ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଘଣ୍ଟାକରେ ୨୦୦ରୁଟି

The Sakala Picture
Published On

କର୍ଣ୍ଣାଟକର ବୋମଇ ଏନ୍‌ ବାସ୍ତୁ ଏପରି ଏକ ରୋଟି ମେକର୍ ତିଆରି କରିଛନ୍ତି ଯେଉଁଥିରେ ଘଣ୍ଟାଏରେ ପାଖାପାଖି ୨୦୦ ରୁଟି ତିଆରି କରାଯାଇ ପାରିବ। ଚିତ୍ରଦୁର୍ଗସ୍ଥିତ ହୋସାଦୁର୍ଗରେ ରହୁଥିବା ବୋମଇ ତାଙ୍କ ମା’ ରୁଟି ତିଆରି କରିବା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାର ଲକ୍ଷ୍ୟ କରିଥିଲେ। ଏହାପରେ ସେ ଏହି ନିଆରା ରୋଟି ମେକର୍ ତିଆରି କରିଥିଲେ। ଏହି ରୋଟି ମେକର୍‌ ଉଭୟ ସୌରଶକ୍ତି ଓ ବିଦ୍ୟୁତ୍‌ରେ ଚାଲିପାରିବ। ଛଅ କେଜି ଓଜନର ଏହି ରୋଟି […]

କର୍ଣ୍ଣାଟକର ବୋମଇ ଏନ୍‌ ବାସ୍ତୁ ଏପରି ଏକ ରୋଟି ମେକର୍ ତିଆରି କରିଛନ୍ତି ଯେଉଁଥିରେ ଘଣ୍ଟାଏରେ ପାଖାପାଖି ୨୦୦ ରୁଟି ତିଆରି କରାଯାଇ ପାରିବ। ଚିତ୍ରଦୁର୍ଗସ୍ଥିତ ହୋସାଦୁର୍ଗରେ ରହୁଥିବା ବୋମଇ ତାଙ୍କ ମା’ ରୁଟି ତିଆରି କରିବା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାର ଲକ୍ଷ୍ୟ କରିଥିଲେ। ଏହାପରେ ସେ ଏହି ନିଆରା ରୋଟି ମେକର୍ ତିଆରି କରିଥିଲେ। ଏହି ରୋଟି ମେକର୍‌ ଉଭୟ ସୌରଶକ୍ତି ଓ ବିଦ୍ୟୁତ୍‌ରେ ଚାଲିପାରିବ। ଛଅ କେଜି ଓଜନର ଏହି ରୋଟି ମେକର୍‌ର ଦାମ୍‌ ୧୫ ହଜାର ଟଙ୍କା। ଏହାର ଆକାର ଇଣ୍ଡକସନ୍ ଷ୍ଟୋଭ୍‌ ଭଳି। କୁକିଂ ଟାଇମ୍‌ ଓ ପରିଶ୍ରମକୁ ବଞ୍ଚାଇବା ଉଦ୍ଦେଶ୍ୟରେ ଏହି ରୋଟି ମେକର୍‌ ସେ ତିଆରି କରିଛନ୍ତି। ବୋମଇ କେବଳ ରୋଟି ମେକର ନୁହେଁ ସେ ଏହାପୂର୍ବରୁ ଆହୁରି ଅନେକ ଜିନିଷ ମଧ୍ୟ ତିଆରି କରିଛନ୍ତି। ସେ ଏକ କୋଇଲା ଷ୍ଟୋଭ୍‌ ମଧ୍ୟ ତିଆରି କରିଛନ୍ତି। ଯାହାକି ପାରମ୍ପରିକ ଷ୍ଟୋଭ୍‌ର ପ୍ରଦୂଷଣକୁ ୮୦% ହ୍ରାସ କରିଥାଏ। ଏବେ ସେ ପାଣି ମିଶ୍ରିତ ପେଟ୍ରୋଲ୍ ଚାଳିତ ଏକ ବାଇକ୍ ଉପରେ କାମ କରୁଛନ୍ତି। ୪୫ ବର୍ଷୀୟ ବୋମଇଙ୍କର ସାଇକେଲ୍ ଦୋକାନ ସହ ଏକ ୱାର୍କସପ୍‌ ମଧ୍ୟ ରହିଛି। ଏହି ୱାର୍କସପ୍‌ରେ ସେ ନୂଆ ନୂଆ ଉପକରଣ ତିଆରି କରିଥାନ୍ତି।

ଆହୁରି ପଢ଼ନ୍ତୁ: ଏଆଇ-୧୭୧ ବିମାନ ଦୁର୍ଘଟଣାକୁ ଏକ ବର୍ଷ ପୂରଣ: ଏଏଆଇବି କହିଲା ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତିରେ 'ଉଲ୍ଲେଖନୀୟ ଅଗ୍ରଗତି'

01 Mar 2021 By The Sakala

ଘଣ୍ଟାକରେ ୨୦୦ରୁଟି

କର୍ଣ୍ଣାଟକର ବୋମଇ ଏନ୍‌ ବାସ୍ତୁ ଏପରି ଏକ ରୋଟି ମେକର୍ ତିଆରି କରିଛନ୍ତି ଯେଉଁଥିରେ ଘଣ୍ଟାଏରେ ପାଖାପାଖି ୨୦୦ ରୁଟି ତିଆରି କରାଯାଇ ପାରିବ। ଚିତ୍ରଦୁର୍ଗସ୍ଥିତ ହୋସାଦୁର୍ଗରେ ରହୁଥିବା ବୋମଇ ତାଙ୍କ ମା’ ରୁଟି ତିଆରି କରିବା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାର ଲକ୍ଷ୍ୟ କରିଥିଲେ। ଏହାପରେ ସେ ଏହି ନିଆରା ରୋଟି ମେକର୍ ତିଆରି କରିଥିଲେ। ଏହି ରୋଟି ମେକର୍‌ ଉଭୟ ସୌରଶକ୍ତି ଓ ବିଦ୍ୟୁତ୍‌ରେ ଚାଲିପାରିବ। ଛଅ କେଜି ଓଜନର ଏହି ରୋଟି ମେକର୍‌ର ଦାମ୍‌ ୧୫ ହଜାର ଟଙ୍କା। ଏହାର ଆକାର ଇଣ୍ଡକସନ୍ ଷ୍ଟୋଭ୍‌ ଭଳି। କୁକିଂ ଟାଇମ୍‌ ଓ ପରିଶ୍ରମକୁ ବଞ୍ଚାଇବା ଉଦ୍ଦେଶ୍ୟରେ ଏହି ରୋଟି ମେକର୍‌ ସେ ତିଆରି କରିଛନ୍ତି। ବୋମଇ କେବଳ ରୋଟି ମେକର ନୁହେଁ ସେ ଏହାପୂର୍ବରୁ ଆହୁରି ଅନେକ ଜିନିଷ ମଧ୍ୟ ତିଆରି କରିଛନ୍ତି। ସେ ଏକ କୋଇଲା ଷ୍ଟୋଭ୍‌ ମଧ୍ୟ ତିଆରି କରିଛନ୍ତି। ଯାହାକି ପାରମ୍ପରିକ ଷ୍ଟୋଭ୍‌ର ପ୍ରଦୂଷଣକୁ ୮୦% ହ୍ରାସ କରିଥାଏ। ଏବେ ସେ ପାଣି ମିଶ୍ରିତ ପେଟ୍ରୋଲ୍ ଚାଳିତ ଏକ ବାଇକ୍ ଉପରେ କାମ କରୁଛନ୍ତି। ୪୫ ବର୍ଷୀୟ ବୋମଇଙ୍କର ସାଇକେଲ୍ ଦୋକାନ ସହ ଏକ ୱାର୍କସପ୍‌ ମଧ୍ୟ ରହିଛି। ଏହି ୱାର୍କସପ୍‌ରେ ସେ ନୂଆ ନୂଆ ଉପକରଣ ତିଆରି କରିଥାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp