ଜାଣନ୍ତୁ କିପରି ଦୂର କରିବେ ପରୀକ୍ଷା ଚିନ୍ତା…

The Sakala Picture
Published On

ବୋର୍ଡ ପରୀକ୍ଷା ହେଉ କିମ୍ବା ଅନ୍ୟ କୌଣସି ସାଧାରଣ ପରୀକ୍ଷା ଆସିଲେ, ଏହାକୁ ନେଇ ପରୀକ୍ଷାର୍ଥୀ ଚିନ୍ତାରେ ରହନ୍ତି। ତେବେ ଚିନ୍ତା ପରୀକ୍ଷା ପାଇଁ କ୍ଷତିକାରକ। ଏହାଦ୍ବାରା ଜଣେ ପରୀକ୍ଷାରେ ଭଲପ୍ରଦର୍ଶନ କରିବାକୁ ସକ୍ଷମ ହୋଇ ନ ଥାନ୍ତି। ତେବେ ଏହି ଚିନ୍ତାକୁ କିଭଳି ଦୂର କରି ହେବ, ଆସନ୍ତୁ ଜାଣିବା। -ବହିପତ୍ର ଏବଂ ନୋଟ୍ସ ସବୁକୁ ଠିକ୍‌ ସ୍ଥାନରେ ରଖନ୍ତୁ। -ପରୀକ୍ଷା ସମୟରେ ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ଏହା ଦ୍ବାରା ଶରୀର ଓ ମସ୍ତିଷ୍କ ସୁସ୍ଥ […]

ବୋର୍ଡ ପରୀକ୍ଷା ହେଉ କିମ୍ବା ଅନ୍ୟ କୌଣସି ସାଧାରଣ ପରୀକ୍ଷା ଆସିଲେ, ଏହାକୁ ନେଇ ପରୀକ୍ଷାର୍ଥୀ ଚିନ୍ତାରେ ରହନ୍ତି। ତେବେ ଚିନ୍ତା ପରୀକ୍ଷା ପାଇଁ କ୍ଷତିକାରକ। ଏହାଦ୍ବାରା ଜଣେ ପରୀକ୍ଷାରେ ଭଲପ୍ରଦର୍ଶନ କରିବାକୁ ସକ୍ଷମ ହୋଇ ନ ଥାନ୍ତି। ତେବେ ଏହି ଚିନ୍ତାକୁ କିଭଳି ଦୂର କରି ହେବ, ଆସନ୍ତୁ ଜାଣିବା।
-ବହିପତ୍ର ଏବଂ ନୋଟ୍ସ ସବୁକୁ ଠିକ୍‌ ସ୍ଥାନରେ ରଖନ୍ତୁ।
-ପରୀକ୍ଷା ସମୟରେ ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ଏହା ଦ୍ବାରା ଶରୀର ଓ ମସ୍ତିଷ୍କ ସୁସ୍ଥ ରହିବ।
-ପରୀକ୍ଷା ବେଳେ ଠିକ୍‌ ସମୟରେ ଶୁଅନ୍ତୁ। ଏହା ମନ ଓ ମସ୍ତିଷ୍କ ପାଇଁ ଉତ୍ତମ।
-ପରୀକ୍ଷା ବେଳେ ମଝିରେ ମଝିରେ ଖେଳାଖେଳି କରିବା ସହ ଗୀତ ଶୁଣନ୍ତୁ। ଏହା ଦ୍ବାରା ମନ ପ୍ରସନ୍ନ ରହେ।
-ପରୀକ୍ଷା ସମ୍ବନ୍ଧିତ ସମସ୍ୟା ସମ୍ପର୍କରେ ପରିବାର ଓ ସାଙ୍ଗସାଥୀଙ୍କ ସହ ଆଲୋଚନା କରନ୍ତୁ।

26 Feb 2025 By The Sakala

https://www.thesakala.in/recruitment/how-to-overcome-exam-anxiety/article-38984
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର