ଜାଣନ୍ତୁ ଶିବପୂଜାର ନୀତିନିୟମ…

The Sakala Picture
Published On

-ସୋମବାର ଦିନ ଶିବ ପୂଜା ପାଇଁ ସବୁଜ, ଲାଲ୍‌, ଧଳା, ଗେରୁଆ, ହଳଦିଆ କିମ୍ବା ହାଲ୍‌କା ନୀଳ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ। -କଳାରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ। -ଶିବପୂଜାରେ ତୁଳସୀ ପତ୍ର ବ୍ୟବହାର କରନ୍ତୁ ନାହିଁ। -ପୂଜା ସମୟରେ ନଡ଼ିଆକୁ ଭୋଗ କରିପାରିବେ। କିନ୍ତୁ ନଡ଼ିଆ ଜଳରେ ଶିବଙ୍କ ଅଭିଷେକ କରନ୍ତୁ ନାହିଁ। -ସୁଖସମୃଦ୍ଧି ବୃଦ୍ଧି ପାଇଁ ସ୍ନାନ କରିବା ପରେ ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

-ସୋମବାର ଦିନ ଶିବ ପୂଜା ପାଇଁ ସବୁଜ, ଲାଲ୍‌, ଧଳା, ଗେରୁଆ, ହଳଦିଆ କିମ୍ବା ହାଲ୍‌କା ନୀଳ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ।

ଆହୁରି ପଢ଼ନ୍ତୁ: ରାଜ୍ୟର ୭୧ଟି ସରକାରୀ ହାଇସ୍କୁଲରେ ଆରମ୍ଭ ହେବ ଯୁକ୍ତ ଦୁଇ କ୍ଲାସ୍, ଛାତ୍ରଛାତ୍ରୀଙ୍କୁ ମିଳିବ ବଡ଼ ସୁବିଧା

-କଳାରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ।

ଆହୁରି ପଢ଼ନ୍ତୁ: ଭାରତ ପକ୍ଷରୁ ବଙ୍ଗୋପସାଗରରେ ମିସାଇଲ୍ ପରୀକ୍ଷଣ ପାଇଁ 'NOTAM' ଜାରି: ଅଗ୍ନି କିମ୍ବା K-4 SLBM ର ହୋଇପାରେ ପରୀକ୍ଷଣ

-ଶିବପୂଜାରେ ତୁଳସୀ ପତ୍ର ବ୍ୟବହାର କରନ୍ତୁ ନାହିଁ।

ଆହୁରି ପଢ଼ନ୍ତୁ: ଶ୍ରାବଣ ପ୍ରଥମ ସୋମବାର ୨୦୨୬: ଭଗବାନ ଶିବଙ୍କ କୃପା ପାଇବା ପାଇଁ ପାଠ କରନ୍ତୁ 'ଶିବ ସ୍ତୁତି', ଜାଣନ୍ତୁ ଏହାର ମହତ୍ତ୍ୱ

-ପୂଜା ସମୟରେ ନଡ଼ିଆକୁ ଭୋଗ କରିପାରିବେ। କିନ୍ତୁ ନଡ଼ିଆ ଜଳରେ ଶିବଙ୍କ ଅଭିଷେକ କରନ୍ତୁ ନାହିଁ।

-ସୁଖସମୃଦ୍ଧି ବୃଦ୍ଧି ପାଇଁ ସ୍ନାନ କରିବା ପରେ ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

24 Feb 2025 By The Sakala

ଜାଣନ୍ତୁ ଶିବପୂଜାର ନୀତିନିୟମ…

-ସୋମବାର ଦିନ ଶିବ ପୂଜା ପାଇଁ ସବୁଜ, ଲାଲ୍‌, ଧଳା, ଗେରୁଆ, ହଳଦିଆ କିମ୍ବା ହାଲ୍‌କା ନୀଳ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ।

-କଳାରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ।

-ଶିବପୂଜାରେ ତୁଳସୀ ପତ୍ର ବ୍ୟବହାର କରନ୍ତୁ ନାହିଁ।

-ପୂଜା ସମୟରେ ନଡ଼ିଆକୁ ଭୋଗ କରିପାରିବେ। କିନ୍ତୁ ନଡ଼ିଆ ଜଳରେ ଶିବଙ୍କ ଅଭିଷେକ କରନ୍ତୁ ନାହିଁ।

-ସୁଖସମୃଦ୍ଧି ବୃଦ୍ଧି ପାଇଁ ସ୍ନାନ କରିବା ପରେ ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp