ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ପକ୍ଷୀପ୍ରେମୀ ଛାତ୍ର : ପକେଟ୍‌ ମନିରୁ ଚଢ଼େଇଙ୍କ ପାଇଁ ଖାଦ୍ୟ

The Sakala Picture
Published On

ବ୍ୟକ୍ତି ଓ ପଶୁପକ୍ଷୀଙ୍କୁ ଅନେକ ଲୋକ ତାଙ୍କ ସାଧ୍ୟ ମତେ ସାହାଯ୍ୟ କରୁଥିବାର ଦେଖାଯାଇଛି। କରୋନା ସମୟରେ ପରୋପକାର ଓ ତଥା ସେବା ମନୋବୃତ୍ତି ବୃଦ୍ଧି ପାଇଛି। ପ୍ରତିଦିନ ଏହିପରି କିଛି ଖବର ସୋସିଆଲ ମିଡିଆ, ଟିଭି, ଖବରକାଗଜ ଆଦିରେ ଆମେ ଦେଖିବାକୁ ପାଉଛନ୍ତି। ଏହି ପରିପ୍ରେକ୍ଷୀରେ ସୁରଟର କିଛି ସ୍କୁଲ ପିଲା ପକ୍ଷୀଙ୍କ ମୁହଁରେ ଆହାର ଦେବା ପାଇଁ ନିଜ ପକେଟ୍‌ ମନିରୁ ଖାଦ୍ୟ କିଣୁଛନ୍ତି। ଏହି ପକ୍ଷୀପ୍ରେମୀ ପିଲାମାନେ ମକା କିଣି ଚଢ଼େଇମାନଙ୍କ ପାଇଁ […]

ବ୍ୟକ୍ତି ଓ ପଶୁପକ୍ଷୀଙ୍କୁ ଅନେକ ଲୋକ ତାଙ୍କ ସାଧ୍ୟ ମତେ ସାହାଯ୍ୟ କରୁଥିବାର ଦେଖାଯାଇଛି। କରୋନା ସମୟରେ ପରୋପକାର ଓ ତଥା ସେବା ମନୋବୃତ୍ତି ବୃଦ୍ଧି ପାଇଛି। ପ୍ରତିଦିନ ଏହିପରି କିଛି ଖବର ସୋସିଆଲ ମିଡିଆ, ଟିଭି, ଖବରକାଗଜ ଆଦିରେ ଆମେ ଦେଖିବାକୁ ପାଉଛନ୍ତି। ଏହି ପରିପ୍ରେକ୍ଷୀରେ ସୁରଟର କିଛି ସ୍କୁଲ ପିଲା ପକ୍ଷୀଙ୍କ ମୁହଁରେ ଆହାର ଦେବା ପାଇଁ ନିଜ ପକେଟ୍‌ ମନିରୁ ଖାଦ୍ୟ କିଣୁଛନ୍ତି। ଏହି ପକ୍ଷୀପ୍ରେମୀ ପିଲାମାନେ ମକା କିଣି ଚଢ଼େଇମାନଙ୍କ ପାଇଁ ଗଛରେ ସେଗୁଡ଼ିକୁ ବାନ୍ଧି ଦିଅନ୍ତି। ପିଲାମାନଙ୍କର ଏହି ଭିଡିଓକୁ ଆଇଏଫ୍‌ଏସ୍‌ ଶ୍ବେତା ବୋଡୁ ସେୟାର କରିଛନ୍ତି।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

04 Jul 2021 By The Sakala

ପକ୍ଷୀପ୍ରେମୀ ଛାତ୍ର : ପକେଟ୍‌ ମନିରୁ ଚଢ଼େଇଙ୍କ ପାଇଁ ଖାଦ୍ୟ

ବ୍ୟକ୍ତି ଓ ପଶୁପକ୍ଷୀଙ୍କୁ ଅନେକ ଲୋକ ତାଙ୍କ ସାଧ୍ୟ ମତେ ସାହାଯ୍ୟ କରୁଥିବାର ଦେଖାଯାଇଛି। କରୋନା ସମୟରେ ପରୋପକାର ଓ ତଥା ସେବା ମନୋବୃତ୍ତି ବୃଦ୍ଧି ପାଇଛି। ପ୍ରତିଦିନ ଏହିପରି କିଛି ଖବର ସୋସିଆଲ ମିଡିଆ, ଟିଭି, ଖବରକାଗଜ ଆଦିରେ ଆମେ ଦେଖିବାକୁ ପାଉଛନ୍ତି। ଏହି ପରିପ୍ରେକ୍ଷୀରେ ସୁରଟର କିଛି ସ୍କୁଲ ପିଲା ପକ୍ଷୀଙ୍କ ମୁହଁରେ ଆହାର ଦେବା ପାଇଁ ନିଜ ପକେଟ୍‌ ମନିରୁ ଖାଦ୍ୟ କିଣୁଛନ୍ତି। ଏହି ପକ୍ଷୀପ୍ରେମୀ ପିଲାମାନେ ମକା କିଣି ଚଢ଼େଇମାନଙ୍କ ପାଇଁ ଗଛରେ ସେଗୁଡ଼ିକୁ ବାନ୍ଧି ଦିଅନ୍ତି। ପିଲାମାନଙ୍କର ଏହି ଭିଡିଓକୁ ଆଇଏଫ୍‌ଏସ୍‌ ଶ୍ବେତା ବୋଡୁ ସେୟାର କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp