣସି ମାସର ୧, ୧୦, ୧୯ ଏବଂ ୨୮ ତାରିଖରେ ହୋଇଥିଲେ ଅଙ୍କ ଜ୍ୟୋତିଷରେ ଏହାକୁ ମୂଳାଙ୍କ ୧ ବୋଲି କୁହାଯାଏ। ଏହି ତାରିଖରେ ବିବାହ ହୋଇଥିଲେ ଜୀବନସାଥୀଙ୍କ ସହିତ ସମୟେ ସମୟେ ସାମାନ୍ୟ କଳି ଝଗଡ଼ା ଏବଂ ମତ-ମନାନ୍ତର ଲାଗି ରହେ।

ଆହୁରି ପଢ଼ନ୍ତୁ: ୧୯୯୧ ମସିହାର ଆଜିର ଦିନରେ ବଦଳିଥିଲା ଭାରତର ଅର୍ଥନୈତିକ ଦିଗ: ମନମୋହନ ସିଂହଙ୍କ ସେହି ଐତିହାସିକ ବଜେଟକୁ ୩୫ ବର୍ଷ ପୂର୍ତ୍ତି

ମୂଳାଙ୍କ ୨: ୨,୧୧,୨୦,୨୯ ତାରିଖରେ ବିବାହ କରିଥିବା ଲୋକଙ୍କ ମୂଳାଙ୍କ ୨। ଏହି ତାରିଖରେ ବିବାହ କରିଥିବା ଲୋକଙ୍କ ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ତଥା ଶାନ୍ତିପ୍ରଦ ହୋଇଥାଏ।

ଆହୁରି ପଢ଼ନ୍ତୁ: ଆଜି ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି

ମୂଳାଙ୍କ ୩: ବାହାଘର ୩, ୧୨, ୨୧ ଏବଂ ୩୦ ତାରିଖରେ ହୋଇଥିଲେ ଏହାର ମୂଳାଙ୍କ ୩ ହୋଇଥାଏ। ଅଙ୍କ ଜ୍ୟୋତିଷ ଅନୁସାରେ, ବୈବାହିକ ଜୀବନ ଖୁସିରେ ଭରପୂର ହୋଇଥାଏ।

ମୂଳାଙ୍କ ୪: ୪,୧୩, ୨୨, ୩୧ ତାରିଖରେ ବିବାହ କରିଥିବା ଲୋକଙ୍କର ମୂଳାଙ୍କ ୪। ଜୀବନସାଥୀଙ୍କ କଥା ଶୁଣନ୍ତି ଓ ମାନନ୍ତି। ପାରସ୍ପରିକ ବୁଝାମଣା ଥିବାରୁ ଏଭଳି ଲୋକଙ୍କ ଦାମ୍ପତ୍ୟ ସୁଖମୟ ହୋଇଥାଏ।

ମୂଳାଙ୍କ୫: କୌଣସି ମାସରେ ୫, ୧୪, ୨୩ ତାରିଖରେ ବିବାହ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ୫। ଏଭଳି ଲୋକଙ୍କ ଦାମ୍ପତ୍ୟ ଜୀବନରେ କାଁ ଭାଁ ମନୋମାଳିନ୍ୟ ଦେଖା ଦିଏ।

ମୂଳାଙ୍କ ୬: ୬,୧୫, ୨୪ ତାରିଖରେ ବିବାହ ଲୋକଙ୍କ ମୂଳାଙ୍କ ୬। ଅଙ୍କ ଜ୍ୟୋତିଷ ଅନୁସାରେ, ଜୀବନସାଥୀ ସହିତ ଭଲ ସମୟ ଅତିବାହିତ ହୋଇଥାଏ। କେବେ କେବେ ମନୋମାଳିନ୍ୟ ସୃଷ୍ଟି ହୁଏ।

ମୂଳାଙ୍କ ୭: ୭,୧୬, ୨୫ ତାରିଖରେ ବିବାହ କରିଥିବା ଲୋକଙ୍କ ମୂଳାଙ୍କ ୭। ସେମାନଙ୍କ ବୈବାହିକ ଜୀବନ ସଫଳ ଓ ସୁଖମୟ ହୋଇଥାଏ।

ମୂଳାଙ୍କ ୮: କୌଣସି ମାସର ୮,୧୭, ୨୬ ତାରିଖରେ ବିବାହ କରିଥିଲେ, ମୂଳାଙ୍କ ୮ ହୋଇଥାଏ। ଜୀବନସାଥୀ ପ୍ରତ୍ୟେକ ସମୟରେ ସବୁ କାର୍ଯ୍ୟରେ ସାଥ୍ ଦେଇଥାନ୍ତି।

ମୂଳାଙ୍କ ୯: ୯,୧୮, ୨୭ ତାରିଖରେ ବିବାହ କରିଥିବା ଲୋକଙ୍କ ମୂଳାଙ୍କ ୯ ହୋଇଥାଏ। ସେମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥିଲେ ହେଁ ବେଳେବେଳେ ମତଭେଦ ଦେଖା ଦିଏ।

07 Apr 2025 By The Sakala

ବିବାହ ତାରିଖରୁ ଜାଣନ୍ତୁ କେମିତି କଟିବ ବୈବାହିକ ଜୀବନ….

ବିବାହ ପରେ ସମସ୍ତେ ଜାଣିବାକୁ ଚାହିଥାନ୍ତି, ଜୀବନସାଥୀ ସହିତ ତାଙ୍କ ସମୟ କିଭଳି ଅତିବାହିତ ହେବ। ତେବେ ଏହି ପ୍ରଶ୍ନର ଉତ୍ତର ଅଙ୍କ ଜ୍ୟୋତିଷରେ ଥିବା ବିଶ୍ବାସ କରାଯାଏ। ଅଙ୍କ ଜ୍ୟୋତିଷ ଅନୁସାରେ, କୌଣସି ଜାତକର ବୈବାହିକ ଜୀବନର ସିଧା ସମ୍ବନ୍ଧ ସେମାନଙ୍କ ବିବାହ ତିଥି ସହିତ ଥାଏ। ଏଣୁ ବିବାହ ତାରିଖରୁ ବୈବାହିତ ଜୀବନ ଜାଣି ହେବ।

ମୂଳାଙ୍କ ୧: ବାହାଘର କୌଣସି ମାସର ୧, ୧୦, ୧୯ ଏବଂ ୨୮ ତାରିଖରେ ହୋଇଥିଲେ ଅଙ୍କ ଜ୍ୟୋତିଷରେ ଏହାକୁ ମୂଳାଙ୍କ ୧ ବୋଲି କୁହାଯାଏ। ଏହି ତାରିଖରେ ବିବାହ ହୋଇଥିଲେ ଜୀବନସାଥୀଙ୍କ ସହିତ ସମୟେ ସମୟେ ସାମାନ୍ୟ କଳି ଝଗଡ଼ା ଏବଂ ମତ-ମନାନ୍ତର ଲାଗି ରହେ।

ମୂଳାଙ୍କ ୨: ୨,୧୧,୨୦,୨୯ ତାରିଖରେ ବିବାହ କରିଥିବା ଲୋକଙ୍କ ମୂଳାଙ୍କ ୨। ଏହି ତାରିଖରେ ବିବାହ କରିଥିବା ଲୋକଙ୍କ ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ତଥା ଶାନ୍ତିପ୍ରଦ ହୋଇଥାଏ।

ମୂଳାଙ୍କ ୩: ବାହାଘର ୩, ୧୨, ୨୧ ଏବଂ ୩୦ ତାରିଖରେ ହୋଇଥିଲେ ଏହାର ମୂଳାଙ୍କ ୩ ହୋଇଥାଏ। ଅଙ୍କ ଜ୍ୟୋତିଷ ଅନୁସାରେ, ବୈବାହିକ ଜୀବନ ଖୁସିରେ ଭରପୂର ହୋଇଥାଏ।

ମୂଳାଙ୍କ ୪: ୪,୧୩, ୨୨, ୩୧ ତାରିଖରେ ବିବାହ କରିଥିବା ଲୋକଙ୍କର ମୂଳାଙ୍କ ୪। ଜୀବନସାଥୀଙ୍କ କଥା ଶୁଣନ୍ତି ଓ ମାନନ୍ତି। ପାରସ୍ପରିକ ବୁଝାମଣା ଥିବାରୁ ଏଭଳି ଲୋକଙ୍କ ଦାମ୍ପତ୍ୟ ସୁଖମୟ ହୋଇଥାଏ।

ମୂଳାଙ୍କ୫: କୌଣସି ମାସରେ ୫, ୧୪, ୨୩ ତାରିଖରେ ବିବାହ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ୫। ଏଭଳି ଲୋକଙ୍କ ଦାମ୍ପତ୍ୟ ଜୀବନରେ କାଁ ଭାଁ ମନୋମାଳିନ୍ୟ ଦେଖା ଦିଏ।

ମୂଳାଙ୍କ ୬: ୬,୧୫, ୨୪ ତାରିଖରେ ବିବାହ ଲୋକଙ୍କ ମୂଳାଙ୍କ ୬। ଅଙ୍କ ଜ୍ୟୋତିଷ ଅନୁସାରେ, ଜୀବନସାଥୀ ସହିତ ଭଲ ସମୟ ଅତିବାହିତ ହୋଇଥାଏ। କେବେ କେବେ ମନୋମାଳିନ୍ୟ ସୃଷ୍ଟି ହୁଏ।

ମୂଳାଙ୍କ ୭: ୭,୧୬, ୨୫ ତାରିଖରେ ବିବାହ କରିଥିବା ଲୋକଙ୍କ ମୂଳାଙ୍କ ୭। ସେମାନଙ୍କ ବୈବାହିକ ଜୀବନ ସଫଳ ଓ ସୁଖମୟ ହୋଇଥାଏ।

ମୂଳାଙ୍କ ୮: କୌଣସି ମାସର ୮,୧୭, ୨୬ ତାରିଖରେ ବିବାହ କରିଥିଲେ, ମୂଳାଙ୍କ ୮ ହୋଇଥାଏ। ଜୀବନସାଥୀ ପ୍ରତ୍ୟେକ ସମୟରେ ସବୁ କାର୍ଯ୍ୟରେ ସାଥ୍ ଦେଇଥାନ୍ତି।

ମୂଳାଙ୍କ ୯: ୯,୧୮, ୨୭ ତାରିଖରେ ବିବାହ କରିଥିବା ଲୋକଙ୍କ ମୂଳାଙ୍କ ୯ ହୋଇଥାଏ। ସେମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥିଲେ ହେଁ ବେଳେବେଳେ ମତଭେଦ ଦେଖା ଦିଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp