ଆଜି ରକ୍ଷା ବନ୍ଧନ: ରାଖି ଥାଳିରେ ରଖନ୍ତୁ ଏହିସବୁ ଜିନିଷ ….

The Sakala Picture
Published On

ରକ୍ଷାବନ୍ଧନ ଦିନ ଭଉଣୀ ତା’ ଭାଇର ମଙ୍ଗଳକାମନା କରି ଭାଇ ହାତରେ ରାଖି ବାନ୍ଧି ସିନ୍ଦୂର, ଚନ୍ଦନ ଆଦି ଲଗାଇ ବନ୍ଦାପନା କରିଥାଏ। ରାଖି ବାନ୍ଧିବା ସମୟରେ ଭାଇର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଜରୁରୀ। ତେବେ ଏସବୁ ନୀତିନିୟମ ସହିତ ରାଖି ଥାଳିରେ କେଉଁସବୁ ଜିନିଷ ରହିବା ଆବଶ୍ୟକ ଏବଂ ସେଗୁଡ଼ିକୁ ମହତ୍ତ୍ବ କ’ଣ ଆସନ୍ତୁ ଜାଣିବା। ହିନ୍ଦୁ ଧର୍ମ ଅନୁଯାୟୀ ଯେକୌଣସି ଶୁଭ କାର୍ଯ୍ୟରେ ଅକ୍ଷତ ବା ଗୋଟା ଅରୁଆ ଚାଉଳକୁ […]

ରକ୍ଷାବନ୍ଧନ ଦିନ ଭଉଣୀ ତା’ ଭାଇର ମଙ୍ଗଳକାମନା କରି ଭାଇ ହାତରେ ରାଖି ବାନ୍ଧି ସିନ୍ଦୂର, ଚନ୍ଦନ ଆଦି ଲଗାଇ ବନ୍ଦାପନା କରିଥାଏ। ରାଖି ବାନ୍ଧିବା ସମୟରେ ଭାଇର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଜରୁରୀ। ତେବେ ଏସବୁ ନୀତିନିୟମ ସହିତ ରାଖି ଥାଳିରେ କେଉଁସବୁ ଜିନିଷ ରହିବା ଆବଶ୍ୟକ ଏବଂ ସେଗୁଡ଼ିକୁ ମହତ୍ତ୍ବ କ’ଣ ଆସନ୍ତୁ ଜାଣିବା।

ଆହୁରି ପଢ଼ନ୍ତୁ: ହିନ୍ଦୁ ଧର୍ମରେ ପୂଜାପାଠ ସମୟରେ ପତ୍ନୀ ସ୍ୱାମୀଙ୍କର କେଉଁ ପାର୍ଶ୍ୱରେ ବସିବା ଉଚିତ? ଜାଣନ୍ତୁ ନିୟମ

ହିନ୍ଦୁ ଧର୍ମ ଅନୁଯାୟୀ ଯେକୌଣସି ଶୁଭ କାର୍ଯ୍ୟରେ ଅକ୍ଷତ ବା ଗୋଟା ଅରୁଆ ଚାଉଳକୁ ସାମିଲ୍‌ କରାଯାଏ। ଅକ୍ଷତ ହେଉଛି ପୂର୍ଣ୍ଣତାର ପ୍ରତୀକ। ତେଣୁ ରାଖି ଥାଳିରେ ନିଶ୍ଚିତ କିଛି ଚାଉଳ ରଖନ୍ତୁ ଏବଂ ଭାଇଙ୍କୁ ତିଳକ ଲଗାଇବା ପରେ ତାଙ୍କ ମୁଣ୍ଡରେ ଚାଉଳ ଲଗାନ୍ତୁ। ଏଭଳି କରିବା ଦ୍ବାରା ଈଶ୍ବରୀୟ କୃପା ସହ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ।

ଆହୁରି ପଢ଼ନ୍ତୁ: ମୃତ୍ୟୁ ପରେ ଆତ୍ମାର କ'ଣ ହୁଏ? ଗରୁଡ଼ ପୁରାଣରେ ଲୁଚିଛି ରହସ୍ୟ, ଜାଣନ୍ତୁ ଜ୍ୟୋତିଷଙ୍କ ମତ

-ରାଖି ଥାଳିରେ ଥିବା ଦୀପକୁ ପ୍ରଜ୍ବଳିତ କରି ରଖନ୍ତୁ। ଦୀପ ଦ୍ବାରା ଭାଇଙ୍କୁ ବନ୍ଦାପନା କଲେ ନକାରାତ୍ମକ ଶକ୍ତିର ପ୍ରଭାବ ଦୂର ହୁଏ।

-କୁଙ୍କୁମ ହେଉଛି ମା’ ଲକ୍ଷ୍ମୀଙ୍କ ପ୍ରତୀକ। କୁଙ୍କୁମ ଦ୍ବାରା ତିଳକ କଲେ, ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିଥାଏ।

-କୁଙ୍କୁମ ପରେ ଭାଇର ମଥା ଉପରେ ଚନ୍ଦନ ଟୀକା ଲଗାଇବା ଦ୍ବାରା ଶ୍ରୀବିଷ୍ଣୁ ଓ ଗଣେଶଙ୍କ ଆଶୀର୍ବାଦ ମିଳିଥାଏ।

11 Aug 2022 By The Sakala

ଆଜି ରକ୍ଷା ବନ୍ଧନ: ରାଖି ଥାଳିରେ ରଖନ୍ତୁ ଏହିସବୁ ଜିନିଷ ….

ରକ୍ଷାବନ୍ଧନ ଦିନ ଭଉଣୀ ତା’ ଭାଇର ମଙ୍ଗଳକାମନା କରି ଭାଇ ହାତରେ ରାଖି ବାନ୍ଧି ସିନ୍ଦୂର, ଚନ୍ଦନ ଆଦି ଲଗାଇ ବନ୍ଦାପନା କରିଥାଏ। ରାଖି ବାନ୍ଧିବା ସମୟରେ ଭାଇର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଜରୁରୀ। ତେବେ ଏସବୁ ନୀତିନିୟମ ସହିତ ରାଖି ଥାଳିରେ କେଉଁସବୁ ଜିନିଷ ରହିବା ଆବଶ୍ୟକ ଏବଂ ସେଗୁଡ଼ିକୁ ମହତ୍ତ୍ବ କ’ଣ ଆସନ୍ତୁ ଜାଣିବା।

ହିନ୍ଦୁ ଧର୍ମ ଅନୁଯାୟୀ ଯେକୌଣସି ଶୁଭ କାର୍ଯ୍ୟରେ ଅକ୍ଷତ ବା ଗୋଟା ଅରୁଆ ଚାଉଳକୁ ସାମିଲ୍‌ କରାଯାଏ। ଅକ୍ଷତ ହେଉଛି ପୂର୍ଣ୍ଣତାର ପ୍ରତୀକ। ତେଣୁ ରାଖି ଥାଳିରେ ନିଶ୍ଚିତ କିଛି ଚାଉଳ ରଖନ୍ତୁ ଏବଂ ଭାଇଙ୍କୁ ତିଳକ ଲଗାଇବା ପରେ ତାଙ୍କ ମୁଣ୍ଡରେ ଚାଉଳ ଲଗାନ୍ତୁ। ଏଭଳି କରିବା ଦ୍ବାରା ଈଶ୍ବରୀୟ କୃପା ସହ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ।

-ରାଖି ଥାଳିରେ ଥିବା ଦୀପକୁ ପ୍ରଜ୍ବଳିତ କରି ରଖନ୍ତୁ। ଦୀପ ଦ୍ବାରା ଭାଇଙ୍କୁ ବନ୍ଦାପନା କଲେ ନକାରାତ୍ମକ ଶକ୍ତିର ପ୍ରଭାବ ଦୂର ହୁଏ।

-କୁଙ୍କୁମ ହେଉଛି ମା’ ଲକ୍ଷ୍ମୀଙ୍କ ପ୍ରତୀକ। କୁଙ୍କୁମ ଦ୍ବାରା ତିଳକ କଲେ, ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିଥାଏ।

-କୁଙ୍କୁମ ପରେ ଭାଇର ମଥା ଉପରେ ଚନ୍ଦନ ଟୀକା ଲଗାଇବା ଦ୍ବାରା ଶ୍ରୀବିଷ୍ଣୁ ଓ ଗଣେଶଙ୍କ ଆଶୀର୍ବାଦ ମିଳିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp