ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ, ଜାଣନ୍ତୁ କେଉଁ ସବୁ ଦିଗ ଉପରେ ଦୃଷ୍ଟି ଦେବା ଜରୁରି…

The Sakala Picture
Published On

ସାଧାରଣତଃ ପରୀକ୍ଷା ପାଖେଇ ଆସିଲେ ବିଦ୍ୟାର୍ଥୀ ପଢ଼ାପଢ଼ିରେ ବ୍ୟସ୍ତ ରୁହନ୍ତି। ପରୀକ୍ଷାରେ କିଭଳି ଭଲ ମାର୍କ ରଖିବେ, ସେଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ସେହିପରି ଦିନରାତି ପରିଶ୍ରମ କରିବା ପରେ ମଧ୍ୟ ଅନେକ ପିଲା ଅସଫଳ ହୋଇଥାନ୍ତି। ଏଣୁ ପରୀକ୍ଷା ପ୍ରସ୍ତୁତି ସମୟରେ ନିମ୍ନ ପ୍ରଦତ୍ତ ଦିଗ ଉପରେ ଦୃଷ୍ଟି ଦେବା ଜରୁରି। -ପରୀକ୍ଷା ଚିନ୍ତାରେ ନିଦ ହୁଏ ନାହିଁ। ଫଳରେ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼େ। ଏଣୁ ଉପଯୁକ୍ତ ନିଦ୍ରା ଯାଆନ୍ତୁ। -ଭୟଭୀତ […]

ସାଧାରଣତଃ ପରୀକ୍ଷା ପାଖେଇ ଆସିଲେ ବିଦ୍ୟାର୍ଥୀ ପଢ଼ାପଢ଼ିରେ ବ୍ୟସ୍ତ ରୁହନ୍ତି। ପରୀକ୍ଷାରେ କିଭଳି ଭଲ ମାର୍କ ରଖିବେ, ସେଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ସେହିପରି ଦିନରାତି ପରିଶ୍ରମ କରିବା ପରେ ମଧ୍ୟ ଅନେକ ପିଲା ଅସଫଳ ହୋଇଥାନ୍ତି। ଏଣୁ ପରୀକ୍ଷା ପ୍ରସ୍ତୁତି ସମୟରେ ନିମ୍ନ ପ୍ରଦତ୍ତ ଦିଗ ଉପରେ ଦୃଷ୍ଟି ଦେବା ଜରୁରି।

-ପରୀକ୍ଷା ଚିନ୍ତାରେ ନିଦ ହୁଏ ନାହିଁ। ଫଳରେ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼େ। ଏଣୁ ଉପଯୁକ୍ତ ନିଦ୍ରା ଯାଆନ୍ତୁ।

-ଭୟଭୀତ ନ ହୋଇ ଶାନ୍ତ ମନରେ ପଢ଼ା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ।

-ଏହି ସମୟରେ ସାମାଜିକ ଗଣମାଧ୍ୟମଠାରୁ ଦୂରତ୍ବ ରକ୍ଷା କରନ୍ତୁ। ଏହା ଦ୍ବାରା ସମୟ ନଷ୍ଟ ହୁଏ।

-ରିଭିଜନ୍ ଉପରେ ଗୁରୁତ୍ବ ଦିଅନ୍ତୁ।

-କମ୍ ସମୟ ମଧ୍ୟ କିଭଳି ବେଶି ପାଠ ପଢ଼ିବେ, ସେହି ସମୟ ସାରଣୀ ପ୍ରସ୍ତୁତ କରନ୍ତୁ।

24 Apr 2024 By The Sakala

ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ, ଜାଣନ୍ତୁ କେଉଁ ସବୁ ଦିଗ ଉପରେ ଦୃଷ୍ଟି ଦେବା ଜରୁରି…

ସାଧାରଣତଃ ପରୀକ୍ଷା ପାଖେଇ ଆସିଲେ ବିଦ୍ୟାର୍ଥୀ ପଢ଼ାପଢ଼ିରେ ବ୍ୟସ୍ତ ରୁହନ୍ତି। ପରୀକ୍ଷାରେ କିଭଳି ଭଲ ମାର୍କ ରଖିବେ, ସେଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ସେହିପରି ଦିନରାତି ପରିଶ୍ରମ କରିବା ପରେ ମଧ୍ୟ ଅନେକ ପିଲା ଅସଫଳ ହୋଇଥାନ୍ତି। ଏଣୁ ପରୀକ୍ଷା ପ୍ରସ୍ତୁତି ସମୟରେ ନିମ୍ନ ପ୍ରଦତ୍ତ ଦିଗ ଉପରେ ଦୃଷ୍ଟି ଦେବା ଜରୁରି।

-ପରୀକ୍ଷା ଚିନ୍ତାରେ ନିଦ ହୁଏ ନାହିଁ। ଫଳରେ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼େ। ଏଣୁ ଉପଯୁକ୍ତ ନିଦ୍ରା ଯାଆନ୍ତୁ।

-ଭୟଭୀତ ନ ହୋଇ ଶାନ୍ତ ମନରେ ପଢ଼ା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ।

-ଏହି ସମୟରେ ସାମାଜିକ ଗଣମାଧ୍ୟମଠାରୁ ଦୂରତ୍ବ ରକ୍ଷା କରନ୍ତୁ। ଏହା ଦ୍ବାରା ସମୟ ନଷ୍ଟ ହୁଏ।

-ରିଭିଜନ୍ ଉପରେ ଗୁରୁତ୍ବ ଦିଅନ୍ତୁ।

-କମ୍ ସମୟ ମଧ୍ୟ କିଭଳି ବେଶି ପାଠ ପଢ଼ିବେ, ସେହି ସମୟ ସାରଣୀ ପ୍ରସ୍ତୁତ କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର