ଭାଇରାଲ ଫଟୋ: ୫ କେଜି ଓଜନର ବରଫ ଗୋଲା

The Sakala Picture
Published On

ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ରକମର ଖାଦ୍ୟକୁ ନେଇ ବିଭିନ୍ନ ଫଟୋ ତଥା ଭିଡିଓ ଭାଇରାଲ ହେଉଛି। ଏହି କ୍ରମରେ ୫ କେଜିର ଆଇସ୍ ଗୋଲା ବା ବରଫ ଗୋଲା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଗୁଜରାଟ ସୁରଟର ଅଞ୍ଚଳର ଜଣେ ଦୋକାନୀ ଏଭଳି ଏକ ଆଇସ୍‌ଗୋଲା ପ୍ରସ୍ତୁତ କରିଛନ୍ତି । ଏହା ଆକାର ଦୃଷ୍ଟିରୁ ଯେ, କେବଳ ବଡ଼ ତାହା ନୁହେଁ; ଏହାର ସ୍ଵାଦ ବି ଏକଦମ୍ ନିଆରା | କଞ୍ଚା ଆମ୍ବ ତଥା ଚକୋଲେଟ୍‌ […]

ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ରକମର ଖାଦ୍ୟକୁ ନେଇ ବିଭିନ୍ନ ଫଟୋ ତଥା ଭିଡିଓ ଭାଇରାଲ ହେଉଛି। ଏହି କ୍ରମରେ ୫ କେଜିର ଆଇସ୍ ଗୋଲା ବା ବରଫ ଗୋଲା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଗୁଜରାଟ ସୁରଟର ଅଞ୍ଚଳର ଜଣେ ଦୋକାନୀ ଏଭଳି ଏକ ଆଇସ୍‌ଗୋଲା ପ୍ରସ୍ତୁତ କରିଛନ୍ତି । ଏହା ଆକାର ଦୃଷ୍ଟିରୁ ଯେ, କେବଳ ବଡ଼ ତାହା ନୁହେଁ; ଏହାର ସ୍ଵାଦ ବି ଏକଦମ୍ ନିଆରା | କଞ୍ଚା ଆମ୍ବ ତଥା ଚକୋଲେଟ୍‌ ସିରପ୍‌ଠାରୁ ଆରମ୍ଭ କରି ବିଭିନ୍ନ ସ୍ବାଦର ଅନ୍ୟାନ୍ୟ ସିରପ୍ ଏଥିରେ ବ୍ୟବହାର କରାଯାଇଛି। ଏହା ସହ କେଶର ରାବିଡ଼ି, ଫ୍ରେସ୍ କ୍ରିମ୍, ଖୁଆ, ଆଇସ୍‌କ୍ରିମ ମଧ୍ୟ ଏହାର ପ୍ରସ୍ତୁତିରେ ଉପଯୋଗ କରାଯାଇଛି । ସେହିପରି ସଜାଇବା ଲାଗି ଚକୋଲେଟ୍ ଚିପ୍ସ, ସିରପ୍ ଓ ଚେରିର ବ୍ୟବହାର କରାଯାଇଛି | ଉକ୍ତ ଆଇସ୍ ଗୋଲାର ମୂଲ୍ୟ ୯୯୯ ଟଙ୍କା | ଫୁଡ୍ ବ୍ଲଗର ଅମର ସିରୋହି ୪.୪୦ ମିନିଟ୍‌ର ଏହାର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ସେୟାର କରିବା ପରେ ତାହାକୁ ୧.୪ ମିଲିଅନରୁ ଅଧିକ ଲୋକ ଦେଖିସାରିଲେଣି।

ଆହୁରି ପଢ଼ନ୍ତୁ: ଧଳା ପାଉଡରରେ ବ୍ଲେଡ୍ ସାହାଯ୍ୟରେ ଲେଖିଲେ 'Sorry'; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଦ୍ଭୁତ କଳାକୌଶଳ

20 Sep 2021 By The Sakala

ଭାଇରାଲ ଫଟୋ: ୫ କେଜି ଓଜନର ବରଫ ଗୋଲା

ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ରକମର ଖାଦ୍ୟକୁ ନେଇ ବିଭିନ୍ନ ଫଟୋ ତଥା ଭିଡିଓ ଭାଇରାଲ ହେଉଛି। ଏହି କ୍ରମରେ ୫ କେଜିର ଆଇସ୍ ଗୋଲା ବା ବରଫ ଗୋଲା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଗୁଜରାଟ ସୁରଟର ଅଞ୍ଚଳର ଜଣେ ଦୋକାନୀ ଏଭଳି ଏକ ଆଇସ୍‌ଗୋଲା ପ୍ରସ୍ତୁତ କରିଛନ୍ତି । ଏହା ଆକାର ଦୃଷ୍ଟିରୁ ଯେ, କେବଳ ବଡ଼ ତାହା ନୁହେଁ; ଏହାର ସ୍ଵାଦ ବି ଏକଦମ୍ ନିଆରା | କଞ୍ଚା ଆମ୍ବ ତଥା ଚକୋଲେଟ୍‌ ସିରପ୍‌ଠାରୁ ଆରମ୍ଭ କରି ବିଭିନ୍ନ ସ୍ବାଦର ଅନ୍ୟାନ୍ୟ ସିରପ୍ ଏଥିରେ ବ୍ୟବହାର କରାଯାଇଛି। ଏହା ସହ କେଶର ରାବିଡ଼ି, ଫ୍ରେସ୍ କ୍ରିମ୍, ଖୁଆ, ଆଇସ୍‌କ୍ରିମ ମଧ୍ୟ ଏହାର ପ୍ରସ୍ତୁତିରେ ଉପଯୋଗ କରାଯାଇଛି । ସେହିପରି ସଜାଇବା ଲାଗି ଚକୋଲେଟ୍ ଚିପ୍ସ, ସିରପ୍ ଓ ଚେରିର ବ୍ୟବହାର କରାଯାଇଛି | ଉକ୍ତ ଆଇସ୍ ଗୋଲାର ମୂଲ୍ୟ ୯୯୯ ଟଙ୍କା | ଫୁଡ୍ ବ୍ଲଗର ଅମର ସିରୋହି ୪.୪୦ ମିନିଟ୍‌ର ଏହାର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ସେୟାର କରିବା ପରେ ତାହାକୁ ୧.୪ ମିଲିଅନରୁ ଅଧିକ ଲୋକ ଦେଖିସାରିଲେଣି।

https://www.thesakala.in/special/a-vendor-makes-5-kg-ice-gola-in-gujarats-surat/article-5516
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର