ଜାଣନ୍ତୁ କେଉଁ ବାରରେ କେଉଁ ଭଗବାନଙ୍କୁ କରିବେ ଆରାଧନା….

The Sakala Picture
Published On

ରବିବାର : ଏହି ଦିନ ଭଗବାନ ସୂର୍ଯ୍ୟଙ୍କ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯଦି କେହି ପ୍ରତିଦିନ ସୂର୍ଯ୍ୟଙ୍କ ଉପାସନା କରିପାରୁ ନାହାନ୍ତି, ତେବେ ସେ ରବିବାର ଦିନ ପୂଜା କଲେ ଅନ୍ୟଦିନର ଫଳ ପ୍ରାପ୍ତ ହୋଇଥାଏ। ରବିବାର ଦିନ ସୂର୍ଯ୍ୟ ଭଗବାନଙ୍କୁ ଉପାସନା କରିବା ଦ୍ୱାରା ଜ୍ଞାନ, ବୁଦ୍ଧି ଓ ସୂର୍ଯ୍ୟସମ ତେଜ ପ୍ରାପ୍ତ ହୋଇଥାଏ। ସୋମବାର : ଭୋଳାନାଥଙ୍କୁ ସମର୍ପିତ ସୋମବାର। ଏହିଦିନ ଶିବଙ୍କୁ ପୂଜାକଲେ […]

ରବିବାର : ଏହି ଦିନ ଭଗବାନ ସୂର୍ଯ୍ୟଙ୍କ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯଦି କେହି ପ୍ରତିଦିନ ସୂର୍ଯ୍ୟଙ୍କ ଉପାସନା କରିପାରୁ ନାହାନ୍ତି, ତେବେ ସେ ରବିବାର ଦିନ ପୂଜା କଲେ ଅନ୍ୟଦିନର ଫଳ ପ୍ରାପ୍ତ ହୋଇଥାଏ। ରବିବାର ଦିନ ସୂର୍ଯ୍ୟ ଭଗବାନଙ୍କୁ ଉପାସନା କରିବା ଦ୍ୱାରା ଜ୍ଞାନ, ବୁଦ୍ଧି ଓ ସୂର୍ଯ୍ୟସମ ତେଜ ପ୍ରାପ୍ତ ହୋଇଥାଏ।

ସୋମବାର : ଭୋଳାନାଥଙ୍କୁ ସମର୍ପିତ ସୋମବାର। ଏହିଦିନ ଶିବଙ୍କୁ ପୂଜାକଲେ ବିଶେଷ କୃପା ମିଳିଥାଏ। ସୋମବାର ଦିନ ଉପବାସ ରହି କ୍ଷୀର, ବେଲ ପତ୍ର, ଦୁଦୁରା ଫୁଲ ଆଦି ଶିବଙ୍କୁ ଅର୍ପଣ କଲେ ମହାଦେବ ପ୍ରସନ୍ନ ହୋଇଥା’ନ୍ତି।

ମଙ୍ଗଳବାର : ମଙ୍ଗଳବାର ହେଉଛି ମଙ୍ଗଳ ଗ୍ରହଙ୍କ ଦିନ। ବିଶ୍ୱାସ ରହିଛି ଯେ, ଏହି ଦିନ ହନୁମାନ ଚାଳିଶା ପାଠ କଲେ ଗ୍ରହରିଷ୍ଟ ଖଣ୍ଡନ ହୋଇଥାଏ। ଭକ୍ତମାନଙ୍କୁ ପବନସୁତ ଅଭୟବର ପ୍ରଦାନ କରନ୍ତି।

ବୁଧବାର : ଭଗବାନ ଗଣେଶଙ୍କ ପ୍ରିୟ ବାର ହେଉଛି ବୁଧବାର। ଏହି ଦିନ ଭଗବାନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ ନିବାରଣ ହୋଇଥାଏ। ବୁଧବାର ଦିନ ଘରେ ଧଳା ରଙ୍ଗର ଗଣେଶ ମୂର୍ତ୍ତି ସ୍ଥାପନା କଲେ ସକାରାତ୍ମକ ଊର୍ଜା ସୃଷ୍ଟି ହୁଏ।

ଗୁରୁବାର : ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ଗୁରୁବାର ଦିନ ଶ୍ରୀବିଷ୍ଣୁଙ୍କୁ ପୂଜାକଲେ କୁଣ୍ଡଳୀରେ ବୃହସ୍ପତିଙ୍କ ସ୍ଥିତି ସୁଦୃଢ଼ ରହିଥାଏ। ଏହି ଦିନ ଧନ ଲକ୍ଷ୍ମୀଙ୍କ ଉପାସନା ମଧ୍ୟ କରାଯାଏ।

ଶୁକ୍ରବାର : ବିଶ୍ୱାସ କରାଯାଏ ଯେ, ଶୁକ୍ରବାର ଦିନ ବୈଭବ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ବାରା ଭକ୍ତଙ୍କୁ ଦେବୀଙ୍କ ବିଶେଷ ଅନୁଗ୍ରହ ପ୍ରାପ୍ତ ହୋଇଥାଏ। ଏହିଦିନ ମା’ ସନ୍ତୋଷୀ ଏବଂ ଦେବୀ ଦୁର୍ଗାଙ୍କୁ ପୂଜା କଲେ ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ।

ଶନିବାର : ଗ୍ରହରାଜ ଶନିଙ୍କୁ ଶନିବାର ସମର୍ପିତ। ଏହି ଦିନ ଶନି ଦେବଙ୍କୁ ପୂଜା କଲେ ଭକ୍ତଙ୍କ ସମସ୍ତ ଇଚ୍ଛା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।

26 Apr 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp