ଚଢେଇ ଆକୃତିର ଆମ୍ବ ଦେଖିବାକୁ ଲୋକଙ୍କ ମଧ୍ୟରେ ଭିଡ

The Sakala Picture
Published On

ହରଭଙ୍ଗା: ଫଳମୂଳ, ପନିପରିବା ଅନେକ ସମୟରେ ଭିନ୍ନ ଭିନ୍ନ ଜୀବଜନ୍ତୁଙ୍କ ଅବିକଳ ନକଲ ପରି ଦେଖାଯାଇଥାନ୍ତି । ଯାହାକୁ ନେଇ ଦେଖେଣାହାରୀଙ୍କ ମଧ୍ୟରେ ମନୋରଞ୍ଜନ ଆଣିଥାଏ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଙ୍କଲା ଗ୍ରାମର ସୁଶାନ୍ତ ବେହେରାଙ୍କ ଆମ୍ବ ବଗିଚାରେ । ଆଜି ସୁଶାନ୍ତ ବେହେରା ନିଜ ଆମ୍ବ ବଗିଚାରୁ ଆମ୍ବ ତୋଳୁଥିବା ସମୟରେ ଏକ ବିରଳ ଆମ୍ବ ଦେଖିବାକୁ ପାଇଥିଲେ । […]

ହରଭଙ୍ଗା: ଫଳମୂଳ, ପନିପରିବା ଅନେକ ସମୟରେ ଭିନ୍ନ ଭିନ୍ନ ଜୀବଜନ୍ତୁଙ୍କ ଅବିକଳ ନକଲ ପରି ଦେଖାଯାଇଥାନ୍ତି । ଯାହାକୁ ନେଇ ଦେଖେଣାହାରୀଙ୍କ ମଧ୍ୟରେ ମନୋରଞ୍ଜନ ଆଣିଥାଏ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଙ୍କଲା ଗ୍ରାମର ସୁଶାନ୍ତ ବେହେରାଙ୍କ ଆମ୍ବ ବଗିଚାରେ । ଆଜି ସୁଶାନ୍ତ ବେହେରା ନିଜ ଆମ୍ବ ବଗିଚାରୁ ଆମ୍ବ ତୋଳୁଥିବା ସମୟରେ ଏକ ବିରଳ ଆମ୍ବ ଦେଖିବାକୁ ପାଇଥିଲେ । ଆମ୍ବଟିର ଆକୃତି ଓ ବର୍ଣ୍ଣ ଏମିତି ଦେଖାଯାଉଛି ଯାହା କି ଆମ୍ବ ବୋଲି ବିଶ୍ଵାସ କରି ହେବ ନାହିଁ । ଆମ୍ବ ସତ୍ୟ କିନ୍ତୁ ଦେଖାଯାଉଛି ଏକ ‘ଚଢେଇ’ ପରି । ଏହି ଆମ୍ବ କୁ ଦେଖିବା ପାଇଁ ଲୋଙ୍କ ଗହଳି ଦେଖାଦେଇଛି । ଏହି ଆମ୍ବଟିର ଓଜନ ୨୫୦ ଗ୍ରାମ ଥିବାବେଳେ ଆମ୍ବଟିର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

19 Jun 2021 By The Sakala

ଚଢେଇ ଆକୃତିର ଆମ୍ବ ଦେଖିବାକୁ ଲୋକଙ୍କ ମଧ୍ୟରେ ଭିଡ

ହରଭଙ୍ଗା: ଫଳମୂଳ, ପନିପରିବା ଅନେକ ସମୟରେ ଭିନ୍ନ ଭିନ୍ନ ଜୀବଜନ୍ତୁଙ୍କ ଅବିକଳ ନକଲ ପରି ଦେଖାଯାଇଥାନ୍ତି । ଯାହାକୁ ନେଇ ଦେଖେଣାହାରୀଙ୍କ ମଧ୍ୟରେ ମନୋରଞ୍ଜନ ଆଣିଥାଏ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଙ୍କଲା ଗ୍ରାମର ସୁଶାନ୍ତ ବେହେରାଙ୍କ ଆମ୍ବ ବଗିଚାରେ । ଆଜି ସୁଶାନ୍ତ ବେହେରା ନିଜ ଆମ୍ବ ବଗିଚାରୁ ଆମ୍ବ ତୋଳୁଥିବା ସମୟରେ ଏକ ବିରଳ ଆମ୍ବ ଦେଖିବାକୁ ପାଇଥିଲେ । ଆମ୍ବଟିର ଆକୃତି ଓ ବର୍ଣ୍ଣ ଏମିତି ଦେଖାଯାଉଛି ଯାହା କି ଆମ୍ବ ବୋଲି ବିଶ୍ଵାସ କରି ହେବ ନାହିଁ । ଆମ୍ବ ସତ୍ୟ କିନ୍ତୁ ଦେଖାଯାଉଛି ଏକ ‘ଚଢେଇ’ ପରି । ଏହି ଆମ୍ବ କୁ ଦେଖିବା ପାଇଁ ଲୋଙ୍କ ଗହଳି ଦେଖାଦେଇଛି । ଏହି ଆମ୍ବଟିର ଓଜନ ୨୫୦ ଗ୍ରାମ ଥିବାବେଳେ ଆମ୍ବଟିର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର