ପ୍ରଶ୍ନର ଉତ୍ତର ଦେଲେ ଛାଡ଼ ହେବ ଅଟୋ ଭଡା !

The Sakala Picture
Published On

ପଶ୍ଚିମବଙ୍ଗର ନିଆରା ଇ-ରିକ୍ସା ଚାଳକ ହେଉଛନ୍ତି ସୁରଞ୍ଜନ କର୍ମକାର। ସେ ଏମିତି ଜଣେ ଅଟେ। ଚାଳକ, ଯେ କି କୁଇଜ୍‌ର ଉତ୍ତର ଦେଲେ ଯାତ୍ରୀଙ୍କଠାରୁ ଭଡ଼ା ଛାଡ଼ କରୁଛନ୍ତି | ଫେସ୍‌ବୁକ୍ ୟୁଜର ଶଙ୍କଳନ ସରକାର ତାଙ୍କ କଥା ସାମାଜିକ ଗଣାମାଧ୍ୟମରେ ସେୟାର କରିବା ପରେ ସୁରଞ୍ଜନ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କ ଟୋଟୋ (ଇ-ରିକ୍ସା)ରେ ଶଙ୍କଳନ ଓ ତାଙ୍କ ସ୍ତ୍ରୀ ଯାତ୍ରା କରୁଥିଲେ | ତେବେ ସେ ପଚାରୁଥିବା ପ୍ରଶ୍ନ ଗୁଡିକର ଉତ୍ତର […]

ପଶ୍ଚିମବଙ୍ଗର ନିଆରା ଇ-ରିକ୍ସା ଚାଳକ ହେଉଛନ୍ତି ସୁରଞ୍ଜନ କର୍ମକାର। ସେ ଏମିତି ଜଣେ ଅଟେ। ଚାଳକ, ଯେ କି କୁଇଜ୍‌ର ଉତ୍ତର ଦେଲେ ଯାତ୍ରୀଙ୍କଠାରୁ ଭଡ଼ା ଛାଡ଼ କରୁଛନ୍ତି | ଫେସ୍‌ବୁକ୍ ୟୁଜର ଶଙ୍କଳନ ସରକାର ତାଙ୍କ କଥା ସାମାଜିକ ଗଣାମାଧ୍ୟମରେ ସେୟାର କରିବା ପରେ ସୁରଞ୍ଜନ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କ ଟୋଟୋ (ଇ-ରିକ୍ସା)ରେ ଶଙ୍କଳନ ଓ ତାଙ୍କ ସ୍ତ୍ରୀ ଯାତ୍ରା କରୁଥିଲେ | ତେବେ ସେ ପଚାରୁଥିବା ପ୍ରଶ୍ନ ଗୁଡିକର ଉତ୍ତର ଦେଲେ ଭଡ଼ା ଛାଡ଼ କରିବେ ବୋଲି ସୁରଞ୍ଜନ ସେମାନଙ୍କୁ କହିଲେ । ଏହା ଶୁଣି ଶଙ୍କଳନଙ୍କୁ ପ୍ରଥମେ ଅଜବ ଲାଗିଥିଲା। ମାତ୍ର ପରବର୍ତ୍ତୀ ସମୟରେ ସେ ତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ତାଙ୍କୁ ଗୋଟିଏ କି ଦୁଇଟି ନୁହେଁ, ବରଂ ସେ ୧୫ଟି ପ୍ରଶ୍ନ ପଚାରି ଥିଲେ। । ଜନ ଗଣ ମନ ଅଧିନାୟକର ରଚୟିତାଙ୍କଠାରୁ ଆରମ୍ଭ କରି ବିଶ୍ବର ପ୍ରଥମ ଟେଷ୍ଟ ଟ୍ୟୁବ୍ ବେବିର ନାଁ ସବୁ କିଛି ତାଙ୍କ କୁଇଜ୍‌ରେ ସାମିଲ ଥିଲା । ତେବେ ଶେଷରେ ଜଣାପଡ଼ିଲା ଘରର ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ସୁରଞ୍ଜନ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ମାତ୍ର ନିୟମିତ ସେ ଦିନ ୨ଟା ଯାଏଁ ପାଠ ପଢନ୍ତି । ଏହାବାଦ୍ ସେ ଲିଲୁହା ପୁସ୍ତକ ପ୍ରଦର୍ଶନୀ ସଂସ୍ଥାର ସଦସ୍ୟ ମଧ୍ୟ ଅଛନ୍ତି। ତାଙ୍କ ଅଟୋରେ ଷ୍ଟିଫେନ୍ ହକି, ଆଲବର୍ଟ ଆଇନଷ୍ଟାଇନ୍, କଳ୍ପନା ଚାୱଲା ପ୍ରମୁଖଙ୍କ ଫଟୋ ଶୋଭା ପାଏ। ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ସୁରଞ୍ଜନଙ୍କର ଏହି ପୋଷ୍ଟଟି ସେୟାର୍ ହେବା ପରେ ତାହାକୁ ୩୦୦ରୁ ଅଧିକ ଲୋକେ ପସନ୍ଦ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

26 Nov 2021 By The Sakala

ପ୍ରଶ୍ନର ଉତ୍ତର ଦେଲେ ଛାଡ଼ ହେବ ଅଟୋ ଭଡା !

ପଶ୍ଚିମବଙ୍ଗର ନିଆରା ଇ-ରିକ୍ସା ଚାଳକ ହେଉଛନ୍ତି ସୁରଞ୍ଜନ କର୍ମକାର। ସେ ଏମିତି ଜଣେ ଅଟେ। ଚାଳକ, ଯେ କି କୁଇଜ୍‌ର ଉତ୍ତର ଦେଲେ ଯାତ୍ରୀଙ୍କଠାରୁ ଭଡ଼ା ଛାଡ଼ କରୁଛନ୍ତି | ଫେସ୍‌ବୁକ୍ ୟୁଜର ଶଙ୍କଳନ ସରକାର ତାଙ୍କ କଥା ସାମାଜିକ ଗଣାମାଧ୍ୟମରେ ସେୟାର କରିବା ପରେ ସୁରଞ୍ଜନ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କ ଟୋଟୋ (ଇ-ରିକ୍ସା)ରେ ଶଙ୍କଳନ ଓ ତାଙ୍କ ସ୍ତ୍ରୀ ଯାତ୍ରା କରୁଥିଲେ | ତେବେ ସେ ପଚାରୁଥିବା ପ୍ରଶ୍ନ ଗୁଡିକର ଉତ୍ତର ଦେଲେ ଭଡ଼ା ଛାଡ଼ କରିବେ ବୋଲି ସୁରଞ୍ଜନ ସେମାନଙ୍କୁ କହିଲେ । ଏହା ଶୁଣି ଶଙ୍କଳନଙ୍କୁ ପ୍ରଥମେ ଅଜବ ଲାଗିଥିଲା। ମାତ୍ର ପରବର୍ତ୍ତୀ ସମୟରେ ସେ ତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ତାଙ୍କୁ ଗୋଟିଏ କି ଦୁଇଟି ନୁହେଁ, ବରଂ ସେ ୧୫ଟି ପ୍ରଶ୍ନ ପଚାରି ଥିଲେ। । ଜନ ଗଣ ମନ ଅଧିନାୟକର ରଚୟିତାଙ୍କଠାରୁ ଆରମ୍ଭ କରି ବିଶ୍ବର ପ୍ରଥମ ଟେଷ୍ଟ ଟ୍ୟୁବ୍ ବେବିର ନାଁ ସବୁ କିଛି ତାଙ୍କ କୁଇଜ୍‌ରେ ସାମିଲ ଥିଲା । ତେବେ ଶେଷରେ ଜଣାପଡ଼ିଲା ଘରର ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ସୁରଞ୍ଜନ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ମାତ୍ର ନିୟମିତ ସେ ଦିନ ୨ଟା ଯାଏଁ ପାଠ ପଢନ୍ତି । ଏହାବାଦ୍ ସେ ଲିଲୁହା ପୁସ୍ତକ ପ୍ରଦର୍ଶନୀ ସଂସ୍ଥାର ସଦସ୍ୟ ମଧ୍ୟ ଅଛନ୍ତି। ତାଙ୍କ ଅଟୋରେ ଷ୍ଟିଫେନ୍ ହକି, ଆଲବର୍ଟ ଆଇନଷ୍ଟାଇନ୍, କଳ୍ପନା ଚାୱଲା ପ୍ରମୁଖଙ୍କ ଫଟୋ ଶୋଭା ପାଏ। ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ସୁରଞ୍ଜନଙ୍କର ଏହି ପୋଷ୍ଟଟି ସେୟାର୍ ହେବା ପରେ ତାହାକୁ ୩୦୦ରୁ ଅଧିକ ଲୋକେ ପସନ୍ଦ କରିଛନ୍ତି ।

https://www.thesakala.in/special/auto-rent-will-free-if-you-answered-the-question/article-7160
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର