ଆସନ୍ତୁ ଜାଣିବା…. ଏପରି ଏକ ମନ୍ଦିର ବିଷୟରେ ଯେଉଁ ମନ୍ଦିରରୁ ଚୋରି କଲେ ପୂର୍ଣ୍ଣ ହୁଏ ମନସ୍କାମନା

The Sakala Picture
Published On

ପିଲାଟିବେଳରୁ ଆମକୁ ଶିକ୍ଷା ଦିଆଯାଏ ଯେ, ଚୋରି କରିବା ଏକ ଅପରାଧ। କିନ୍ତୁ ଆମ ଦେଶରେ ଏପରି ଏକ ମନ୍ଦିର ଅଛି ଯେଉଁଠି ଚୋରି କଲେ ଦଣ୍ଡ ମିଳେ ନାହିଁ କି, ଏହାକୁ ଏକ ପାପ ବା ଅପରାଧଭାବେ ବିବେଚନା ମଧ୍ୟ କରାଯାଏ ନାହିଁ। ଏହି ମନ୍ଦିରରୁ ଚୋରି କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଉତ୍ତରାଖଣ୍ଡର ଚୁଡିଆଲା ଗ୍ରାମରେ ଏହି ମନ୍ଦିର ଅଛି। ଏହି ପ୍ରାଚୀନ ମନ୍ଦିର ଚୂଡ଼ାମଣି ନାମରେ ପ୍ରସିଦ୍ଧ। ଏହି […]

ପିଲାଟିବେଳରୁ ଆମକୁ ଶିକ୍ଷା ଦିଆଯାଏ ଯେ, ଚୋରି କରିବା ଏକ ଅପରାଧ। କିନ୍ତୁ ଆମ ଦେଶରେ ଏପରି ଏକ ମନ୍ଦିର ଅଛି ଯେଉଁଠି ଚୋରି କଲେ ଦଣ୍ଡ ମିଳେ ନାହିଁ କି, ଏହାକୁ ଏକ ପାପ ବା ଅପରାଧଭାବେ ବିବେଚନା ମଧ୍ୟ କରାଯାଏ ନାହିଁ। ଏହି ମନ୍ଦିରରୁ ଚୋରି କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଉତ୍ତରାଖଣ୍ଡର ଚୁଡିଆଲା ଗ୍ରାମରେ ଏହି ମନ୍ଦିର ଅଛି। ଏହି ପ୍ରାଚୀନ ମନ୍ଦିର ଚୂଡ଼ାମଣି ନାମରେ ପ୍ରସିଦ୍ଧ। ଏହି ମନ୍ଦିରରୁ ଚୋରି କଲେ ଜେଲ୍‌ ଦଣ୍ଡ ହୋଇନଥାଏ। ସାଧାରଣତଃ ଯେଉଁ ଦମ୍ପତିମାନେ ସନ୍ତାନ ପ୍ରାପ୍ତି କରିବାକୁ ଚାହାଁନ୍ତି, ସେମାନେ ଏହି ମନ୍ଦିରକୁ ଆସନ୍ତି। ମା’ଙ୍କ ମୂର୍ତ୍ତି ନିକଟରେ କାଠର କଣ୍ଢେଇ ରଖାଯାଇଥାଏ। ଏହାକୁ ଦମ୍ପତିମାନେ ଚୋରି କରିଥାନ୍ତି। ସନ୍ତାନ ପ୍ରାପ୍ତି ହୋଇସାରିବା ପରେ ଚୋରି କରିଥିବା ଦମ୍ପତି ନିଜ ସନ୍ତାନ ସହ ମନ୍ଦିରକୁ ଆସନ୍ତି ଏବଂ କାଠର କଣ୍ଢେଇ ମା’ଙ୍କ ନିକଟରେ ଚଢ଼ାନ୍ତି। ଏହା ଏକ ଶକ୍ତିପୀଠ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ମା' ଲକ୍ଷ୍ମୀଙ୍କର ଅତି ପ୍ରିୟ ଏହି ୫ଟି ରାଶି, ବର୍ଷିବ ଅପାର ଧନସମ୍ପତ୍ତି

02 Jul 2021 By The Sakala

ଆସନ୍ତୁ ଜାଣିବା…. ଏପରି ଏକ ମନ୍ଦିର ବିଷୟରେ ଯେଉଁ ମନ୍ଦିରରୁ ଚୋରି କଲେ ପୂର୍ଣ୍ଣ ହୁଏ ମନସ୍କାମନା

ପିଲାଟିବେଳରୁ ଆମକୁ ଶିକ୍ଷା ଦିଆଯାଏ ଯେ, ଚୋରି କରିବା ଏକ ଅପରାଧ। କିନ୍ତୁ ଆମ ଦେଶରେ ଏପରି ଏକ ମନ୍ଦିର ଅଛି ଯେଉଁଠି ଚୋରି କଲେ ଦଣ୍ଡ ମିଳେ ନାହିଁ କି, ଏହାକୁ ଏକ ପାପ ବା ଅପରାଧଭାବେ ବିବେଚନା ମଧ୍ୟ କରାଯାଏ ନାହିଁ। ଏହି ମନ୍ଦିରରୁ ଚୋରି କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଉତ୍ତରାଖଣ୍ଡର ଚୁଡିଆଲା ଗ୍ରାମରେ ଏହି ମନ୍ଦିର ଅଛି। ଏହି ପ୍ରାଚୀନ ମନ୍ଦିର ଚୂଡ଼ାମଣି ନାମରେ ପ୍ରସିଦ୍ଧ। ଏହି ମନ୍ଦିରରୁ ଚୋରି କଲେ ଜେଲ୍‌ ଦଣ୍ଡ ହୋଇନଥାଏ। ସାଧାରଣତଃ ଯେଉଁ ଦମ୍ପତିମାନେ ସନ୍ତାନ ପ୍ରାପ୍ତି କରିବାକୁ ଚାହାଁନ୍ତି, ସେମାନେ ଏହି ମନ୍ଦିରକୁ ଆସନ୍ତି। ମା’ଙ୍କ ମୂର୍ତ୍ତି ନିକଟରେ କାଠର କଣ୍ଢେଇ ରଖାଯାଇଥାଏ। ଏହାକୁ ଦମ୍ପତିମାନେ ଚୋରି କରିଥାନ୍ତି। ସନ୍ତାନ ପ୍ରାପ୍ତି ହୋଇସାରିବା ପରେ ଚୋରି କରିଥିବା ଦମ୍ପତି ନିଜ ସନ୍ତାନ ସହ ମନ୍ଦିରକୁ ଆସନ୍ତି ଏବଂ କାଠର କଣ୍ଢେଇ ମା’ଙ୍କ ନିକଟରେ ଚଢ଼ାନ୍ତି। ଏହା ଏକ ଶକ୍ତିପୀଠ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp