ଚାକିରୀ ଆଶାୟୀଙ୍କ ପାଇଁ ବମ୍ଫର ନିଯୁକ୍ତି ସୁଯୋଗ, SSC ପକ୍ଷରୁ ୨୪,୩୬୯ଟି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

The Sakala Picture
Published On

ଭୁବନେଶ୍ବର : କର୍ମଚାରୀ ଚୟନ ଆୟୋଗ(ଏସଏସସି) ପକ୍ଷରୁ ୨୪ ହଜାରରୁ ଅଧିକ କେନ୍ଦ୍ରୀୟ ସୁରକ୍ଷା ପଦରେ ନିଯୁକ୍ତି ପ୍ରକ୍ରିୟାରେ ଖୁବଶିଘ୍ର ଅନୁଷ୍ଠିତ ହେବ। ବିଏସଏଫ୍, ସିଆଇଏସଏଫ୍, ସିଆରପିଏଫ୍, ଏସଏସବି, ଆଟିବିପି, ଏଆର୍, ଏସଏସଏଫ୍ ଆଦି ୭ ବର୍ଗରେ ୨୪ ହଜାର ୨୦୫ ପଦ ପୂରଣ ହେବାକୁ ଥିବାବେଳେ ଏନସିବିରେ ମଧ୍ୟ ୧୬୪ ପଦ ପୂରଣ ହେବ। ତେବେ ୨୪ ହଜାର ୩୬୯ ପଦ ପାଇଁ ‘ଏସଏସସି’ ପକ୍ଷରୁ ଖୁବ୍ ଶିଘ୍ର ଚୟନ ପ୍ରକ୍ରିୟା ଆରମ୍ଭ ହେବ। ବିଏସଏଫରେ […]

ଭୁବନେଶ୍ବର : କର୍ମଚାରୀ ଚୟନ ଆୟୋଗ(ଏସଏସସି) ପକ୍ଷରୁ ୨୪ ହଜାରରୁ ଅଧିକ କେନ୍ଦ୍ରୀୟ ସୁରକ୍ଷା ପଦରେ ନିଯୁକ୍ତି ପ୍ରକ୍ରିୟାରେ ଖୁବଶିଘ୍ର ଅନୁଷ୍ଠିତ ହେବ। ବିଏସଏଫ୍, ସିଆଇଏସଏଫ୍, ସିଆରପିଏଫ୍, ଏସଏସବି, ଆଟିବିପି, ଏଆର୍, ଏସଏସଏଫ୍ ଆଦି ୭ ବର୍ଗରେ ୨୪ ହଜାର ୨୦୫ ପଦ ପୂରଣ ହେବାକୁ ଥିବାବେଳେ ଏନସିବିରେ ମଧ୍ୟ ୧୬୪ ପଦ ପୂରଣ ହେବ। ତେବେ ୨୪ ହଜାର ୩୬୯ ପଦ ପାଇଁ ‘ଏସଏସସି’ ପକ୍ଷରୁ ଖୁବ୍ ଶିଘ୍ର ଚୟନ ପ୍ରକ୍ରିୟା ଆରମ୍ଭ ହେବ। ବିଏସଏଫରେ ସର୍ବାଧିକ ୧୦ ହଜାର ୪୯୭ ପଦ ପୂରଣ ହେବାକୁଥିବାବେଳେ ସିଆରପିଏଫରେ ୮ ହଜାର ୯୧୧, ଆଇଟିବିପି ଓ ଏଆରରେ ୧୬ଶହ ଆଦି ପଦରେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ।

ଆହୁରି ପଢ଼ନ୍ତୁ: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

କର୍ମଚାରୀ ଚୟନ ଆୟୋଗ(ଏସଏସସି) ୨୪,୩୬୯ଟି ପଦବୀ ପାଇଁ ଅକ୍ଟୋବର ୨୭ରେ ବିଜ୍ଞପ୍ତି ଜାରି କରିଥିବା ବେଳେ, ସେହିଦିନରୁ ହିଁ ଅନ୍‌ଲାଇନରେ ଆବେଦନ ଆରମ୍ଭ ହୋଇଛି। ଆବେଦନ ପ୍ରକ୍ରିୟା ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ପ୍ରାର୍ଥୀଙ୍କୁ ଏଥିପାଇଁ ୧୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଏସସି/ ଏସଟି/ ଏକ୍ସ ସର୍ଭିସମ୍ୟାନ, ମହିଳାଙ୍କୁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ। ଆସନ୍ତା ବର୍ଷ ଜାନୁଆରୀ ମାସରେ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡ଼ରେ ଅନୁଷ୍ଠିତ ହେବ ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ପ୍ରାର୍ଥୀଙ୍କର ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ସରକାରୀ ନିୟମ ଅନୁଯାୟୀ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିଥିବା ଦରକାର । ପରୀକ୍ଷା ଇଂରାଜୀ ଓ ହିନ୍ଦି ଭାଷାରେ କରାଯିବ । ସିଲେକ୍ସନ ପରେ ପ୍ରାର୍ଥୀଙ୍କ ଦରମା ପେ-ଲେବଲ ୧ରେ ୧୮,୦୦୦ରୁ ୫୬,୯୦୦ ମଧ୍ୟରେ ଓ ଲେବଲ-୩ରେ ୨୧,୭୦୦ରୁ ୬୯,୧୦୦ ଟଙ୍କା ମଧ୍ୟରେ ରହିବ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

କେଉଁ ପଦ ପାଇଁ କେତେ ପୋଷ୍ଟ ବାହାରିଛି 

BSF: 10497

CISF: 100

CRPF: 8911

SSB: 1284

ITBP: 1613

AR: 1697

SSF: 103

ଇଚ୍ଛୁକ ପ୍ରାର୍ଥୀମାନେ  ssc.nic.in ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ

29 Oct 2022 By The Sakala

ଚାକିରୀ ଆଶାୟୀଙ୍କ ପାଇଁ ବମ୍ଫର ନିଯୁକ୍ତି ସୁଯୋଗ, SSC ପକ୍ଷରୁ ୨୪,୩୬୯ଟି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର : କର୍ମଚାରୀ ଚୟନ ଆୟୋଗ(ଏସଏସସି) ପକ୍ଷରୁ ୨୪ ହଜାରରୁ ଅଧିକ କେନ୍ଦ୍ରୀୟ ସୁରକ୍ଷା ପଦରେ ନିଯୁକ୍ତି ପ୍ରକ୍ରିୟାରେ ଖୁବଶିଘ୍ର ଅନୁଷ୍ଠିତ ହେବ। ବିଏସଏଫ୍, ସିଆଇଏସଏଫ୍, ସିଆରପିଏଫ୍, ଏସଏସବି, ଆଟିବିପି, ଏଆର୍, ଏସଏସଏଫ୍ ଆଦି ୭ ବର୍ଗରେ ୨୪ ହଜାର ୨୦୫ ପଦ ପୂରଣ ହେବାକୁ ଥିବାବେଳେ ଏନସିବିରେ ମଧ୍ୟ ୧୬୪ ପଦ ପୂରଣ ହେବ। ତେବେ ୨୪ ହଜାର ୩୬୯ ପଦ ପାଇଁ ‘ଏସଏସସି’ ପକ୍ଷରୁ ଖୁବ୍ ଶିଘ୍ର ଚୟନ ପ୍ରକ୍ରିୟା ଆରମ୍ଭ ହେବ। ବିଏସଏଫରେ ସର୍ବାଧିକ ୧୦ ହଜାର ୪୯୭ ପଦ ପୂରଣ ହେବାକୁଥିବାବେଳେ ସିଆରପିଏଫରେ ୮ ହଜାର ୯୧୧, ଆଇଟିବିପି ଓ ଏଆରରେ ୧୬ଶହ ଆଦି ପଦରେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ।

କର୍ମଚାରୀ ଚୟନ ଆୟୋଗ(ଏସଏସସି) ୨୪,୩୬୯ଟି ପଦବୀ ପାଇଁ ଅକ୍ଟୋବର ୨୭ରେ ବିଜ୍ଞପ୍ତି ଜାରି କରିଥିବା ବେଳେ, ସେହିଦିନରୁ ହିଁ ଅନ୍‌ଲାଇନରେ ଆବେଦନ ଆରମ୍ଭ ହୋଇଛି। ଆବେଦନ ପ୍ରକ୍ରିୟା ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ପ୍ରାର୍ଥୀଙ୍କୁ ଏଥିପାଇଁ ୧୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଏସସି/ ଏସଟି/ ଏକ୍ସ ସର୍ଭିସମ୍ୟାନ, ମହିଳାଙ୍କୁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ। ଆସନ୍ତା ବର୍ଷ ଜାନୁଆରୀ ମାସରେ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡ଼ରେ ଅନୁଷ୍ଠିତ ହେବ ।

ପ୍ରାର୍ଥୀଙ୍କର ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ସରକାରୀ ନିୟମ ଅନୁଯାୟୀ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିଥିବା ଦରକାର । ପରୀକ୍ଷା ଇଂରାଜୀ ଓ ହିନ୍ଦି ଭାଷାରେ କରାଯିବ । ସିଲେକ୍ସନ ପରେ ପ୍ରାର୍ଥୀଙ୍କ ଦରମା ପେ-ଲେବଲ ୧ରେ ୧୮,୦୦୦ରୁ ୫୬,୯୦୦ ମଧ୍ୟରେ ଓ ଲେବଲ-୩ରେ ୨୧,୭୦୦ରୁ ୬୯,୧୦୦ ଟଙ୍କା ମଧ୍ୟରେ ରହିବ ।

କେଉଁ ପଦ ପାଇଁ କେତେ ପୋଷ୍ଟ ବାହାରିଛି 

BSF: 10497

CISF: 100

CRPF: 8911

SSB: 1284

ITBP: 1613

AR: 1697

SSF: 103

ଇଚ୍ଛୁକ ପ୍ରାର୍ଥୀମାନେ  ssc.nic.in ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର