ଅକ୍ଷୟ ତୃତୀୟା ରେ ଏହି କାମ କଲେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ସହ ହେଇଥାଏ ଧନଲାଭ …

The Sakala Picture
Published On

ଅକ୍ଷୟ ତୃତୀୟାକୁ ଅତ୍ୟନ୍ତ ଶୁଭଦିନ ବୋଲି କୁହାଯାଇଛି। ତେବେ ଏହି ଦିନ କିଛି କାମ ଏଭଳି ଅଛି, ଯାହାକୁ କରିବା ଦ୍ବାରା ଧନଲାଭ ହୁଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ। ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ଅଭିଷେକ ଅକ୍ଷୟ ତୃତୀୟାରେ ଭଗବାନ ବିଷ୍ଣୁଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଅଭିଷେକ ସମୟରେ ଦେବୀ ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ। ଶ୍ରୀସୁକ୍ତ ପାଠ: ଧର୍ମ ଗ୍ରନ୍ଥରେ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ […]

ଅକ୍ଷୟ ତୃତୀୟାକୁ ଅତ୍ୟନ୍ତ ଶୁଭଦିନ ବୋଲି କୁହାଯାଇଛି। ତେବେ ଏହି ଦିନ କିଛି କାମ ଏଭଳି ଅଛି, ଯାହାକୁ କରିବା ଦ୍ବାରା ଧନଲାଭ ହୁଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ଅଭିଷେକ
ଅକ୍ଷୟ ତୃତୀୟାରେ ଭଗବାନ ବିଷ୍ଣୁଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଅଭିଷେକ ସମୟରେ ଦେବୀ ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ।

ଶ୍ରୀସୁକ୍ତ ପାଠ: ଧର୍ମ ଗ୍ରନ୍ଥରେ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ମନ୍ତ୍ର ଓ ସ୍ତୁତି ପାଠ କରନ୍ତୁ। ଏଥିରୁ ଶ୍ରୀସୁକ୍ତ ଅନ୍ୟତମ। ଅକ୍ଷୟ ତୃତୀୟାରେ ନାଲି ପୋଷାକ ପିନ୍ଧି ଦେବୀ ଲକ୍ଷ୍ମୀଙ୍କ ପାଖରେ ଘିଅ ଦୀପ ଜାଳନ୍ତୁ ଏବଂ ଶ୍ରୀସୁକ୍ତ ପାଠ କରନ୍ତୁ।

ରାଶି ଅନୁସାରେ ମନ୍ତ୍ର ଜପ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ରାଶି ଅନୁସାରେ ମନ୍ତ୍ର କୁହାଯାଛି। ଏହି ମନ୍ତ୍ରକୁ ଅକ୍ଷୟ ତୃତୀୟାରେ କରିବା ଦରକାର। ଅବଶ୍ୟ ଏହା ପୂର୍ବରୁ ଦେବୀ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ଜରୁରୀ।

ଘରେ ଯନ୍ତ୍ର ସ୍ଥାପନା: ଜ୍ୟୋତିଷ ଶାସ୍ତ୍ରରେ ଅନେକ ବିଶେଷ ଯନ୍ତ୍ର ସମ୍ପର୍କରେ କୁହାଯାଇଛି। ଏହା ଦ୍ବାରା ଧନଲାଭ ଯୋଗ ସୃଷ୍ଟି ହୁଏ। ଶ୍ରୀଯନ୍ତ୍ର, ମହାଲକ୍ଷ୍ମୀ ଯନ୍ତ୍ର, ମଙ୍ଗଳ ଯନ୍ତ୍ର ଏବଂ କନକଧାର ଯନ୍ତ୍ର ପ୍ରମୁଖ ଅଛି। ଏଥିରୁ ଯେକୌଣସି ଗୋଟିଏ ଯନ୍ତ୍ରକୁ ଅକ୍ଷୟ ତୃତୀୟାରେ ଘରେ ସ୍ଥାପନା କରି ପୂଜା କରନ୍ତୁ। ନିତିଦିନ ଏହାକୁ ପୂଜା କରିବା ଦ୍ବାରା ଅର୍ଥାଭାବ ରହିବ ନାହିଁ।

28 Apr 2025 By The Sakala

ଅକ୍ଷୟ ତୃତୀୟା ରେ ଏହି କାମ କଲେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ସହ ହେଇଥାଏ ଧନଲାଭ …

ଅକ୍ଷୟ ତୃତୀୟାକୁ ଅତ୍ୟନ୍ତ ଶୁଭଦିନ ବୋଲି କୁହାଯାଇଛି। ତେବେ ଏହି ଦିନ କିଛି କାମ ଏଭଳି ଅଛି, ଯାହାକୁ କରିବା ଦ୍ବାରା ଧନଲାଭ ହୁଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ।

ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ଅଭିଷେକ
ଅକ୍ଷୟ ତୃତୀୟାରେ ଭଗବାନ ବିଷ୍ଣୁଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଅଭିଷେକ ସମୟରେ ଦେବୀ ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ।

ଶ୍ରୀସୁକ୍ତ ପାଠ: ଧର୍ମ ଗ୍ରନ୍ଥରେ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ମନ୍ତ୍ର ଓ ସ୍ତୁତି ପାଠ କରନ୍ତୁ। ଏଥିରୁ ଶ୍ରୀସୁକ୍ତ ଅନ୍ୟତମ। ଅକ୍ଷୟ ତୃତୀୟାରେ ନାଲି ପୋଷାକ ପିନ୍ଧି ଦେବୀ ଲକ୍ଷ୍ମୀଙ୍କ ପାଖରେ ଘିଅ ଦୀପ ଜାଳନ୍ତୁ ଏବଂ ଶ୍ରୀସୁକ୍ତ ପାଠ କରନ୍ତୁ।

ରାଶି ଅନୁସାରେ ମନ୍ତ୍ର ଜପ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ରାଶି ଅନୁସାରେ ମନ୍ତ୍ର କୁହାଯାଛି। ଏହି ମନ୍ତ୍ରକୁ ଅକ୍ଷୟ ତୃତୀୟାରେ କରିବା ଦରକାର। ଅବଶ୍ୟ ଏହା ପୂର୍ବରୁ ଦେବୀ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ଜରୁରୀ।

ଘରେ ଯନ୍ତ୍ର ସ୍ଥାପନା: ଜ୍ୟୋତିଷ ଶାସ୍ତ୍ରରେ ଅନେକ ବିଶେଷ ଯନ୍ତ୍ର ସମ୍ପର୍କରେ କୁହାଯାଇଛି। ଏହା ଦ୍ବାରା ଧନଲାଭ ଯୋଗ ସୃଷ୍ଟି ହୁଏ। ଶ୍ରୀଯନ୍ତ୍ର, ମହାଲକ୍ଷ୍ମୀ ଯନ୍ତ୍ର, ମଙ୍ଗଳ ଯନ୍ତ୍ର ଏବଂ କନକଧାର ଯନ୍ତ୍ର ପ୍ରମୁଖ ଅଛି। ଏଥିରୁ ଯେକୌଣସି ଗୋଟିଏ ଯନ୍ତ୍ରକୁ ଅକ୍ଷୟ ତୃତୀୟାରେ ଘରେ ସ୍ଥାପନା କରି ପୂଜା କରନ୍ତୁ। ନିତିଦିନ ଏହାକୁ ପୂଜା କରିବା ଦ୍ବାରା ଅର୍ଥାଭାବ ରହିବ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp